କାହ୍ନୁରାମ ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
କାହ୍ନୁରାମ ହେମ୍ବ୍ରମ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଘନଶ୍ୟାମ ହେମ୍ବ୍ରମ
ପର ଅଧିକାରୀସୁନ୍ଦର ମୋହନ ମାଝି
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-08-16)ଅଗଷ୍ଟ ୧୬, ୧୯୪୨
ମୃତ୍ୟୁ୨୩ ଜାନୁଆରୀ ୨୦୦୦(2000-01-23) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀସୁକାନ୍ତି ମଞ୍ଜରୀ
ବାପା/ବୋଉରସିକ ହେମ୍ବ୍ରମ (ବାପା)
ବୃତ୍ତିରାଜନୀତିଜ୍ଞ

କାହ୍ନୁରାମ ହେମ୍ବ୍ରମ (୧୬ ଅଗଷ୍ଟ ୧୯୪୨ - ୨୧ ଜାନୁଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାହ୍ନୁରାମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କାହ୍ନୁରାମ ହେମ୍ବ୍ରମ ୧୯୪୨ ମସିହାର ଅଗଷ୍ଟ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀଙ୍କ ନାମ ସୁକାନ୍ତି ମଞ୍ଜରୀ ।[୧] ତାଙ୍କ ଭାଇ ଘନଶ୍ୟାମ ହେମ୍ବ୍ରମ ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ତାଙ୍କ ପୂର୍ବରୁ ଜଶୀପୁର ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁରାମଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କାହ୍ନୁରାମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

କାହ୍ନୁରାମ ହେମ୍ବ୍ରମ ୨୦୦୦ ମସିହାର ଜାନୁଆରୀ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Kanhuram Hembram". odishaassembly.nic.in. Odisha Assembly. Retrieved 7 October 2019.