ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦

ଉଇକିପିଡ଼ିଆ‌ରୁ
 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ପ୍ରସଙ୍ଗ ତାଲିକା ଅଂଶଗ୍ରହଣ କରିଥିବା ଉଇକିଆଳି 

ଏହି ଗଣସମ୍ପାଦନାରେ ସମୁଦାୟ ୧୯ଟି ନୂଆ ପ୍ରସଙ୍ଗ ନୂଆ ଗଢ଼ା କିମ୍ବା ବଦଳ ହୋଇଛି ।

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୨୦ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯାଇପାରିବ ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଆ କରି ତିଆରି କରାଯିବ । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ । ତେଣୁ ଏହି ଗଣ-ସମ୍ପାଦନାରେ ଆମେ ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗ ବାଛି ତାକୁ ଉନ୍ନତ କରାଯିବ ।

ବି.ଦ୍ର.:ଏହି ଗଣ-ସମ୍ପାଦନା ୧୫ ଫେବୃଆରୀରୁ ୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଚାଲିବ ।

ଗଣସମ୍ପାଦନାର ନିୟମ

  • ମାତୃଭାଷା ଦିବସରେ ଏହି ଗଣ-ସମ୍ପାଦନା କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଭାଷା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ବା ନୂଆ ପ୍ରସଙ୍ଗ ତିଆରି କରାଯିବ ।
  • ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
  • ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
  • ଏଥିସହିତ ଗଣ-ସମ୍ପାଦନାରେ ତିଆରି କରାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବାକୁ ଅନୁରୋଧ ।

ଦ୍ରଷ୍ଟବ୍ୟ:

  • ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ତାକୁ ଫଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବାକୁ ଅନୁରୋଧ ।

ଆୟୋଜକ

  • ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ

ଅଶଂଗ୍ରହଣ କରନ୍ତୁ

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ ଯାଇ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ଫଳାଫଳ

ଏହି ଗଣ-ସମ୍ପାଦନାରେ ୧୨ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା ଏବଂ ୧୮ଟି ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା । ନୂଆ ପ୍ରସଙ୍ଗ ମଧ୍ୟରେ ପ୍ରୀତିରଞ୍ଜନ ତ୍ରିପାଠୀ ସର୍ବାଧିକ ୭ଟି, ହରିହର ଶତପଥୀ ୩ଟି ଏବଂ ସୁଭାସିସ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସେନାପତି ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।