ଭାରତ ଭୂଷଣ ବେମାଲ

ଉଇକିପିଡ଼ିଆ‌ରୁ
ଭାରତ ଭୂଷଣ ବେମାଲ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଯୁଗରାମ ବେହେରା
ପର ଅଧିକାରୀବୀର ସିପ୍‌କା
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-03-26) ୨୬ ମାର୍ଚ୍ଚ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୁନ୍ଦର ବେମାଲ
ବାପା/ବୋଉଚନ୍ଦ୍ରଭାନୁ ବେମାଲ (ବାପା)
ବୃତ୍ତିରାଜନୀତିଜ୍ଞ

ଭାରତ ଭୂଷଣ ବେମାଲ (ଜନ୍ମ: ୨୬ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭାରତ ଭୂଷଣ ବେମାଲ ୧୯୫୫ ମସିହାର ମାର୍ଚ୍ଚ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ବେମାଲ ଓ ପତ୍ନୀଙ୍କ ନାମ ସୁନ୍ଦର ବେମାଲ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାରତ ଭୂଷଣ ବେମାଲ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Bharat Bhusan Bemal". odishaassembly.nic.in. Odisha Assembly. Retrieved 27 May 2021.