ଶିଶିର କୁମାର ନରେନ୍ଦ୍ର ଦେବ

ଉଇକିପିଡ଼ିଆ‌ରୁ
ଶିଶିର କୁମାର ନରେନ୍ଦ୍ର ଦେବ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଦଣ୍ଡପାଣି ଦାସ, ଲିଙ୍ଗରାଜ ପାଣିଗ୍ରାହୀ
ପର ଅଧିକାରୀବିନାୟକ ଆଚାର୍ଯ୍ୟ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-10-20)୨୦ ଅକ୍ଟୋବର ୧୯୩୦
ମୃତ୍ୟୁ୧୯ ଜୁଲାଇ ୧୯୭୪(1974-07-19) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରତ୍ନ ମଞ୍ଜରୀ ଦେବୀ
ବାପା/ବୋଉକୃପାସିନ୍ଧୁ ନରେନ୍ଦ୍ର ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଶିଶିର କୁମାର ନରେନ୍ଦ୍ର ଦେବ (୨୧ ଅକ୍ଟୋବର ୧୯୩୦ - ୧୯ ଜୁଲାଇ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଶିଶିର ୧୯୩୦ ମସିହାର ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃପାସିନ୍ଧୁ ନରେନ୍ଦ୍ର ଦେବ ଓ ପତ୍ନୀଙ୍କ ନାମ ରତ୍ନ ମଞ୍ଜରୀ ଦେବୀ[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶିଶିର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶିଶିର ୧୯୭୪ ମସିହାର ଜୁଲାଇ ୧୯ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sisir Kumar Narendra Deb". odishaassembly.nic.in. Odisha Assembly. Retrieved 11 January 2021.