କ୍ଷୀରୋଦ ଦାସ
ଦେଖଣା
କ୍ଷୀରୋଦ ଦାସ | |
---|---|
ଜନ୍ମ | ବାଲିଆଟୁଳି, ପଣ୍ଡୁଆ, ଜଗତସିଂହପୁର | ୧୫ ଅକ୍ଟୋବର ୧୯୬୫
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ଅସୁସ୍ଥ ସମୟ, ପ୍ରିୟ ପୃଥିବୀ |
କ୍ଷୀରୋଦ ଦାସ (ଜନ୍ମ : ୧୫ ଅକ୍ଟୋବର ୧୯୬୫) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଗଳ୍ପ ଓ ଉପନ୍ୟାସ ରଚନା କରନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କ୍ଷୀରୋଦ ୧୯୬୫ ମସିହା ଅକ୍ଟୋବର ମାସ ୧୫ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ପଣ୍ଡୁଆଠାରେ ଜନ୍ମଗ୍ରହଣ କରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]କ୍ଷୀରୋଦଙ୍କର ପ୍ରଥମ ଗଳ୍ପ ଯନ୍ତ୍ରଣା ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।[୩]
ରଚନାବଳୀ
[ସମ୍ପାଦନା]
ଗଳ୍ପ[ସମ୍ପାଦନା]
|
ଉପନ୍ୟାସ[ସମ୍ପାଦନା]
ସଂପାଦନା[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୩
- ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ, ୨୦୧୩ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ପଶ୍ଚିମା ଗଳ୍ପ ସମ୍ମାନ, ୨୦୧୫ (୩୧ତମ ଭୁବନେଶ୍ୱର ପୁସ୍ତକମେଳା ଅବସରରେ ପ୍ରଦତ୍ତ)
- ସମାରୋହ ଗଳ୍ପ ପୁରସ୍କାର, ୨୦୦୩
- ତୀର ତରଙ୍ଗ ଗଳ୍ପ ସମ୍ମାନ, ୨୦୦୩
- କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୧୧
- ଅଭିନନ୍ଦନିକା ସମ୍ମାନ, ୨୦୦୮
ଆଧାର
[ସମ୍ପାଦନା]- ↑ Annual Report, Sahitya Akademy. Sahitya Akademy. 2003. Retrieved 23 September 2021.
- ↑ "ବିଜୁଳିର ଚମକ ପରି ମନ ଭିତରକୁ ପଶିଆସେ ଗଳ୍ପର ପ୍ଲଟ୍". ସମ୍ବାଦ. Archived from the original on ୧୫ ସେପ୍ଟେମ୍ବର ୨୦୨୦. Retrieved ୧୫ ସେପ୍ଟେମ୍ବର ୨୦୨୦.
{{cite web}}
: Check date values in:|accessdate=
and|archivedate=
(help) - ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ୨୩ ସେପ୍ଟେମ୍ବର ୨୦୨୧ - ୬ ଅକ୍ଟୋବର ୨୦୨୧. ଧରିତ୍ରୀ. 23 September 2021. p. ୩. Archived from the original on 23 September 2021. Retrieved 23 September 2021.
- ↑ "National Library of India Online Catalogue". opac.nationallibrary. National Library of India. Archived from the original on 18 September 2021. Retrieved 21 September 2021.