ଏହି ୭୨ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ଭାଷାମାନଙ୍କରେ ଉପଲବ୍ଧ ଥିବା ଉଇକିପିଡ଼ିଆମାନ ସ୍ୱାଧୀନତା ଦିବସ ଗଣସମ୍ପାଦନା ଆୟୋଜନ କରୁଛନ୍ତି । ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୨୦ ତାରିଖ ଯାଏଁ ଏକ ଗଣସମ୍ପାଦନାର ଆୟୋଜନ କରୁଛି । ଏହି ଗଣସମ୍ପାଦନାରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କୌଣସି ବିଷୟ ଏବଂ ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରସଙ୍ଗ ତିଆରି କରାଯାଉଛି । ଏଥିସହିତ ପୂର୍ବରୁ ଥିବା କିଛି ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଉନ୍ନତ କରାଯାଉଛି । ତେଣୁ ଏହି ସପ୍ତାହରେ ସଭିଙ୍କୁ ଏହି ଗଣସମ୍ପାଦନା ଯୋଗଦେବାକୁ ଅନୁରୋଧ ।--ଗପୁ (ମୋ ଆଲୋଚନା) ୨୩:୪୯, ୧୩ ଅଗଷ୍ଟ ୨୦୧୮ (IST)