ରାଧା ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ରାଧା ଭରଦ୍ୱାଜ
ଜନ୍ମ
ବୃତ୍ତି(ସମୂହ)Film director, film producer, screenwriter
ସକ୍ରିୟ ବର୍ଷ1991–present
ୱେବସାଇଟwww.closetland.com

ରାଧା ଭରଦ୍ୱାଜ  ଜଣେ ଭାରତୀୟ  ମହିଳା  ଫିଲ୍ମ ନିର୍ମାତା , ପ୍ରଯୋଜକ ତଥା ଚିତ୍ରନାଟ୍ୟ ଲେଖକ ।ସେ ତାଙ୍କର ବାଲ୍ୟକାଳରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାଇ ସେଠାରେ ଫିଲ୍ମ ନିର୍ମାଣ ଶିକ୍ଷା ଲାଭ   କରିଥିଲେ ।ତାଙ୍କର ଲେଖା ଓ ନିର୍ଦ୍ଦେଶନାରେ ହେଇଥିବା ପ୍ରଥମ ଫିଲ୍ମ ହେଲା " Closet Land" ଏକ ମନସ୍ତାତ୍ୱିକ ନାଟକ ଭାବରେ ୧୯୯୧  ମସିହାରେ ୟୁନିଭର୍ସାଲ ପିକଚର ତରଫରୁ ନିର୍ମିତ ଏହି ଫିଲ୍ମଟି ଖୁବ ପ୍ରସଂଶିତ ହେଇଥିଲା ଓ ଭାରତୀୟ ମହିଳା ଭାବରେ ହଲିଉଡରେ ପ୍ରଥମ କରି ସେ ଏକ ମୁଖ୍ୟ ଫିଲ୍ମ ନିର୍ମାଣରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ହଲିଉଡର ଅନେକ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବା ସହ ସେ ଅନେକ ପୁରସ୍କାର ପାଇଥିଲେ । .[୧]

ତାଙ୍କର ପରବର୍ତ୍ତୀ ଅବଦାନ ଇଂଲଣ୍ଡର ପୃଷ୍ଠଭୂମି ଉଓରେ ପର୍ଯ୍ୟବସିତ ଏକ ରୋମାଞ୍ଚକର କାହାଣୀର ଫିଲ୍ମ " Basil" ଥିଲା । ଏହା ୧୯୯୮  ମସିହାରେ ନିର୍ମିତ ହେଇଥିଲା ଓ ଏହା ତାରଣ୍ଟୋ ଫିଲ୍ମ ଫେଷ୍ଟିଭାଲ ଓ ଲସ ଅଙ୍ଗେଲ୍ସ ଫିଲ୍ମ ଫେଷ୍ଟିଭାଲରେ ମୁଖ୍ୟ ଆକର୍ଷଣ ହେଇଥିଲା । . ଆମେରିକାରେ ଏହି ଫିଲ୍ମ ଖୁବ ସଫଳ ହେଇଥିଲା ।[୨] ବର୍ତ୍ତମାନ  ସେ 2ଟି ଫିଲ୍ମ ନିର୍ମାଣରେ ବ୍ୟସ୍ତ ରହିଛନ୍ତି ।  .

ଆଧାର [ସମ୍ପାଦନା]

  1. "Radha Bharadwaj". Closet Land. Retrieved 2010-07-02.
  2. "Basil (1998) – Misc Notes". TCM. Retrieved 2010-07-02.

ବାହାର ଲିଙ୍କ [ସମ୍ପାଦନା]