ଯୋଗେନ୍ଦ୍ର ନାଏକ

ଉଇକିପିଡ଼ିଆ‌ରୁ
ଯୋଗେନ୍ଦ୍ର ନାଏକ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀକୁମାର ମାଝୀ
ପର ଅଧିକାରୀଛୋଟରାୟ ମାଝୀ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଛୋଟରାୟ ମାଝୀ
ପର ଅଧିକାରୀମୋହନ ଚରଣ ମାଝୀ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-05-11)ମଇ ୧୧, ୧୯୪୭
ମୃତ୍ୟୁ୮ ଜାନୁଆରୀ ୨୦୦୬(2006-01-08) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (ଇ)
ଜୀବନ ସାଥୀମନୋଜ ମଞ୍ଜରୀ ଦେବୀ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉଦୈତାରୀ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଯୋଗେନ୍ଦ୍ର ନାଏକ (୧୧ ମଇ ୧୯୪୭ - ୮ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଉଭୟ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ସହିତ ଜଡ଼ିତ ରହିଥିଲେ ଓ ଓଡ଼ିଶା ବିଧାନ ସଭାକୁ ସେ ୨ଥର ନିର୍ବାଚିତ ହୋଇଥିଲେ । ୧୯୯୦ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Late Jogendra Naik". odishaassembly.nic.in. Odisha Assembly. Retrieved 17 July 2019.