ଏମ୍ପାଗ୍ଲିଫ୍ଲୋଜିନ
Clinical data | |
---|---|
Trade names | Jardiance, others |
Synonyms | BI-10773 |
AHFS/Drugs.com | monograph |
MedlinePlus | a614043 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.122.058 |
Chemical and physical data | |
Formula | C23H27ClO7 |
Molar mass | ୪୫୦.୯୧ g·mol−1 |
3D model (JSmol) | |
| |
|
ଏମ୍ପାଗ୍ଲିଫ୍ଲୋଜିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ଜାର୍ଡିଆନ୍ସ, ଏକ ଔଷଧ ଯାହା ଟାଇପ୍-୨ ମଧୁମେହ ରୋଗର ଚିକିତ୍ସା ପାଇଁ ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ବ୍ୟବହୃତ ହୁଏ | [୪] [୫] ମେଟଫର୍ମିନ ଏବଂ ସଲଫୋନିଲୁରିଆ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ | [୬] ଏହା ମେଟଫର୍ମିନ୍ କିମ୍ବା ଇନସୁଲିନ ସହିତ ଏକତ୍ର ବ୍ୟବହୃତ ହୋଇପାରେ | [୭] [୮] ଟାଇପ୍ 1 ଡାଇବେଟିସ୍ ପାଇଁ ଏହା ସୁପାରିଶ କରାଯାଏ ନାହିଁ | [୭] ଏହା ପାଟିରେ ଦିଆଯାଏ | [୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ରାଶୟ ସଂକ୍ରମଣ, କବକ ସଂକ୍ରମଣ ଏବଂ ଗଣ୍ଠି ଯନ୍ତ୍ରଣା ଅନ୍ତର୍ଭୁକ୍ତ | [୪] କ୍ୱଚିତ୍ କିନ୍ତୁ ଅଧିକ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୋର୍ନିଅରସ ଗାଙ୍ଗ୍ରିନ ନାମକ ଏକ ଚର୍ମ ସଂକ୍ରମଣ ଏବଂ ସାଧାରଣ ରକ୍ତରେ ଶର୍କରା ସ୍ତର ସହିତ ମଧୁମେହିକ କିଟୋଏସିଡୋସିସ ହୋଇପାରେ| [୭] [୯] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [୬] ଉଲ୍ଲେଖନୀୟ ବୃକ୍କ ରୋଗୀ ବ୍ୟକ୍ତିଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ, ଯଦିଓ ଏହା ସାମାନ୍ୟ ବୃକ୍କ ସମସ୍ୟାର ପ୍ରଗତିକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ | [୭] [୫] ସୋଡ଼ିଅମ ଗ୍ଲୁକୋଜ କୋ-ଟ୍ରାନ୍ସପୋର୍ଟର-୨ର ଏମ୍ପାଗ୍ଲିଫ୍ଲୋଜିନ ଏକ ଇନହିବିଟର ବା ପ୍ରତିବନ୍ଧକ ଅଟେ ଏବଂ ମୂତ୍ରରେ ଚିନି ନିଷ୍କାଶନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୋଇଥାଏ | [୭]
୨୦୧୪ରେ ଆମେରିକାରେ ଏବଂ ୟୁରୋପୀୟ ୟୁନିଅନରେ ଏମ୍ପାଗ୍ଲିଫ୍ଲୋଜିନ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] [୧୦] [୧୧] [୧୨] [୬] ଯୁକ୍ତରାଜ୍ୟରେ ୨୦୧୯ମସିହାରେ ଏହାର ମୂଲ୍ୟ ୩୬.୫୯ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୨୨ ଡଲାର ଅଟେ । [୧୩] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୨୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୪] [୧୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Empagliflozin (Jardiance) Use During Pregnancy". Drugs.com. 30 August 2018. Retrieved 10 February 2020.
- ↑ "Jardiance 10 mg film-coated tablets - Summary of Product Characteristics (SmPC)". (emc). Retrieved 10 February 2020.
- ↑ "Jardiance 25 mg film-coated tablets - Summary of Product Characteristics (SmPC)". (emc). 23 October 2019. Retrieved 10 February 2020.
- ↑ ୪.୦ ୪.୧ ୪.୨ "Empagliflozin Monograph for Professionals". Drugs.com. AHFS. Retrieved 21 December 2018.
- ↑ ୫.୦ ୫.୧ Davies MJ, D'Alessio DA, Fradkin J, Kernan WN, Mathieu C, Mingrone G, Rossing P, Tsapas A, Wexler DJ, Buse JB (December 2018). "Management of hyperglycaemia in type 2 diabetes, 2018. A consensus report by the American Diabetes Association (ADA) and the European Association for the Study of Diabetes (EASD)". Diabetologia. 61 (12): 2461–2498. doi:10.1007/s00125-018-4729-5. PMID 30288571.
- ↑ ୬.୦ ୬.୧ ୬.୨ British national formulary: BNF 76 (76 ed.). Pharmaceutical Press. 2018. p. 691. ISBN 9780857113382.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Empagliflozin Monograph for Professionals". Drugs.com. AHFS. Retrieved 21 December 2018.
- ↑ Davies MJ, D'Alessio DA, Fradkin J, Kernan WN, Mathieu C, Mingrone G, Rossing P, Tsapas A, Wexler DJ, Buse JB (December 2018). "Management of hyperglycaemia in type 2 diabetes, 2018. A consensus report by the American Diabetes Association (ADA) and the European Association for the Study of Diabetes (EASD)". Diabetologia. 61 (12): 2461–2498. doi:10.1007/s00125-018-4729-5. PMID 30288571.
- ↑ "FDA warns about rare occurrences of a serious infection of the genital area with SGLT2 inhibitors for diabetes". U.S. Food and Drug Administration (FDA). 2019-02-09. Retrieved 2019-03-18.
- ↑ "Drug Approval Package: Jardiance (empagliflozin) Tablets NDA #204629". U.S. Food and Drug Administration (FDA). 8 September 2014. Retrieved 10 February 2020.
- ↑ "Jardiance EPAR". European Medicines Agency (EMA). Retrieved 10 February 2020.
- ↑ "Jardiance: FDA-Approved Drugs". U.S. Food and Drug Administration (FDA). Retrieved 10 February 2020.
- ↑ "NADAC". Centers for Medicare and Medicaid Services. 2019-02-27. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Empagliflozin - Drug Usage Statistics". ClinCalc. Retrieved 11 April 2020.