ବ୍ୟବହାରକାରୀ:Psubhashish/ପାଞ୍ଜି
ଦେଖଣା
୨୦୨୦
[ସମ୍ପାଦନା]- ଉଭୟ ମାଇକ୍ରୋସଫ୍ଟ ଓ ଗୁଗୁଲରେ ଓଡ଼ିଆ ଯୋଡ଼ାଗଲା ପରେ ଓଡ଼ିଆ ଉଇକିପିଡ଼ିଆରେ ଅନେକ ନୂଆ ପ୍ରସଙ୍ଗ ଏହି ଟୁଲସବୁ ବ୍ୟବହାର କରି ତିଆରି କରାଯାଇଛି । ବ୍ୟବହାରକାରୀମାନେ ମୁଖ୍ୟତଃ କଣ୍ଟେଣ୍ଟ ଟ୍ରାନ୍ସଲେସନ V2 ଟୁଲ ଜରିଆରେ ଗୁଗୁଲ ଟ୍ରାନ୍ସଲେଟ ବ୍ୟବହାର କରି ଇଂରାଜୀ ଓ ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ କରି ନୂଆ ପ୍ରସଙ୍ଗ ତିଆରି କରୁଛନ୍ତି । ()
ଅଗଷ୍ଟ
[ସମ୍ପାଦନା]- ୧୩ ତାରିଖ: ମାଇକ୍ରୋସଫ୍ଟ ବିଙ୍ଗ ଟ୍ରାନ୍ସଲେଟର ଓ ମାଇକ୍ରୋସଫ୍ଟର ଅନ୍ୟାନ୍ୟ ଅନୁବାଦ ଇଞ୍ଜିନରେ ଓଡ଼ିଆ ଯୋଡ଼ାଗଲା । ()
ଫେବୃଆରୀ
[ସମ୍ପାଦନା]- ୨୬ ତାରିଖ: ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀଙ୍କଠାରୁ ଅନୁବାଦ ଯୋଡ଼ା ସଂଗ୍ରହ ପରେ ଗୁଗୁଲ ଟ୍ରାନ୍ସଲେଟରେ ଓଡ଼ିଆ ଯୋଡ଼ାଗଲା () ।
୨୦୧୭
[ସମ୍ପାଦନା]ଜୁନ
[ସମ୍ପାଦନା]- ୩:
- ଓଡ଼ିଆ ଉଇକିପିଡ଼ିଆକୁ ୧୫ ପୂରିଲା । ଏହି ଅବସରରେ ଓଡ଼ିଆ ଉଇକିସଂଘ ତରଫରୁ ଏକ ଗଣସମ୍ପାଦନା ଆୟୋଜନା କରାଯାଇ ବିଭିନ୍ନ ବିଷୟରେ ଆଗରୁ ଥିବା ପ୍ରସଙ୍ଗର ମାନ ଉନ୍ନତ କରା ଯାଉଛି ।
ମଇ
[ସମ୍ପାଦନା]- ୩୧:
- "ଓଡ଼ିଆ ଟେକ୍ଟ-ଟୁ-ସ୍ପିଚ ପ୍ରକଳ୍ପ "ଲେକଥା"ର ଆରମ୍ଭ । ପ୍ରାଥମିକ ପର୍ଯ୍ୟାୟରେ ଅଳ୍ପ କିଛି ଉଚ୍ଚାରଣ ଏହାକୁ ବ୍ୟବହାର କରି ତିଆରି କରାଯାଇଛି ।
- ୩୦:
- ଛବି ନଥିବା ପ୍ରସଙ୍ଗସମୂହର ତାଲିକା ତିଆରି
- ଆଧାରହୀନ ପ୍ରସଙ୍ଗସମୂହର ତାଲିକା ତିଆରି
- ୧୭:
- Odia IPA LookupSearch for IPA pronunciations in Odiaର ଆରମ୍ଭ । ଏ ଏକ ଅଭିଧାନ ଭଳି କିନ୍ତୁ ଏଥିରେ କେବଳ ଶବ୍ଦର ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (ଆଇପିଏ) ରୂପାନ୍ତର ଦେଖିହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଉଇକିପିଡ଼ିଆରେ ଥିବା ୨ଲକ୍ଷରୁ ଅଧିକ ଶବ୍ଦକୁ ଏଥିରେ ରଖିବାର ଯୋଜନା ରହିଛି ।
- ୯:
- କ୍ୟୁଆରପିଡ଼ିଆ ପାଇଁ ଓଡ଼ିଆ ଉଇକିମିଡ଼ିଆ ସଂଘ, ଭୁବନେଶ୍ୱର ନଗର ଉନ୍ନୟନ, ଉଇକିମିଡ଼ିଆ ଫାଉଣ୍ଡେସନ ଓ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ମଧ୍ୟରେ ଏକ ମିଳିତ ବୁଝାମଣା ସ୍ୱାକ୍ଷର ହେଲା । (ଧରିତ୍ରୀରେ ଖବର)
- ୩:
- ଟୁଲ ପୃଷ୍ଠା ତିଆରି
- ଓଡ଼ିଆ→ଆଇପିଏ-ରୋମାନ କନଭର୍ଟରର ଲୋକାର୍ପଣ ଓ ସେଥିରେ ଥିବା କିଛି ଭୁଲ ସୁଧାର
- ଓଡ଼ିଆରେ ଥିବା ପାନଗ୍ରାମଗୁଡ଼ିକୁ ଏକାଠି ରଖାଗଲା
- ମୁତୁ ନେଦୁରମଣଙ୍କ ଦ୍ୱାରା ଓଡ଼ିଆ ଉଇକିମିଡ଼ିଆ ଡମ୍ପରୁ ସଂକଳିତ ଶବ୍ଦତାଲିକା ଏକ ଗିଠବ ପୃଷ୍ଠାରେ ରଖାଗଲା ।
ପ୍ରେସ ଓ ମିଡ଼ିଆ
[ସମ୍ପାଦନା]ଏହି ପୃଷ୍ଠାଟି ଓଡ଼ିଆ ଭାଷାରେ ଥିବା ସମସ୍ତ ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ ମିଡ଼ିଆରେ ପ୍ରକାଶିତ ଖବର, ଆଲେଖ ଓ ବାକି ପ୍ରକାଶିତ ଲେଖାର ଏକ ସୂଚୀ ତିଆରି କରିବା ପାଇଁ । ଏହା ଅଧୁନା ଏକ ବ୍ୟବହାରକାରୀ ପୃଷ୍ଠା ଭାବେ ଆରମ୍ଭ ହୋଇଥିଲେ ହେଁ ସମସ୍ତ ଉଇକିଆଳି ଏଥିରେ ବଦଳ କରିପାରିବେ । |
୨୦୧୭
[ସମ୍ପାଦନା]ଜୁନ
[ସମ୍ପାଦନା]- Panigrahi, Subhashish. "There Exist 23 Indian-Language Wikipedias. The Oldest Just Turned 15". thewire.in. Retrieved 4 June 2017.
- ପାଣିଗ୍ରାହୀ, ଶୁଭାଶିଷ (୩ ଜୁନ ୨୦୧୭). "ଓଡ଼ିଆ ଉଇକିପିଡ଼ିଆ: ଭିନ୍ନ ଏକ ଭାଷା ଆନ୍ଦୋଳନ". ସମାଜ. Retrieved 3 June 2017.
{{cite news}}
: Check date values in:|date=
(help)
ମଇ
[ସମ୍ପାଦନା]- Ambaly, Anwesha (31 May 2017). "Wikimedia converter for phonetic notations Mission to promote Odia online". Telegraph. Retrieved 31 May 2017.
- Panigrahi, Subhashish. "A simple command-line tool for recording audio". Opensource.com. Retrieved 17 May 2017.
- ପାଇକରାୟ, ସସ୍ମିତା. "କ୍ୟୁଆର୍ପିଡ଼ିଆ ସହର ହେବ ଭୁବନେଶ୍ୱର". ଧରିତ୍ରୀ. Retrieved 9 May 2017.
- ରାଉତ, ସୁବାସ ଚନ୍ଦ୍ର (୨ ମଇ ୨୦୧୭). "ଓଡ଼ିଆ ଭାଷା ଓ ସେତୁବନ୍ଧ". ନିତିଦିନ. Retrieved 3 May 2017.
{{cite news}}
: Check date values in:|date=
(help)
ଅପ୍ରେଲ
[ସମ୍ପାଦନା]- "ପୁସ୍ତକର ଡିଜିଟାଲ୍ ଅବତାର: ଓଡ଼ିଆ ଉଇକିପିଡ଼ିଆର ଭିନ୍ନ ଭିନ୍ନ ପ୍ରୟାସ". ଧରିତ୍ରୀ. ୨୩ ଅପ୍ରେଲ ୨୦୧୭. Retrieved 3 May 2017.
{{cite news}}
: Check date values in:|date=
(help)
ମାର୍ଚ୍ଚ
[ସମ୍ପାଦନା]- Ojha, Mishra, Pattanaik Panigrahi, Patnaik, Elsharbaty, Bikash, Chinmayee, Prateek, Subhashish, Sailesh, Samir. "Community digest: As Odia Wikisource turns two, a project to digitize rare books kicks off; news in brief". Wikimedia Blog. Retrieved 3 May 2017.
{{cite web}}
: CS1 maint: multiple names: authors list (link) - କନକ ବ୍ୟୁରୋ (୧୯ ମାର୍ଚ୍ଚ ୨୦୧୭). "ଦେଶରେ ପ୍ରଥମ ଥର ପାଇଁ ଉଇକିପିଡିଆରେ ଗଣସଂପାଦନା କଲେ ମହିଳା ସାମ୍ବାଦିକ ! ଶହେ ଜଣ ଓଡିଆ ମହିଳାଙ୍କ ବିଷୟରେ ଦେଲେ ତଥ୍ୟ". କନକ ନ୍ୟୁଜ୍. Retrieved ୨୭ ମାର୍ଚ୍ଚ ୨୦୧୭.
{{cite news}}
: Check date values in:|accessdate=
and|date=
(help) - "Sambad-Wikipedia Host 100 Women Edit-a-thon In Odisha". କନକ ନ୍ୟୁଜ୍. ୧୯ ମାର୍ଚ୍ଚ ୨୦୧୭. Retrieved ୨୭ ମାର୍ଚ୍ଚ ୨୦୧୭.
{{cite news}}
: Check date values in:|accessdate=
and|date=
(help) - ମହାନ୍ତି, ଅସିତ (୨୭ ମାର୍ଚ୍ଚ ୨୦୧୭). "ଓଡ଼ିଆ 'ଉଇକିଆଳି' ଓ 'ଜେଜେ'ଙ୍କ ଅଧୁରା ସ୍ୱପ୍ନ". ସମ୍ବାଦ. Retrieved ୨୭ ମାର୍ଚ୍ଚ ୨୦୧୭.
{{cite news}}
: Check date values in:|accessdate=
and|date=
(help) - Romero, Rezwan, Francisco Cernadas. "Nueva herramienta de publicación de audio para proyecto colaborativo de Wikcionario en oriya". Global Voices. Retrieved 27 March 2017.
{{cite web}}
: CS1 maint: multiple names: authors list (link) - Patnaik, Sailesh. "Community digest: WikiTungi is building city-based Wikipedia communities in Odisha, India; news in brief". Wikimedia Blog. Retrieved 3 May 2017.
ଫେବୃଆରୀ
[ସମ୍ପାଦନା]- ପାଣିଗ୍ରାହୀ, ଶୁଭାଶିଷ. "ବହିରେ ଲାଗିଲେଣି ଉଇ, ମାରିବାକୁ ବିଷ କାହିଁ?". ସମାଜ. Retrieved 27 March 2017.
- "Abha Pradhan at WikiConference India 2016 (In Odia)". Punjabi Wikimedians. Retrieved 27 March 2017.
- "Student to get "Inspiring Youth" award on World Mother Tongue Day for digitizing Odia manuscipt: School boy upholds Odia culture". The Statesman. ୧୭ ଫେବୃଆରୀ ୨୦୧୭. Retrieved 28 March 2017.
{{cite news}}
: Check date values in:|date=
(help) - "ଇଂରାଜୀ ଛାତ୍ରଙ୍କ ଓଡିଆ ପ୍ରେମ : ପ୍ରାଚୀନ ଲେଖାକୁ ଡିଜିଟାଇଜେସନ୍ କରି ଇଂଟରନେଟରେ ଛାଡୁଛନ୍ତି କୋରାପୁଟର ପ୍ରତୀକ". Kanak News. ୧୦ ଫେବୃଆରୀ ୨୦୧୭. Retrieved 28 March 2017.
{{cite news}}
: Check date values in:|date=
(help)
ଜାନୁଆରୀ
[ସମ୍ପାଦନା]- "ଓଡ଼ିଆ ଉଇକିପାଠାଗାରର ବାର୍ଷିକ ଉତ୍ସବ". ସମ୍ବାଦ. ୩୦ ଜାନୁଆରୀ ୨୦୧୭. Retrieved 28 March 2017.
{{cite news}}
: Check date values in:|date=
(help) - "ଭୁବନେଶ୍ବରରେ ଓଡ଼ିଆ ଉଇକିପାଠାଗାରର ୨ୟ ଜନ୍ମତିଥି ପାଳନ". Odishan.com. Retrieved 28 March 2017.