ଟେରିପାରାଟାଇଡ
Clinical data | |
---|---|
Trade names | Forteo, Forsteo, Teribone, Bonsity |
AHFS/Drugs.com | monograph |
MedlinePlus | a603018 |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Pharmacokinetic data | |
Bioavailability | 95% |
Metabolism | Liver (nonspecific proteolysis) |
Elimination half-life | Subcutaneous: 1 hour |
Excretion | Kidney (metabolites) |
Identifiers | |
ECHA InfoCard | 100.168.733 |
Chemical and physical data | |
Formula | C181H291N55O51S2 |
Molar mass | ୪,୧୧୭.୭୭ g·mol−1 |
3D model (JSmol) | |
| |
| |
(verify) |
ଟେରିପାରାଟାଇଡ, ଏକ ବେପାର ନାମ ଫୋର୍ଟିଓ, ହେଉଛି ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ପାରାଥାଇରଏଡ଼ ହରମୋନ (PTH) ।[୨] ଯେଉଁମାନଙ୍କର ବାଇଫୋସଫୋନେଟ କାମ କରେ ନାହିଁ କିମ୍ବା ଅତ୍ୟଧିକ ବିପଦ ଥିଲେ ଏହା ବ୍ୟବହୃତ ହୋଇପାରେ ।[୨] ଏହା ଚର୍ମ ତଳେ ଇଞ୍ଜେକସନଦ୍ୱାରା ଦିଆଯାଏ | [୨] ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଅଇ, ରାସ, ଅବସାଦ ଏବଂ ଦାନ୍ତ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓସ୍କାର୍କୋମା, ଆନାଫାଇଲକସିସ, ଛିଡା ହେବା ସହିତ ନିମ୍ନ ରକ୍ତଚାପ ହେବାର ଆଶଙ୍କା ରହିପାରେ ।[୨] ଏହା ପିଟିଏଚର ସକ୍ରିୟ ଅଂଶକୁ ନେଇ ଗଠିତ ଏବଂ ହାଡ ଗଠନକୁ ପ୍ରୋତ୍ସାହିତ କରି କାର୍ଯ୍ୟକ୍ଷମ ହୁଏ ।[୨] [୪]
୨୦୦୨ ମସିହାରେ ଆମେରିକାରେ ଏବଂ ୨୦୦୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେରିପାରାଟାଇଡ ଅନୁମୋଦିତ ହୋଇଥିଲା ।[୨][୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଖର୍ଚ୍ଚ ପ୍ରାୟ ୨୪୦ ପାଉଣ୍ଡ ହୋଇଥାଏ ।[୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୩,୯୦୦ ଡଲାର ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Teriparatide Use During Pregnancy". Drugs.com. 25 November 2019. Archived from the original on 27 October 2020. Retrieved 14 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Teriparatide". drugs.com. American Society of Health-System Pharmacists. Archived from the original on 29 June 2021. Retrieved 1 October 2021.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 774. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୪.୦ ୪.୧ "Forsteo EPAR". European Medicines Agency (EMA). 17 September 2018. Archived from the original on 27 June 2020. Retrieved 26 June 2020.
- ↑ "Forteo". Goodrx.com. Archived from the original on 11 November 2016. Retrieved 1 October 2021.