ନାଫାଜୋଲିନ/ଫେନିରାମିନ

ଉଇକିପିଡ଼ିଆ‌ରୁ
ନାଫାଜୋଲିନ/ଫେନିରାମିନ
Combination of
PheniramineAntihistamine
Clinical data
Trade namesNaphcon-A, Opcon-A, Visine-A, others
AHFS/Drugs.comMultum Consumer Information
Pregnancy
category
  • US: C (Risk not ruled out) [୧]
Routes of
administration
Eye drop
Legal status
Legal status
Identifiers
CAS Number

ନାଫାଜୋଲିନ/ଫେନିରାମିନ, ଏକ ବ୍ୟବସାୟୀକ ନାମ ନାଫକୋନ-ଏ, ବ୍ରାଣ୍ଡ ଏକ ଔଷଧ ମିଶ୍ରଣ ଯାହା ହେ ଫିଭର ଭଳି କଞ୍ଜକ୍ଟାଇଭା ଆଲର୍ଜି ରୋଗରେ ଲକ୍ଷଣମାନଙ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ | [୨] ଏଥିରେ ନାଫାଜୋଲିନ ଓ ଫେନିରାମିନ ଥାଏ | [୩] [୧] ଏହା ଆଖିରେ ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୪] ତିନି ଦିନରୁ ଅଧିକ ସମୟ ପାଇଁ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୫]

ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଆଖି ଯନ୍ତ୍ରଣା, ଏବଂ ପ୍ୟୁପିଲ ବିସ୍ତାର ହୋଇପାରେ | [୨] [୬] [୫] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୧] ରକ୍ତନଳୀ ସଙ୍କୋଚନ କରିବାରେ ନାଫାଜୋଲିନ ସାହାଯ୍ୟ କରେ ଓ ହିଷ୍ଟାମିନ ପ୍ରଭାବକୁ ଫେନିରାମିନ ଅବରୋଧ କରିବାଦ୍ୱାରା ଗଲୁ କମିଯାଏ । [୪]

ଯୁକ୍ତରାଷ୍ଟ୍ରରେ ଏହି ଔଷଧ ମିଶ୍ରଣକୁ ୧୯୯୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା | [୭] [୮] [୧] ଏହା ଏକ ସାଧାରଣ ଔଷଧ ଓ ବିନା ପ୍ରେସକ୍ରିପସନରେ ମିଳେ । [୯] [୧୦] [୨] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୦୩ ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା। [୧୧] [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Naphazoline and pheniramine ophthalmic Uses, Side Effects & Warnings". Drugs.com (in ଇଂରାଜୀ). Retrieved 19 April 2019.
  2. ୨.୦ ୨.୧ ୨.୨ "Naphcon A- naphazoline hydrochloride and pheniramine maleate solution/ drops". DailyMed. 16 September 2019. Retrieved 10 August 2020.
  3. "Naphcon A- naphazoline hydrochloride and pheniramine maleate solution/ drops". DailyMed. 16 September 2019. Retrieved 10 August 2020.
  4. ୪.୦ ୪.୧ "Naphazoline and pheniramine ophthalmic Uses, Side Effects & Warnings". Drugs.com (in ଇଂରାଜୀ). Retrieved 19 April 2019.
  5. ୫.୦ ୫.୧ Kizior, Robert J.; Hodgson, Barbara B. (2014). Saunders Nursing Drug Handbook 2015 - E-Book. Elsevier Health Sciences. p. 163. ISBN 9780323280181.
  6. "Naphazoline/pheniramine ophthalmic Side Effects in Detail". Drugs.com. Retrieved 19 April 2019.
  7. "Naphcon-A: FDA-Approved Drugs". U.S. Food and Drug Administration (FDA). Retrieved 19 April 2020.
  8. "Naphazoline Hydrochloride; Pheniramine Maleate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.
  9. "Naphcon-A: FDA-Approved Drugs". U.S. Food and Drug Administration (FDA). Retrieved 19 April 2020.
  10. ୧୦.୦ ୧୦.୧ "Naphazoline Hydrochloride; Pheniramine Maleate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.
  11. "The Top 300 of 2020". ClinCalc. Retrieved 11 April 2020.