Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

Information box ରେ citation ଠିକ୍ ରେ ଲେଖିପାରୁନି

2
Soumendrakଙ୍କ ଲିଖିତ ସାରାଂଶ

ଏକ ମାସରୁ ଅଧିକ ସମୟ ହେଲା କିଛି ଚଳପ୍ରଚଳ ନାହିଁ

Kcm.wiki88 (ଆଲୋଚନାଅବଦାନ)

https://or.wikipedia.org/wiki/ଭାରତୀୟ_ମହାକାଶ_ଗବେଷଣା_ସଂସ୍ଥା ପ୍ୃୁଷ୍ଠା କୁ ସମ୍ପାଦନା କରିବାକୁ ଚେଷ୍ଟା କରୁଛି| ହେଲେ Information box ରେ citation ଠିକ୍ ରେ ଲେଖିପାରୁନି| କିଛି ଡକ୍ୟୁମେଣ୍ଟ ଅଛିକି?

Jnanaranjan sahu (ଆଲୋଚନାଅବଦାନ)