ଯୁଯୁମୁରା
ଦେଖଣା
ଯୁଯୁମୁରା [୧] ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତ ସମିତି । ଏହା ୦୩/୧୦/୧୯୬୧ରେ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୧ ଜନଗଣନା ଅନୁଯାୟୀ ମୋଟ ଜନସଂଖ୍ୟା ୮୩,୦୭୨[୨]। ଯୁଯୁମୁରା ପଞ୍ଚାୟତ ସମିତି ଅଧିନରେ ୧୮ ପଞ୍ଚାୟତ (୧୨୬ ଗ୍ରାମ) ଅଛି । ଯୁଯୁମୁରା ୩ ଗୋଟି ପୋଲିସ ଷ୍ଟେସନ ଅଧୀନରେ ଆସିଥାଏ । ଏହି ପଞ୍ଚାୟତ ସମିତି ରେଢ଼ାଖୋଲ ବିଧାନ ସଭା ଏବଂ ସମ୍ବଲପୁର ବିଧାନ ସଭାରେ ଆସିଥାଏ ।
ଯୁଯୁମୁରା
ଜୁଜୁମୁରା | |
---|---|
ପଞ୍ଚାୟତ ସସମିତି | |
Jujumura | |
Coordinates: 21.3060° N, 84.0854° E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
Government | |
• Type | ପଞ୍ଚାୟତିରାଜ |
• Body | ପଞ୍ଚାୟତ ସମିତି |
Population (୨୦୧୧) | |
• Total | ୩,୦୭୨ [୩] |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଭାଷା | ସମ୍ବଲପୁରୀ , ହିନ୍ଦୀ |
Time zone | UTC+5:30 (IST) |
ପିନ କୋଡ଼ | ୭୬୮୧୦୫ |
ଆଧାର
[ସମ୍ପାଦନା]- ↑ "RTI Odisha".[permanent dead link]
- ↑ "Census of India: Search Details". www.censusindia.gov.in. Retrieved 2019-09-06.
- ↑ "Census of India: Search Details". www.censusindia.gov.in. Retrieved 2019-09-06.
- ↑ http://rtiodisha.in/Pages/printAllManual/office_id:2347[permanent dead link]