କେଫିନ ସାଇଟ୍ରେଟ
Clinical data | |
---|---|
Trade names | Cafcit, other |
AHFS/Drugs.com | monograph |
Pregnancy category |
|
Routes of administration | by mouth, i.v. |
ATC code | |
Identifiers | |
| |
CAS Number | |
PubChem CID | |
ChemSpider | |
ECHA InfoCard | 100.125.472 |
Chemical and physical data | |
Formula | C14H18N4O9 |
Molar mass | 386.314 g/mol |
3D model (JSmol) | |
| |
| |
(verify) |
କେଫିନ ସାଇଟ୍ରେଟ (ଇଂରାଜୀ ଭାଷାରେ Caffeine citrate, ବିକ୍ରୟ ନାମ କାଫସିଟ) ଏକ ଔଷଧ ଯାହା ଅପକ୍ୱ ଶିଶୁର ଶ୍ୱାସକ୍ରିୟା ଅଭାବ (lack of breathing in premature babies) ଥିଲେ ଦିଆଯାଏ ।[୧] ଶିଶୁ ୩୫ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିଲେ ବା ୨ କେଜି ଓଜନରୁ କମ ଥଲେ ଓ ଅନ୍ୟାନ୍ୟ ଶ୍ୱାସକ୍ରିୟ ଅଭାବର କାରଣ ନିର୍ଣ୍ଣୟ ପରେ ଏହା ଦିଆଯାଇପାରେ ।[୨] ଏହା ପାଟିରେ ଦିଆଯାଏ ବା ଶିରା ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୧]
କେଫିନ ସାଇଟ୍ରେଟର କେଫିନ ସାଇଟ୍ରେଟରେ ଖୁଏଇବା ସମସ୍ୟା, ଅଧିକ ହୃଦ୍ଗତି ହାର, ଅଳ୍ପ ରକ୍ତ ଶର୍କରା, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ ଓ ବୃକ୍କ ସମସ୍ୟା (kidney problems) ଦେଖାଯାଇପାରେ ।[୨][୧] କେଫିନ (caffeine ) ସ୍ତର ପରୀକ୍ଷା କ୍ୱଚିତ ସୁପାରିସ କରାଯାଏ ।[୧] ଏହା କେଫିନର ସାଇଟ୍ରେଟ (citrate) ଲବଣ/ସଲ୍ଟ ।[୩] ଏହା ଜାନ୍ଥିନ (xanthine) ଶ୍ରେଣୀର ଏକ ଔଷଧ । [୨] ମସ୍ତିଷ୍କରେ (brain) ଥିବା ଶ୍ୱାସକ୍ରିୟା ସେଣ୍ଟରକୁ (respiratory centers) ଏହା ଉତ୍ତେଜିତ କରି କାର୍ଯକ୍ଷମ ହୁଏ ।[୧]
ସନ ୧୮୧୯ରେ କେଫିନ ଆବିଷ୍କୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଇଂଲଣ୍ଡରେ ଏହାର ଏକ ୧୦ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪.୯୦ ପାଉଣ୍ଡ । ଶିରାଭ୍ୟନ୍ତର ଆକାରର ଔଷଧ ପାଟିରେ ଦିଆଯାଇପାରେ । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Caffeine; Caffeine and Sodium Benzoate Injection; Caffeine Citrate". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. X. ISBN 9789241547659. Retrieved 8 December 2016.
- ↑ Donn, Steven M.; Sinha, Sunil K. (2012). Manual of Neonatal Respiratory Care (in ଇଂରାଜୀ). Springer Science & Business Media. p. 457. ISBN 9781461421559.
- ↑ Brown, Nathan (2015). In Silico Medicinal Chemistry: Computational Methods to Support Drug Design (in ଇଂରାଜୀ). Royal Society of Chemistry. p. 20. ISBN 9781782621638.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (7 ed.). John Wiley & Sons. p. 120. ISBN 9781118819517.