ବ୍ୟବହାରକାରୀ:Abha S Pradhan/ଉଇକିପ୍ରକଳ୍ପ ଖେଳ

ଉଇକିପିଡ଼ିଆ‌ରୁ

ଖେଳ ଓ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ, ଓଡ଼ିଆ ଉଇକିପିଡ଼ିଆରେ, ଖେଳ ସମ୍ବନ୍ଧିତ ନୂତନ ପ୍ରସଙ୍ଗର ଗଠନ ଓ ଉନ୍ନତିକରଣ ପାଇଁ ମୁଁ ଉଇକିପ୍ରକଳ୍ପ ଖେଳ ଆରମ୍ଭ କରିଥିଲି । ଏହି ପ୍ରକଳ୍ପ କରିବାର ଚିନ୍ତାଧାରା, ଖେଳ ଓ ଖେଳାଳିଙ୍କୁ ନେଇ କରିଥିବା ୧୦୦ ଉଇକିଦିନ ପ୍ରକଳ୍ପରୁ ପାଇଥିଲି । ଏହି ପ୍ରକଳ୍ପ ଅଧୀନରେ କେତେକ ନୂତନ ପ୍ରସଙ୍ଗ ଓ ଅନ୍ୟ କେତେକ ପ୍ରସଙ୍ଗକୁ ଉନ୍ନତିକରଣ କରିଥିଲି । । ଏହି ପ୍ରକଳ୍ପ ଅଧୀନରେ ମୁଁ ଲେଖିଥିବା ନୂତନ ପ୍ରସଙ୍ଗମାନ:

୧୦୦ ପ୍ରସଙ୍ଗ[ସମ୍ପାଦନା]

କ୍ରମାଙ୍କ ସଂଖ୍ୟା ପ୍ରସଙ୍ଗ
ହୀମା ଦାସ