ସହଯୋଗ:ସାଧନ/ପାନଗ୍ରାମ

ଉଇକିପିଡ଼ିଆ‌ରୁ

ପାନଗ୍ରାମ ଏକ ଭାଷାର ସମସ୍ତ ମୌଳିକ ବର୍ଣ୍ଣ ଥିବା ଏକ ବାକ୍ୟ । ନୂଆ ଫଣ୍ଟ ତିଆରି କରିବା କାମରେ ବା ସେହି ଭଳି ବିଭିନ୍ନ ଲିପି-ସମ୍ବନ୍ଧିତ କାମରେ ଏହା ଲାଗିଥାଏ ।

ଉଦାହରଣ[ସମ୍ପାଦନା]

  1. ଶାଠ କହେ ଋତୁରେ ନଈ କଡ଼େ ଝଟା କି ଲଟାଟିଏ ଅହିରାଜ ଯଥା ଗଛରେ ଘର କରି ତା' ଦେହେ ମାତଇ ଆଉ ପ୍ରକୃତିରୁ ସକଳ ଜୀବନୀ ଖୋଜା ଊଣା ହେଲେ ଐକତାନେ ପଚା କଢ଼, ଫୁଲ ଓ ପତର-ଔଷଧୀ ଆହାର ଭରି ବଞ୍ଚେ ।-ଶୁଭାଶିଷ ପାଣିଗ୍ରାହୀ[୧]
  2. ଈଶ୍ୱର ସାର କହୁଥିଲେ ଯେ "ପିରିୟଡ଼ିକ ଟେବୁଲ"ର ମଝିରେ ଥିବା ଯବକ୍ଷାରଜାନ ସପ୍ତମ ମୌଳିକ ଓ ଓଜନ ହେଉଛି ୧୫ରୁ ଊଣା ଆଉ ଏ ଋକ୍ଷ ବାଷ୍ପଟି ଶଲ୍ୟ ଚିକିତ୍ସାର ନିଶ୍ଚେତକଠାରୁ ହୃଦ୍‌ରୋଗ ପାଇଁ ଔଷଧ, କ୍ଷେପଣାସ୍ତ୍ରର ଶକ୍ତିକୋଷ, ଥଣ୍ଡା ଫ୍ରିଜରର ଐକୀକ ଘଟକ, ଖାଦ୍ୟ ନ ସଢ଼ିବା ଭଳି ପ୍ୟାକେଜିଂ ତିଆରିରେ ଲାଗେ ।-ନସିମ ଅଲ୍ଲୀ[୧]
  3. ଅଳି, ଆଜ ଇତର ଈଶାଣ ଉପାସନା ଊହି ଏକା ଐଛିଣି ଓଗାଳୁଁ ଔଷଧିନାଶନ କାମ ଖମଣି ଗଲାରୁ ଘୁଙ୍ଗୁର ନାଦରେ ଚମକାଇ, ଛଇଳାଙ୍କୁ ଜ୍ୱାଳାରେ ଝଞ୍ଜାଇ, ନିଜ ଟମକ ଠାଣିରେ ଡରାଇ, ଢାଳେ ଅପାଙ୍ଗରେ ତର ଥରାଇ, ଦୁଃଖ ଧନ ନେଇ, ପରମାଦ ଫଜିତ ବ୍ୟାଜ ଭାବେ ମଣି ଯୋଷାଙ୍କୁ ରସିକ ଲୀଳାରେ ବନ୍ଧାଇ ଶ୍ୟାମ ଷଟପଦ ସନ୍ନିଧେ ହଜାଇ କ୍ଷନ୍ଦିଲା-ପ୍ରତୀକ ପଟ୍ଟନାୟକ[୧]
  4. ଓହଃ! ଅକ୍ଷର, ଝଜ, ଶରତ, ଧବଳ ଓ ଖଗ ମନ ଊନ ନ କର, ଏଥର ଐକ ରହ, ଆଈର ଛଣ ଛପର ଘର, ଖଟ, ଚଦର, କଠଉ, ବଡ଼ ବଡ଼ ଫଳ ଗଛ, ଔଷଧ, ହଂସ, ଝରର କଇଁ କଜ, ଋଷଭ ଓ ଧନ ଦଉଲତର ଯତନ କର ।କାଳୁଚରଣ ଛୋଟରାୟ[୨]
  1. ୧.୦ ୧.୧ ୧.୨ "Odia (ଓଡ଼ିଆ)". Omniglot.com. Retrieved 2 May 2017.
  2. "Odia Pangram in ABANA by Kalu Charan Chhotaray". Kalu Charan Chhotaray. Retrieved 3 May 2017.