ମୁକୁନ୍ଦ ସୋଡ଼ୀ
Appearance
ମୁକୁନ୍ଦ ସୋଡ଼ୀ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ନିମାଇ ଚନ୍ଦ୍ର ସର୍କାର |
ପର ଅଧିକାରୀ | ମାନସ ମାଡକାମୀ |
ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁବାସିନି ସୋଡ଼ୀ |
ସନ୍ତାନ | ୨ |
ବାପା/ବୋଉ | ରାମ ଚରଣ ସୋଡ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମୁକୁନ୍ଦ ସୋଡ଼ୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମୁକୁନ୍ଦ ସୋଡ଼ୀଙ୍କ ବାପାଙ୍କ ନାମ ରାମ ଚରଣ ସୋଡ଼ୀ ଓ ପତ୍ନୀଙ୍କ ନାମ ସୁବାସିନି ସୋଡ଼ୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମୁକୁନ୍ଦ ସୋଡ଼ୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Mukunda Sodi". odishaassembly.nic.in. Odisha Assembly. Retrieved 17 April 2022.