ସ୍ୱିଡେନ
ଦେଖଣା
ସ୍ୱିଡେନ ଉତ୍ତର ଇଉରୋପରେ ଥିବା ଏକ ଦେଶ। ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି । ଦକ୍ଷିଣ ଦିଗରେ ଡେନ୍ମାର୍କ ଦେଶ ଅଛି । ଜାନୁୟାରୀ ୨୦୧୬ ତଥ୍ୟ ଅନୁଯାୟୀ ଏହାର ଜନସଂଖ୍ୟା ହେଉଛି ୯.୯ ନିୟୁତ ବା ୯୯ ଲକ୍ଷ [୧] । ସ୍ଟକହୋମ୍ ଏହାର ରାଜଧାନୀ ।
ଇତିହାସ
[ସମ୍ପାଦନା]ଭୂଗୋଳ
[ସମ୍ପାଦନା]ଧର୍ମ
[ସମ୍ପାଦନା]ପ୍ରଶାସନିକ ବିଭାଜନ
[ସମ୍ପାଦନା]ସ୍ୱିଡେନ ଏକ ସମ୍ବିଧାନିକ ରାଜତନ୍ତ୍ର| ଏହାର ସନ୍ସଦକୁ ରିକସ୍ଦଗ୍ (riksdag) କୁହନ୍ତି| ସ୍ୱିଡେନର ସମ୍ବିଧାନରେ ଚାରିଟି ମୁଳ ନ୍ୟାୟ ନାଗରିକମାନଙ୍କୁ ମିଳିଥାୟେ| ରାଜା କାର୍ଲ୍ ଗୁସ୍ତାଭ ଷୋଡଶ ଦେଶର ମୁଖ୍ୟ ଅଟନ୍ତି|
ଭାଷା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ https://en.wikipedia.org/wiki/Sweden. Retrieved 20 November 2016.
{{cite web}}
: Missing or empty|title=
(help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |