ଅଶୋକ ଚନ୍ଦନ
ଦେଖଣା
ଅଶୋକ ଚନ୍ଦନ | |
---|---|
ଜନ୍ମ | ୧୯୫୨ |
ମୃତ୍ୟୁ | ୧୯୮୪ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଅଶୋକ ଚନ୍ଦନ ( ୧୯୫୨ - ୧୯୮୪ ) ଜଣେ ଓଡ଼ିଆ ଗାଳ୍ପିକ ଥିଲେ ।[୧][୨] ତାଙ୍କ ନାମରେ ଅଶୋକ ସ୍ମୃତି ସମିତି ପ୍ରତିଷ୍ଠା କରାଯାଇ, ପ୍ରତିବର୍ଷ ଅଶୋକ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥାଏ ।
ଜୀବନୀ
[ସମ୍ପାଦନା]ଅଶୋକ ୧୯୫୨ ମସିହାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ୩୨ ବର୍ଷର ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦ଟି ଗପ ଲେଖିଥିଲେ ।[୩] ତାଙ୍କ ଗପରେ, ଅଭାବି ମଣିଷମାନଙ୍କର ଭାବନା, ଆଶା ଓ ବେଦନା ପରିଲକ୍ଷିତ ହୋଇଥାଏ ।
ରଚନାବଳୀ
[ସମ୍ପାଦନା]- ଅଶୋକ ଏବଂ ଅଶୋକ
- ପୁନଶ୍ଚ ଅଶୋକ[୪]
ଆଧାର
[ସମ୍ପାଦନା]- ↑ Malayalam Literary Survey. Kerala Sahitya Akademi. 1993.
- ↑ Jatindra Mohan Mohanty (1989). Into Another Intensity: Essays on Oriya Literature. Post-Graduate Department of English, Utkal University.
- ↑ "ସାହିତ୍ୟ ସମୟାତୀତ". No. ସମ୍ବାଦ ୩୧/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. ଇଷ୍ଟର୍ଣ୍ଣ ମିଡ଼ିଆ. 31 March 2021. p. ୧୭. Archived from the original on 31 March 2021. Retrieved 31 March 2021.
- ↑ "ଆଶୋକ ଚନ୍ଦନ". www.odiasahitya.com. ଓଡ଼ିଆ ସାହିତ୍ୟ ଡଟ କମ. Archived from the original on 31 March 2021. Retrieved 31 March 2021.