ରାଲୋକ୍ସିଫେନ

ଉଇକିପିଡ଼ିଆ‌ରୁ
ରାଲୋକ୍ସିଫେନ
Clinical data
Trade namesEvista, Optruma, others
SynonymsKeoxifene; Pharoxifene; LY-139481; LY-156758; CCRIS-7129
AHFS/Drugs.commonograph
MedlinePlusa698007
data
Pregnancy
category
  • AU: X (High risk)
  • US: X (Contraindicated)
Routes of
administration
By mouth
Drug classSelective estrogen receptor modulator
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability2.0%[୧]
Protein binding>95%[୧]
MetabolismLiver, intestines (glucuro-
nidation
);[୧][୨] CYP450 system not involved[୧]
Elimination half-life27.7 hours[୧]
ExcretionFeces[୧]
Identifiers
  • [6-hydroxy-2-(4-hydroxyphenyl)-benzothiophen-3-yl]-[4-[2-(1-piperidyl)ethoxy]phenyl]-methanone
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
PDB ligand
ECHA InfoCard100.212.655 Edit this at Wikidata
Chemical and physical data
FormulaC28H27NO4S
Molar mass473.584 g/mol
3D model (JSmol)
  • O=C(c1c3ccc(O)cc3sc1c2ccc(O)cc2)c5ccc(OCCN4CCCCC4)cc5
  • InChI=1S/C28H27NO4S/c30-21-8-4-20(5-9-21)28-26(24-13-10-22(31)18-25(24)34-28)27(32)19-6-11-23(12-7-19)33-17-16-29-14-2-1-3-15-29/h4-13,18,30-31H,1-3,14-17H2 checkY
  • Key:GZUITABIAKMVPG-UHFFFAOYSA-N checkY
  (verify)

ରାଲୋକ୍ସିଫେନ (ଇଂରାଜୀ ଭାଷାରେ Raloxifene, ଏକ ବିକ୍ରୟ ନାମ ଏଭିସ୍ଟା/ Evista) ଯାହା ଗ୍ଲୁକୋକର୍ଟିକଏଡ (glucocorticoids) ଓ ଋତୁବନ୍ଦ ପରବର୍ତ୍ତୀ କାଳର (postmenopausal) ଓଷ୍ଟିଓପୋରୋସିସ ରୋଗର ଚିକିତ୍ସାରେ ଦିଆଯାଏ ।[୩] ଓଷ୍ଟିଓପୋରୋସିସ ରୋଗରେ ଏହା ବାଇଫସଫୋନେଟ (bisphosphonates) ଅପେକ୍ଷା କମ ପସନ୍ଦ କରାଯାଏ ।[୩] ସ୍ତନ କର୍କଟ ରୋଗ ସଙ୍କଟ କମେଇବା ନିମନ୍ତେ ଏହା ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ । [୩]

ସାଧାରଣ ପ୍ରତିକ୍ରିୟାରେ ଗୋଡ଼ କ୍ରାମ୍ପ (leg cramp), ଫୁଲା, ଗଣ୍ଠି ଯନ୍ତ୍ରଣା ଓ ହଟ ଫ୍ଲାସ (hot flashes) ହୋଇପାରେ ।[୩] ପ୍ରତିକ୍ରିୟା ସାଂଘାତିକ ହେଲେ ଜମାଟ ରକ୍ତ (blood clots) ଓ ସ୍ଟ୍ରୋକ୍ ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିଥାଏ ।[୩] ଋତୁ ଲକ୍ଷଣ (menstrual symptoms) ଅଧିକ ହୋଇଥାଏ ।[୪] ରାଲୋକ୍ସିଫେନ ଏକ ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator/ SERM) ହୋଇଥିବା ଯୋଗୁ ଏସ୍ଟ୍ରୋଜେନ ରିସେପ୍ଟରର (estrogen receptor/ ER) ମିଶ୍ରିତ ଅଗୋନିସ୍ଟ-ରିସେପ୍ଟର ଆଣ୍ଟାଗୋନିସ୍ଟ (agonistantagonist) ହୋଇଥାଏ । [୩] ଅସ୍ଥି ଉପରେ ଏହାର ଏକ ଏସ୍ଟ୍ରୋଜେନିକ (estrogen) ପ୍ରଭାବ ଓ ସ୍ତନ ତ‌ଥା ଜରାୟୁ ଉପରେ ଏକ ଆଣ୍ଟିଏସ୍ଟ୍ରଜେନ (antiestrogenic) ପ୍ରଭାବ ଥାଏ ।[୩]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରାଲୋକ୍ସିଫେନ ସନ ୧୯୯୭ରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩][୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଔଷଧ ପିଛା ପ୍ରାୟ ୩.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୯୪ତମ ସ୍ଥାନରେ ଥିଲା । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Hochner-Celnikier D (1999). "Pharmacokinetics of raloxifene and its clinical application". Eur. J. Obstet. Gynecol. Reprod. Biol. 85 (1): 23–9. doi:10.1016/s0301-2115(98)00278-4. PMID 10428318.
  2. Jeong, Eun Ju; Liu, Yong; Lin, Huimin; Hu, Ming (2005-03-15). "Species- and Disposition Model-Dependent Metabolism of Raloxifene in Gut and Liver: Role of UGT1A10". Drug Metabolism and Disposition. ASPET. 33 (6): 785–794. doi:10.1124/dmd.104.001883. PMID 15769887.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ "Raloxifene Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
  4. Yang, Z. D.; Yu, J.; Zhang, Q. (August 2013). "Effects of raloxifene on cognition, mental health, sleep and sexual function in menopausal women: a systematic review of randomized controlled trials". Maturitas. 75 (4): 341–348. doi:10.1016/j.maturitas.2013.05.010. ISSN 1873-4111. PMID 23764354.
  5. ୫.୦ ୫.୧ British national formulary : BNF 76 (76 ed.). Pharmaceutical Press. 2018. pp. 736–737. ISBN 9780857113382.
  6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  7. "The Top 300 of 2019". clincalc.com. Retrieved 22 December 2018.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]