ସୁଦର୍ଶନ ମହାନ୍ତି

ଉଇକିପିଡ଼ିଆ‌ରୁ
ସୁଦର୍ଶନ ମହାନ୍ତି
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବେଣୁଧର ବଳିଆରସିଂହ
ପର ଅଧିକାରୀପ୍ରସନ୍ନ କୁମାର ପାଟ୍ଟଶାଣୀ
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-05-31)ମଇ ୩୧, ୧୯୩୩
ମୃତ୍ୟୁ୧୭ ଅପ୍ରେଲ ୧୯୯୫(1995-04-17) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀବିଧୁଲତା ମହାନ୍ତି, ଇନ୍ଦୁଲତା ମହାନ୍ତି
ବାପା/ବୋଉସୋମନାଥ ମହାନ୍ତି (ବାପା‌)
ବୃତ୍ତିରାଜନୀତିଜ୍ଞ

ସୁଦର୍ଶନ ମହାନ୍ତି (୩୧ ମଇ ୧୯୩୩ - ୧୭ ଅପ୍ରେଲ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବେଣୁଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁଦର୍ଶନ ମହାନ୍ତି ୧୯୩୩ ମସିହାର ମଇ ମାସ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସୋମନାଥ ମହାନ୍ତି ଓ ପତ୍ନୀଙ୍କ ନାମ ବିଧୁଲତା ମହାନ୍ତି ଓ ଇନ୍ଦୁଲତା ମହାନ୍ତି ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବେଣୁଧର ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସୁଦର୍ଶନ ମହାନ୍ତି ୧୯୯୫ ମସିହାର ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Sudarsan Mohanty". odishaassembly.nic.in. Odisha Assembly. Retrieved 5 June 2020.