ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦/ନିୟମାବଳୀ

ଉଇକିପିଡ଼ିଆ‌ରୁ
 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ପ୍ରସଙ୍ଗ ତାଲିକା ଅଂଶଗ୍ରହଣ କରିଥିବା ଉଇକିଆଳି 
  1. ଉନ୍ନତ କରିବାକୁ ଥିବା ସବୁ ପ୍ରସଙ୍ଗରୁ ଉନ୍ନତ କରିବାପାରିବେ ।
  2. ଅଧିକରୁ ଅଧିକ ଆଧାର ଦେବାକୁ ହେବ ।
  3. ଆଧାର ଭରସାଯୋଗ୍ୟ (ପ୍ରକାଶ କରିଥିବା ସଂସ୍ଥା ଉପରେ ନିର୍ଭର କରେ) ହେବା ନିତ୍ୟାନ୍ତ ଆବଶ୍ୟକ ।

ପ୍ରସଙ୍ଗ ଯୋଡ଼ନ୍ତୁ[ସମ୍ପାଦନା]

ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ସେହି ପୃଷ୍ଠାର ଆଲୋଚନା ପୃଷ୍ଠା ସମ୍ପାଦନା କରି ସେଥିରେ {{ଛାଞ୍ଚ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦}} ଯୋଡ଼ନ୍ତୁ । ଏଥି ସହିତ ପ୍ରସଙ୍ଗଟିକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ ଯାଇ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ (ତେବେ ଫାଉଣ୍ଟେନରେ ଯୋଡ଼ିବା ବାଧ୍ୟତାମୂଳକ ନୁହେଁ) ।