ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

ଉଇକିପିଡ଼ିଆ‌ରୁ

୧ ମଇ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ଵାରା ଉଦ୍ଘାଟିତ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏକ ବୀମା ଯୋଜନା ।

ଯୋଜନାର ଅବଧି ଏକ ବର୍ଷ ଅଟେ । ଯାହାର ନବୀକରଣ ପ୍ରତ୍ୟେକ ବର୍ଷ କରାଯାଇଥାଏ । ଦୁର୍ଘଟଣା ବୀମା ଯୋଜନା ଅନ୍ତର୍ଗତ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ବିକଳାଙ୍ଗତା ସ୍ଥିତିରେ ଏହି ବୀମା କଭରର ସୁବିଧା ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ସାର୍ବଜନୀନ କ୍ଷେତ୍ରର ବୀମା କମ୍ପାନୀମାନଙ୍କ ଜରିଆରେ ଏହାର ଉପଲବ୍ଧ ଏବଂ ପରିଚାଳନା କରାଯାଉଛି । ତଥା ଅନ୍ୟ ସାଧାରଣ ବୀମା କମ୍ପାନୀମାନେ ମଧ୍ୟ ସମାନ ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକ ସହ ଆବଶ୍ୟକ ଅନୁମୋଦନ ପାଇ ବ୍ୟାଙ୍କଗୁଡ଼ିକ ସହ ଅନୁବନ୍ଧିତ ହୋଇ ଏହି ଉତ୍ପାଦକୁ ଉପଲବ୍ଧ କରିପାରନ୍ତି । ଏହି ଯୋଜନା ସହ ସହଭାଗିତା ଥିବା ବ୍ୟାଙ୍କମାନେ ନିଜ ଗ୍ରାହକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉପଲବ୍ଧ କରାଇବା ପାଇଁ ଯେକୌଣସି ସାଧାରଣ ବୀମା କମ୍ପାନୀମାନଙ୍କ ସହ ମିଶିପାରିବେ ।

ସୁରକ୍ଷା କ୍ଷେତ୍ର[ସମ୍ପାଦନା]

ନାମାଙ୍କନ ପ୍ରକ୍ରିୟା ଏବଂ ଅବଧି[ସମ୍ପାଦନା]

ସୁବିଧା[ସମ୍ପାଦନା]

ପ୍ରିମିୟମ[ସମ୍ପାଦନା]

ଯୋଗ୍ୟତା[ସମ୍ପାଦନା]

ମୂଖ୍ୟ ପଲିସିଧାରୀ[ସମ୍ପାଦନା]

ସୁରକ୍ଷା ସମାପ୍ତି[ସମ୍ପାଦନା]

ସଂଚାଳନ[ସମ୍ପାଦନା]

ପ୍ରିମିୟମର ବିନିୟୋଜନ[ସମ୍ପାଦନା]

ଉଦ୍ଧୃତି[ସମ୍ପାଦନା]