ଆଲୋଚନା:କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବାବଦରେ[ସମ୍ପାଦନା]

particle physics ପାଇଁ କଣିକା ପଦାର୍ଥ ବିଜ୍ଞାନ ବ୍ୟବହାର କରିପାରିବା (କଣିକା ପଦାର୍ଥ ବିଜ୍ଞାନ ସମ୍ପର୍କରେ ଲେଖାଟିଏ ଆଗରୁ ଅଛି, ଯଦିଓ ଅସମ୍ପୂର୍ଣ୍ଣ) । ଆଉ standard model ପାଇଁ ମୋ' ମତରେ "ମାନକ ମଡ଼େଲ" ଠିକ ହେବ । "କଣ" ଅପେକ୍ଷା "କଣିକା" ଅଧିକ ଗ୍ରହଣୀୟ ହେବ ।--ଶିତିକଣ୍ଠ (ଆଲୋଚନା) ୧୫:୨୩, ୨ ସେପ୍ଟେମ୍ବର ୨୦୧୭ (IST)[reply]

ନାମ ବାବଦରେ[ସମ୍ପାଦନା]

ତୁମ ପ୍ରସ୍ତାବ ସହିତ ମୁଁ ସହମତ । ପୃଷ୍ଠାନାମ ଛଡ଼ା ଅନ୍ୟସବୁ ବଦଳାଇ ଦେଇପାରିଲି । ପୃଷ୍ଠାର ନାମ କେମିତି ବଦଳାଯାଇପାରିବ, ଦୟାକରି କହିପାରିବ କି-----ଶ୍ରବଣ କୁମାର

ପୃଷ୍ଠାର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା 'ଘୁଞ୍ଚାଇବେ' (Move page)କୁ ଚୟନ କରି ନୂଆ ନାମକୁ ଘୁଞ୍ଚାଇ ପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୫୦, ୨ ସେପ୍ଟେମ୍ବର ୨୦୧୭ (IST)[reply]