ବ୍ୟବହାରକାରୀଙ୍କ ଆଲୋଚନା:Odia32danta

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Odia32danta, ଧନ୍ୟବାଦସୌମେନ୍ଦ୍ର (ମୋ ଆଲୋଚନା) ୧୪:୪୧, ୫ ଅକ୍ଟୋବର ୨୦୧୮ (IST)[reply]

ବିଜ୍ଞାପନ ପାଇଁ ଲେଖା[ସମ୍ପାଦନା]

ଉଇକିପିଡ଼ିଆରେ ଅବଦାନ ପାଇଁ ଧନ୍ୟବାଦ । ଦୟାକରି ଧ୍ୟାନ ଦିଅନ୍ତୁ କି ଉଇକିପିଡ଼ିଆ ବ୍ୟବହାରକାରୀ ପୃଷ୍ଠାକୁ ଆପଣ ବିଜ୍ଞାପନ ପାଇଁ ବ୍ୟବ‌ହାର କରିପାରିବେ ନାହିଁ । ଅଧିକ ଜାଣିବା ପାଇଁ ଏଠି ପଢ଼ନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୧୭, ୫ ଅକ୍ଟୋବର ୨୦୧୮ (IST)[reply]