ଆଲୋଚନା:କାଠଚମ୍ପା

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୃତ୍ୟୁଞ୍ଜୟ ଭାଇ ଓ କମଳାକାନ୍ତ ଭାଇ ଟିକେ ଦେଖିବ କି ବିବିଧ ଭାଷାରେ ନାମ ଅନ୍ତର୍ଗତ ଟେବୁଲ୍​ରେ ଅନ୍ୟ ଭାଷା ଗୁଡିକ କାହିଁକି ଆସୁନାହିଁ? ଏଠାରେ ଇଁରାଜୀ ଓ ବର୍ମିଜ୍ ଭାଷା ସହିତ ଅନ୍ୟ କେତୋଟି ଭାରତୀୟ ଭାଷା ମିଶାଇଛି, ହେଲେ ସେ ଗୁଡିକ ଦିଶୁନାହିଁ।

ଅନ୍ୟ ଭାଷା ଗୁଡ଼ିକ ଦେଖାଯିବା ନିମନ୍ତେ ଆବଶ୍ୟକୀୟ ସଂଶୋଧନ କରାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୭, ୧୨ ଏପ୍ରିଲ ୨୦୧୨ (UTC)