୨୦୧୯ କ୍ରିକେଟ ବିଶ୍ୱକପ

ଉଇକିପିଡ଼ିଆ‌ରୁ
ଆଇସିସି କ୍ରିକେଟ ବିଶ୍ୱକପ
ଇଂଲଣ୍ଡ ଏବଂ ୱେଲସ ୨୦୧୯
Dates୩୦ ମଇ–୧୪ ଜୁଲାଇ
Administrator(s)ଆଇସିସି
Cricket formatଏକ ଦିବସୀୟ କ୍ରିକେଟ
Tournament format(s)ରାଉଣ୍ଡ ରବିନ ଏବଂ ନକ ଆଉଟ
Host(s)England England
Wales Wales
ChampionsEngland ଇଂଲଣ୍ଡ
Participants୧୦
Matches played୪୮
Most runs୬୪୮ ରନ, ରୋହିତ ଶର୍ମା, ଭାରତ
Most wickets୨୭ ୱିକେଟ, ମିଚେଲ ଷ୍ଟାର୍କ, ଅଷ୍ଟ୍ରେଲିଆ

୨୦୧୯ କ୍ରିକେଟ ବିଶ୍ୱକପ (ସରକାରୀଭାବେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯) ଯାହାକି କ୍ରିକେଟ ବିଶ୍ୱକପର ୧୨ଶ ତମ ସଂସ୍କରଣ ଇଂଲଣ୍ତ ଏବଂ ୱେଲସଠାରେ ୩୦ ମଇରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।[୧][୨][୩]

ପଞ୍ଚମଥର ପାଇଁ ଏହି ସମାନ ସ୍ଥାନରେ ପୁଣିଥରେ ବିଶ୍ୱକପ ଅନୁଷ୍ଠିତ ହେଇଥିଲା; ପୂର୍ବରୁ ୧୯୭୫, ୧୯୭୯, ୧୯୮୩ ଏବଂ ୧୯୯୯ ମସିହାରେ ଏଠାରେ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଗୋଟିଏ ଗ୍ରୁପରେ ଦଶଟି ଦଳ ରହିଥିଲେ, ଯେଉଁଥିରେ ପ୍ରତ୍ୟେକ ଦଳ ବାକି ନଅଟି ଦଳ ସହ ଗୋଟିଏ ଗୋଟିଏ ମ୍ୟାଚ ଖେଳିଥିଲେ । ପଏଣ୍ଟ ସାରଣୀର ପୁରା ଉପରେ ଥିବା ଚାରୋଟି ଦଳ ନକ ଆଉଟ ପର୍ଯ୍ୟାୟକୁ ଯାଇଥିଲେ । ଏହା ପ୍ରଥମ ବିଶ୍ୱକପ ଥିଲା ଯେଉଁଥିରେ ସବୁ ଟେଷ୍ଟ ଖେଳୁଥିବା ଦଳ ସ୍ଥାନ ପାଇନଥିଲେ ।[୪] ତାହାଛଡ଼ା କୌଣସି ସହଯୋଗୀ ଦଳକୁ ମଧ୍ୟ ଏହି ବିଶ୍ୱକପରେ ଖେଳିବାକୁ ସ୍ଥାନ ମିଳିନଥିଲା ।

ନକଆଉଟ ପର୍ଯ୍ୟାୟକୁ ଯାଇଥିବା ଚାରୋଟି ଦଳ ହେଲେ - ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୫୦ ଓଭର ମ୍ୟାଚ ଟାଇ ହେବାପରେ, ସୁପର ଓଭର ମଧ୍ୟ ଟାଇ ହେବା ଯୋଗୁଁ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡ ଦଳକୁ ୨୦୧୯ ପୁରୁଷ କ୍ରିକେଟ ବିଶ୍ୱକପ ବିଜୟୀ ଘୋଷଣା କରାଯାଇଥିଲା ।[୫]

ଯୋଗ୍ୟତା ଅର୍ଜନ[ସମ୍ପାଦନା]

୨୦୧୧ ଏବଂ ୨୦୧୫ ମସିହାରେ ହୋଇଥିବା ବିଶ୍ୱକପରେ ୧୪ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଏହି ବିଶ୍ୱକପରେ ଦଶଟି ଦଳ ଅଂଶଗ୍ରହଣ କରିଥିଲେ ।[୬] ଆୟୋଜନକାରୀ ଇଂଲଣ୍ଡ ଏବଂ ଆଇସିସି rankingରେ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଥିବା ପ୍ରଥମ ସାତୋଟି ସ୍ଥାନରେ ଥିବା ଦଳଗୁଡ଼ିକୁ ସିଧାସଳଖ ଯୋଗ୍ୟତା ମିଳିଯାଇଥିଲାବେଳେ, ଅନ୍ୟ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳଦ୍ୱାରା ସ୍ଥିର କରାଯାଇଥିଲା ।[୭]

ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାଟିରେ ଆଫଗାନିସ୍ଥାନ, ୱେଷ୍ଟଇଣ୍ଡିଜକୁ ହରାଇଥିଲା । ଉଭୟ ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ।[୮][୯]

Highlighted are the countries to participate in the 2019 Cricket World Cup.
  Qualified as host
  Qualified via the ICC ODI Championship ranking
  Qualified via the 2018 qualifier
  Participated in the qualifier but failed to qualify
କିଭଳି ଯୋଗ୍ୟତା ହାସଲ କଲେ ତାରିଖ ସ୍ଥାନ ସଂଖ୍ୟା ଯୋଗ୍ୟତା ହାସଲ କଲେ [୧୦]
ଅୟୋଜନକାରୀ ଦେଶ ହିସାବରେ ୩୦ ସେପ୍ଟେମ୍ବର ୨୦୦୬[୧୧] N/A  England
ଆଇସିସି ଏକଦିବସୀୟ ଚାମ୍ପିୟାନସିପି ୩୦ ସେପ୍ଟେମ୍ବର ୨୦୧୭ ନାନାଦି ସ୍ଥାନ  Australia

 Bangladesh

 India

 New Zealand

 Pakistan

 South Africa

 Sri Lanka
୨୦୧୮ କ୍ରିକେଟ ବିଶ୍ୱକପ ଯୋଗ୍ୟତା ହାସଲ ପ୍ରତିଯୋଗିତା ୨୩ ମାର୍ଚ୍ଚ ୨୦୧୮  Zimbabwe  Afghanistan

 West Indies
ମୋଟ ୧୦

ସ୍ଥାନଗୁଡ଼ିକ[ସମ୍ପାଦନା]

୨୮ ଅପ୍ରେଲ ୨୦୧୮ ମସିହାରେ ମ୍ୟାଚଗୁଡ଼ିକର ଅନୁସୁଚି ପ୍ରକାଶ ପାଇଥିଲା ।[୧୨][୧୩][୧୪][୧୫]

ସହର Birmingham Bristol Cardiff Chester-le-Street Leeds
ପଡ଼ିଆ Edgbaston Bristol County Ground Sophia Gardens Riverside Ground Headingley
କାଉଣ୍ଟି ଦଳ Warwickshire Gloucestershire Glamorgan Durham Yorkshire
ଦର୍ଶକ ଦେଖିବା କ୍ଷମତା 25,000 17,500 15,643 20,000 18,350
ମ୍ୟାଚଗୁଡିକ 5 (including semi-final) 3 4 3 4
London London Manchester Nottingham Southampton Taunton
Lord's The Oval Old Trafford Trent Bridge Rose Bowl County Ground
Middlesex Surrey Lancashire Nottinghamshire Hampshire Somerset
28,000 25,500 26,000 17,500 25,000 12,500
5 (including Final) 5 6 (including semi-final) 5 5 3

ମ୍ୟାଚ ଅଧିକାରୀଗଣ[ସମ୍ପାଦନା]

ଅମ୍ପାୟାରମାନଙ୍କର ତାଲିକା[ସମ୍ପାଦନା]

ପ୍ରତି ଖେଳରେ ନିମ୍ନୋକ୍ତ ମଧ୍ୟରୁ ତିନିଜଣ ମ୍ୟାଚଟିକୁ ନିରପେକ୍ଷ ଭାବରେ ତୁଲାଇବାକୁ ଚେଷ୍ଟା କରିବେ ।[୧୬] ଇଆନ ଗଲ୍ଡ ଏହି ବିଶ୍ୱକପ ପରେ ଅମ୍ପାୟାରିଂରୁ ଅବସର ନେଇଯିବେ ବୋଲି ଘୋଷଣା କରିଥିଲେ ।[୧୭]

ମ୍ୟାଚ ରେଫରୀମାନଙ୍କର ତାଲିକା[ସମ୍ପାଦନା]

ନିମ୍ନଲିଖିତ ମ୍ୟାଚ ରେଫରୀଗଣ ମ୍ୟାଚର ଶୃଙ୍ଖଳା ଆଦି କାମ ତଦାରଖ କରିବେ ।[୧୬]

ଭାଷ୍ୟକାରମାନଙ୍କର ତାଲିକା[ସମ୍ପାଦନା]

ନିମ୍ନଲିଖିତ ଭାଷ୍ୟକାରଗଣ (Commentators) ବିଶ୍ୱକପରେ ନିୟୋଜିତ ହୋଇଥିଲେ ।[୧୮]

  • ସୌରଭ ଗାଙ୍ଗୁଲି (ଭାରତ)
  • ସଞ୍ଜୟ ମଞ୍ଜରେକର (ଭାରତ)
  • ମାଇକେଲ କ୍ଲାର୍କ (ଅଷ୍ଟ୍ରେଲିଆ)
  • ନାସିର ହୁସେନ (ଇଂଲଣ୍ଡ)
  • ଇଆନ ବିଶପ (ଓ୍ବେଷ୍ଟଇଣ୍ଡିଜ)
  • କୁମାର ସଙ୍ଗକାରା (ଶ୍ରୀଲଙ୍କା)
  • ମାଇକେଲ ଆଥର୍ଟନ (ଇଂଲଣ୍ଡ)
  • ବ୍ରେଣ୍ଡନ ମ୍ୟାକୁଲମ (ନ୍ୟୁଜିଲାଣ୍ଡ)
  • ଗ୍ରେମ୍‌ ସ୍ମିଥ (ଦକ୍ଷିଣ ଆଫ୍ରିକା)
  • ଓ୍ବାସିମ ଆକ୍ରମ (ପାକିସ୍ତାନ)
  • ଶନ ପୋଲକ (ଦକ୍ଷିଣ ଆଫ୍ରିକା)
  • ମାଇକେଲ ସ୍ଲେଟର (ଅଷ୍ଟ୍ରେଲିଆ)
  • ମାଇକେଲ ନିକୋଲାସ (ଇଂଲଣ୍ଡ)
  • ମାଇକେଲ ହୋଲ୍ଡିଂ (ଓ୍ବେଷ୍ଟଇଣ୍ଡିଜ)
  • ଇସା ଗୁଆ (ଇଂଲଣ୍ଡ)
  • ପୋମି ଏମ୍‌ବାଙ୍ଗ୍ବା (ଜିମ୍ବାବୱେ)
  • ହର୍ଷା ଭୋଗଲେ (ଭାରତ)
  • ସାଇମନ ଡଲ (ନ୍ୟୁଜିଲାଣ୍ଡ)
  • ଇଆନ ସ୍ମିଥ (ନ୍ୟୁଜିଲାଣ୍ଡ)
  • ରମିଜ ରାଜା (ପାକିସ୍ତାନ)
  • ଅଲିସନ ମିଚେଲ (ଇଂଲଣ୍ଡ)
  • ଆର୍ଥର ଅଲି ଖାଁ (ବଙ୍ଗଳାଦେଶ)
  • ଇଆନ ଓ୍ବାର୍ଡ (ଇଂଲଣ୍ଡ)

ପୁରସ୍କାର ରାଶି[ସମ୍ପାଦନା]

୨୦୧୫ ବିଶ୍ୱକପ ଭଳି ଏହି ପ୍ରତିଯୋଗିତାପାଇଁ ମୋଟ $୧ କୋଟି ପୁରସ୍କାର ରାଶି ଆଇସିସି ତରଫରୁ ଘୋଷଣା କରାଯାଇଥିଲା ।[27] ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାଇ ପୁରସ୍କାର ରାଶି ବିତରଣ କରାଯିବ:[28]

ପର୍ଯ୍ୟାୟ ପୁରସ୍କାର ରାଶି (US$) ମୋଟ (US$)
ବିଜେତା $୪,୦୦୦,୦୦୦ $୪,୦୦୦,୦୦୦
ରନର୍ସଅପ $୨,୦୦୦,୦୦୦ $୨,୦୦୦,୦୦୦
ହାରିଯାଇଥିବା ସେମି ଫାଇନାଲିଷ୍ଟ $୮୦୦,୦୦୦ $୧,୬୦୦,୦୦୦
Winner of each league stage match $୪୦,୦୦୦ $୧,୮୦୦,୦୦୦
Teams that do not pass the league stage $୧୦୦,୦୦୦ $୬୦୦,୦୦୦
Total $୧୦,୦୦୦,୦୦୦

ୱାର୍ମ ଅପ ଖେଳଗୁଡ଼ିକ[ସମ୍ପାଦନା]

୨୪ରୁ ୨୮ ମଇ ୨୦୧୯ ମଧ୍ୟରେ ଦଶଟି ଏକଦିବସୀୟ ୱାର୍ମ ଅପ ମ୍ୟାଚ ଖେଳାଯିବ । ସବୁ ସମାୟାଗୁଡ଼ିକ ବ୍ରିଟିଶ ସମର ସମୟ(UTC +1).[୧୯]

ଗ୍ରୁପ ପର୍ଯ୍ୟାୟ[ସମ୍ପାଦନା]

ଗ୍ରୁପ ଷ୍ଟେଜ ପର୍ଯ୍ୟାୟ ମ୍ୟାଚଗୁଡିକ ରାଉଣ୍ଡ ରବିନ ଆକାରରେ ଖେଳାଯିବ, ଯେଉଁଥିରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ଗୋଟିଏ ଗୋଟିଏ ମ୍ୟାଚ ଖେଳିବେ । ଏହାର ଅର୍ଥ ପ୍ରତି ଦଳ ବିଶ୍ୱକପରେ ଅତି କମରେ ନଅଟି ମ୍ୟାଚ ଖେଳିବ ଏବଂ ମୋଟ ୪୫ଟି ମ୍ୟାଚ ଏହି ଗ୍ରୁପରେ ହେବ । ପ୍ରଥମ ଚାରୋଟି ଦଳ ନକ ଆଉଟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ । ୧୯୯୨ ମସିହାରେ ଏହି ଭଳି ଆକାରରେ ନଅଟି ଦଳକୁ ନେଇ ଖେଳ ହୋଇଥିଲା ।

ଅଙ୍କ ସାରଣୀ[ସମ୍ପାଦନା]

ସ୍ଥାନ

ଦଳ

ଖେଳିଥିଲେ ଜିତିଥିଲେ ହାରିଥିଲେ ଟାଇ ଫଳାଫଳହୀନ ପଏଣ୍ଟ ହାରାହାରି ରନରେଟ ଉତ୍ତୀର୍ଣ୍ଣ
1  India ୧୫ ୦.୮୦୯ ସେମିଫାଇନାଲ ଖେଳିଥିଲେ
2  Australia ୧୪ ୦.୮୬୮
3  England(ଆୟୋଜକ) ୧୨ ୧.୧୫୨
4  New Zealand ୧୧ ୦.୧୭୫
5  Pakistan ୧୧ -୦.୪୩୦ ବାହାରି ଗଲେ
6  Sri Lanka -୦.୯୧୯
7  South Africa -୦.୦୩୦
8  Bangladesh -୦.୪୧୦
9  West Indies -୦.୨୨୫
10  Afghanistan -୧.୩୨୨

କାର୍ଯ୍ୟକ୍ରମ ସୂଚୀ[ସମ୍ପାଦନା]

ଆଇସିସି ୨୬ ଅପ୍ରେଲ ୨୦୧୮ରେ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିଥିଲେ । [୨୦]

30 May 2019
10:30
Scorecard
v
The Oval, London
31 May 2019
10:30
Scorecard
v
Trent Bridge, Nottingham
1 June 2019
10:30
Scorecard
v
Sophia Gardens, Cardiff
1 June 2019
13:30 (D/N)
Scorecard
v
County Ground, Bristol
2 June 2019
10:30
Scorecard
v
The Oval, London
3 June 2019
10:30
Scorecard
v
Trent Bridge, Nottingham
4 June 2019
10:30
Scorecard
v
Sophia Gardens, Cardiff
5 June 2019
10:30
Scorecard
v
Rose Bowl, Southampton
5 June 2019
13:30 (D/N)
Scorecard
v
The Oval, London
6 June 2019
10:30
Scorecard
v
Trent Bridge, Nottingham
7 June 2019
10:30
Scorecard
v
County Ground, Bristol
8 June 2019
10:30
Scorecard
v
Sophia Gardens, Cardiff
9 June 2019
10:30
Scorecard
v
The Oval, London
10 June 2019
10:30
Scorecard
v
Rose Bowl, Southampton
11 June 2019
10:30
Scorecard
v
County Ground, Bristol
12 June 2019
10:30
Scorecard
v
13 June 2019
10:30
Scorecard
v
Trent Bridge, Nottingham
14 June 2019
10:30
Scorecard
v
Rose Bowl, Southampton
15 June 2019
10:30
Scorecard
v
The Oval, London
15 June 2019
13:30 (D/N)
Scorecard
v
Sophia Gardens, Cardiff
16 June 2019
10:30
Scorecard
v
Old Trafford, Manchester
18 June 2019
10:30
Scorecard
v
Old Trafford, Manchester
19 June 2019
10:30
Scorecard
v
Edgbaston, Birmingham
20 June 2019
10:30
Scorecard
v
Trent Bridge, Nottingham
21 June 2019
10:30
Scorecard
v
Headingley, Leeds
22 June 2019
10:30
Scorecard
v
Rose Bowl, Southampton
22 June 2019
13:30 (D/N)
Scorecard
v
Old Trafford, Manchester
23 June 2019
10:30
Scorecard
v
Lord's, London
24 June 2019
10:30
Scorecard
v
Rose Bowl, Southampton
25 June 2019
10:30
Scorecard
v
Lord's, London
26 June 2019
10:30
Scorecard
v
Edgbaston, Birmingham
27 June 2019
10:30
Scorecard
v
Old Trafford, Manchester
29 June 2019
10:30
Scorecard
v
Headingley, Leeds
29 June 2019
13:30 (D/N)
Scorecard
v
Lord's, London
30 June 2019
10:30
Scorecard
v
Edgbaston, Birmingham
2 July 2019
10:30
Scorecard
v
Edgbaston, Birmingham
4 July 2019
10:30
Scorecard
v
Headingley, Leeds
5 July 2019
10:30
Scorecard
v
Lord's, London
6 July 2019
10:30
Scorecard
v
Headingley, Leeds
6 July 2019
13:30 (D/N)
Scorecard
v
Old Trafford, Manchester

ନକ ଆଉଟ ପର୍ଯ୍ୟାୟ[ସମ୍ପାଦନା]

The knockout stage will see two semi-finals, with the winners of each progressing to the final at Lord's. On 25 April 2018, it was reported that Old Trafford and Edgbaston would host the two semi-finals just as they did back in 1999, with all of the knockout games having a reserve day.[୨୧]

 
Semi-finalsFinal
 
      
 
9–10 July – Old Trafford, Manchester
 
 
 India221
 
14 July – Lord's, London
 
 New Zealand239/8
 
 New Zealand241/8
 
11 July – Edgbaston, Birmingham
 
 England241
 
 Australia223
 
 
 England226/2
 

ସେମି-ଫାଇନାଲ[ସମ୍ପାଦନା]

9–10 July 2019
Scorecard
New Zealand 
239/8 (50 overs)
v
 India
221 (49.3 overs)
11 July 2019
Scorecard
Australia 
223 (49 overs)
v
 England
226/2 (32.1 overs)

ଫାଇନାଲ[ସମ୍ପାଦନା]

14 July 2019
Scorecard
New Zealand 
241/8 (50 overs)
v
 England
241 (50 overs)
  • Super Over: England 15/0, New Zealand 15/1.
  • England won the match on the boundary count back rule (26–17).

ପରିସଂଖ୍ୟାନ[ସମ୍ପାଦନା]


ସର୍ବାଧିକ ରନ[ସମ୍ପାଦନା]

Runs Player Inns HS Ave SR 100 50 4s 6s
648 India Rohit Sharma 9 140 81.00 98.33 5 1 67 14
647 Australia David Warner 10 166 71.88 89.36 3 3 66 8
606 Bangladesh Shakib Al Hasan 8 124* 86.57 96.03 2 5 60 2
578 New Zealand Kane Williamson 10 148 82.57 74.96 2 2 50 3
556 England Joe Root 11 107 61.77 89.53 2 3 48 2
Last updated: 14 July 2019[୨୨]

ସର୍ବାଧିକ ୱିକେଟ[ସମ୍ପାଦନା]

Wkts Player Inns Ave Econ BBI SR
27 Australia Mitchell Starc 10 18.59 5.43 5/26 20.5
21 New Zealand Lockie Ferguson 9 19.47 4.88 4/37 23.9
20 Bangladesh Mustafizur Rahman 8 24.20 6.70 5/59 21.6
England Jofra Archer 11 23.05 4.57 3/27 30.2
18 India Jasprit Bumrah 9 20.61 4.42 4/55 28.0
Last updated: 14 July 2019[୨୩]

ପ୍ରତିଯୋଗିତାର ଶ୍ରେଷ୍ଠ ଦଳ[ସମ୍ପାଦନା]

୧୫ ଜୁଲାଇ ୨୦୧୯ରେ ଆଇସିସି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଗୋଟିଏ ସର୍ବଶ୍ରେଷ୍ଠ ଦଳ ଘୋଷଣା କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, କେନ ୱିଲିୟମସନ ଏଥିରେ ଅଧିନାୟକ ହୋଇଥିଲେ ।[୨୪]

Player Role
England Jason Roy Opener
India Rohit Sharma Opener
New Zealand Kane Williamson Top order batsman / Captain
England Joe Root Top order batsman
Bangladesh Shakib Al Hasan All-rounder (Slow left-arm)
England Ben Stokes All-rounder (Right-arm fast medium)
Australia Alex Carey Wicketkeeper
Australia Mitchell Starc Bowler (Left-arm fast)
England Jofra Archer Bowler (Right-arm fast)
New Zealand Lockie Ferguson Bowler (Right-arm fast)
India Jasprit Bumrah Bowler (Right-arm fast)

ମିଡିଆ ଏବଂ ପ୍ରସାର[ସମ୍ପାଦନା]

ପ୍ରସାରଣ ଅଧିକାର[ସମ୍ପାଦନା]

ନିମ୍ନଲିଖିତ ଟେଲିଭିଜନ ନେଟୱର୍କ ଗୁଡ଼ିକୁ ସିଧା ପ୍ରସାରଣର ଅଧିକାର ମିଳିଛି ।

Location Television broadcaster(s) Radio broadcaster(s) Web streaming Mobile
 Afghanistan Cable/satellite Moby Hotstar.com Hotstar
 Australia Cable/satellite (pay): Fox Sports Foxstar.com.au Foxtel NOW
Arab World Cable/satellite OSN Sports Cricket OSN.com/PlayWavo.com OSN, Wavo
 Bangladesh Cable/satellite Bangladesh Television, Gazi TV and Star Sports Bangladesh Betar Rabbitholebd.com Rabbithole App
 Brunei

 Malaysia
Star Cricket astrogo.astro.com.my Asrto Go
 Canada Cable/Satellite (pay): ATN Network Hotstar.com Hotstar
Central America

Caribbean islands
ESPN espn.co.uk/ Carribbean ESPN Play

Carribean
Central Asia Hotstar.com Hotstar
Europe

(except UK and Ireland)
Hotstar.com Hotstar
 Hong Kong Star Cricket nowtv.now.com/ Now TV App
 United Kingdom

 Ireland
Cable/satellite: Sky Sports BBC Radio Skysports.com Sky Go
 India

   Nepal

 Maldives

 Bhutan
Cable/satellite: Star Sports

DD National (India matches, Semi-finals and Final only)
All India Radio

(India matches, Semi-finals and Final)
Hotstar.com Hotstar
Oceania

(except Australia and New Zealand)
Digicel www.digicelplay.com.pg/Sports/ Digicel Play
 New Zealand Cable/satellite (pay): Sky Sport Sky.co.nz/

skygo.co.nz/livetv/
Fan Pass
 Netherlands TBC TBC TBC
 Pakistan Cable/satellite: Ten Sports Pakistan & PTV Sports Sonyliv.com

Tensports.com.pk
Sony Liv
 Singapore Star Cricket Starhubgo.com Starhub Go
 Sri Lanka Star Sports, Channel Eye Channeleye.lk

Hotstar.com
Hotstar
South America ESPN.com

ESPN.com/watch
Watch ESPN Brazil

ESPN Play South

ESPN Play North
 South Africa and

whole Africa
Cable/satellite: SuperSport SuperSport.com SuperSport App
 USA

 Puerto Rico

 Guam

 United States Virgin Islands

 American Samoa

 Northern Mariana Islands
Willow TV WillowTv.com

Hotstar.com
Hotstar

Willow TV App
Source: icc-cricket.com[୨୫] (unless otherwise stated)

ଆଧାର[ସମ୍ପାଦନା]

  1. "England lands Cricket World Cup". BBC Sport. 2006-04-30. Archived from the original on 2019-01-07. Retrieved 2006-04-30.
  2. "England awarded 2019 World Cup". espncricinfo. Retrieved 2006-04-30.
  3. "OUTCOMES FROM ICC BOARD AND COMMITTEE MEETINGS". ICC. 29 January 2015. Archived from the original on 2015-02-02. Retrieved 29 January 2015.
  4. "ICC's Richardson wants more teams in World T20".
  5. Lord’s, Vic Marks at (2019-07-14). "England win Cricket World Cup after super-over drama against New Zealand". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2019-08-02.
  6. "Cricket World Cup 2019 to stay at only 10 teams". BBC Sport. 26 June 2015. Retrieved 26 June 2015.
  7. "Afghanistan and Ireland receive opportunity to qualify for the ICC Cricket World Cup 2019 with Full Members". icc-cricket.com. Archived from the original on 2015-01-29. Retrieved 2015-07-12.
  8. "UAE stun Zim". hindustantimes. Retrieved 26 March 2018.
  9. "Ireland miss out on World Cup for the first time since 2003". The Guardian. Retrieved 26 March 2018.
  10. "Cricket World Cup: The Final 10". International Cricket Council. Retrieved 23 March 2018.
  11. "England lands Cricket World Cup". BBC Sport. 30 April 2006. Retrieved 2 April 2018.
  12. "London Stadium could stage 2019 Cricket World Cup matches". 6 December 2016.
  13. Wigmore, Exclusive by Tim (5 December 2016). "ECB considering using Olympic Stadium to host 2019 Cricket World Cup games". Retrieved 23 January 2017 – via The Guardian.
  14. "London Olympic Stadium gets ICC approval". ESPN Cricinfo. Retrieved 23 January 2017.
  15. "2019 World Cup: London Stadium not one of 11 tournament venues". BBC Sport. 26 April 2018. Retrieved 26 April 2018.
  16. ୧୬.୦ ୧୬.୧ "Match officials for ICC Men's Cricket World Cup 2019 announced". www.icc-cricket.com (in ଇଂରାଜୀ). Retrieved 2019-05-17.
  17. "Umpire Ian Gould to retire after World Cup". ESPNcricinfo (in ଇଂରାଜୀ). 2019-04-26. Retrieved 2019-05-17.
  18. Dharitri (2019-05-17). "ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର - dharitri". Dharitri.com (in ଆମେରିକୀୟ ଇଂରାଜୀ). Retrieved 2019-05-17.
  19. "Official warm-up fixtures for ICC Men's Cricket World Cup 2019 announced". Cricket World Cup. 31 January 2019. Retrieved 31 January 2019.
  20. "ICC Cricket World Cup 2019 schedule announced". Retrieved 26 April 2018.
  21. "Old Trafford to host India-Pakistan World Cup clash". ESPNcricinfo. Retrieved 2018-04-25.
  22. "Records/ICC World Cup 2019/Most Runs". ESPNcricinfo.
  23. "Records/ICC World Cup 2019/Most Wickets". ESPNcricinfo.
  24. "CWC19: Team of the Tournament". International Cricket Council. 15 July 2019. Retrieved 17 July 2019.
  25. International Cricket Council. "Official Broadcasters". www.icc-cricket.com (in ଇଂରାଜୀ). Archived from the original on 2019-06-26. Retrieved 2019-01-28.

ବାହ୍ୟ ଆଧାର[ସମ୍ପାଦନା]