ମେମାଣ୍ଟାଇନ

ଉଇକିପିଡ଼ିଆ‌ରୁ
ମେମାଣ୍ଟାଇନ
Clinical data
Trade namesAxura, Ebixa, Namenda, others[୧]
AHFS/Drugs.commonograph
MedlinePlusa604006
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability~100%
MetabolismLiver (<10%)
Elimination half-life60–100 hours
ExcretionKidney
Identifiers
  • 3,5-dimethyltricyclo[3.3.1.13,7]decan-1amine
    or
    3,5-dimethyladamantan-1-amine
ECHA InfoCard100.217.937 Edit this at Wikidata
Chemical and physical data
FormulaC12H21N
Molar mass୧୭୯.୩୧ g·mol−1
3D model (JSmol)
  • NC12CC3(CC(C1)(CC(C2)C3)C)C
  • InChI=1S/C12H21N/c1-10-3-9-4-11(2,6-10)8-12(13,5-9)7-10/h9H,3-8,13H2,1-2H3 checkY
  • Key:BUGYDGFZZOZRHP-UHFFFAOYSA-N checkY
  (verify)

ମେମାଣ୍ଟାଇନ ହେଉଛି ଏକ ଔଷଧ ଯାହା ମଧ୍ୟମରୁ ଗମ୍ଭୀର ଆଲଜିମର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] [୩] ଏହା ଆସେଟିଲକୋଲିନଇଷ୍ଟରେଜ ଶ୍ରେଣୀର ଡୋନେପେଜିଲ ଅପେକ୍ଷା ଏହା କମ ପସନ୍ଦ କରାଯାଏ | [୪] ଉପକାରୀ ପ୍ରଭାବ ଦେଖାଗଲେ ଚିକିତ୍ସା ଜାରି ରଖିବା ଉଚିତ୍। [୪] ଏହା ପାଟିଏ ଦିଆଯାଏ | [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ ଏବଂ ମୁଣ୍ଡ ବୁଲାଇବା ହୋଇପାରେ | [୨] [୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ସାଇକୋସିସ୍ ଏବଂ ହୃଦ୍‌ପାତ ହୋଇପାରେ। [୪] ଏହା ଏନଏମଡିଏ ରିସେପ୍ଟର ଗୁଡ଼ିକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ | [୫]

୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମେମାଣ୍ଟାଇନ ଅନୁମୋଦିତ ହୋଇଥିଲା | [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସର ମୂଲ୍ୟ ୧.୬୦ ପାଉଣ୍ଡ (GBP) ଅଟେ । [୩] [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୫.୫୦ ଆମେରିକୀୟ ଡଲାର ଅଟେ। [୬] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୯ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [୭] [୮]

ଆଧାର[ସମ୍ପାଦନା]

  1. "International brands for memantine". Drugs.com. Retrieved 7 August 2017.
  2. ୨.୦ ୨.୧ ୨.୨ "Memantine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 303–304. ISBN 9780857113382.
  4. ୪.୦ ୪.୧ ୪.୨ ୪.୩ British national formulary : BNF 76 (76 ed.). Pharmaceutical Press. 2018. pp. 303–304. ISBN 9780857113382.
  5. ୫.୦ ୫.୧ "Memantine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  7. "The Top 300 of 2020". ClinCalc. Retrieved 11 April 2020.
  8. "Memantine Hydrochloride - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.