ବେଣ୍ଡାମସ୍ଟିନ

ଉଇକିପିଡ଼ିଆ‌ରୁ
ବେଣ୍ଡାମସ୍ଟିନ
Clinical data
Trade namesTreanda, Treakisym, Ribomustin, Levact, others
SynonymsSDX-105
AHFS/Drugs.commonograph
MedlinePlusa608034
data
Pregnancy
category
  • US: D (Evidence of risk)
Routes of
administration
intravenous infusion
ATC code
Legal status
Legal status
Pharmacokinetic data
BioavailabilityNA (intravenous only)
Protein binding94–96%
MetabolismHydrolyzed to inactive metabolites. Two minor metabolites (M3 and M4) formed by CYP1A2
Elimination half-life40 min (bendamustine), 3 h (M3), 30 min (M4)
Excretion~50% urinary, ~25% fecal [୧]
Identifiers
  • 4-[5-[Bis(2-chloroethyl)amino]-1-methylbenzimidazol-2-yl]butanoic acid
CAS Number
PubChem CID
IUPHAR/BPS
ChemSpider
UNII
ChEMBL
ECHA InfoCard100.205.789 Edit this at Wikidata
Chemical and physical data
FormulaC16H21Cl2N3O2
Molar mass358.262 g/mol
3D model (JSmol)
  • ClCCN(c2ccc1c(nc(n1C)CCCC(=O)O)c2)CCCl
  • InChI=1S/C16H21Cl2N3O2/c1-20-14-6-5-12(21(9-7-17)10-8-18)11-13(14)19-15(20)3-2-4-16(22)23/h5-6,11H,2-4,7-10H2,1H3,(H,22,23) checkY
  • Key:YTKUWDBFDASYHO-UHFFFAOYSA-N checkY
  (verify)

ବେଣ୍ଡାମସ୍ଟିନ (ଇଂରାଜୀ ଭାଷାରେ Bendamustine, ବିକ୍ରୟ ନାମ ଟ୍ରିଆଣ୍ଡା/Treanda) ଏକ କେମୋଥେରାପି ଔଷଧ (chemotherapy medication) ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia ବା CLL), ମଲ୍ଟିପ୍ଲ ମାୟେଲୋମାନନ-ହଜକିନସ ଲିମ୍ଫୋମା (non-Hodgkin's lymphoma) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୨][୩] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨]

ବେଣ୍ଡାମସ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ କଣିକା (low blood cell counts), ଜ୍ୱର, ଅଇ, ତରଳ ଝାଡ଼ା, ଅରୁଚି, କାଶ ଓ ରାସ ଆଦି ଲକ୍ଷଣ ଦେଖାଯାଇପାରେ । ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଅଧିକ ସଂକ୍ରମଣ ଆଶଙ୍କା ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର ହାନୀ କରାଏ । ବେଣ୍ଡାମସ୍ଟିନ, ଆଲକିଲେଟିଙ୍ଗ ଏଜେଣ୍ଟ (alkylating agent) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ (DNA) ଓ ଆରଏନଏ (RNA) କାର୍ଯ୍ୟଧାରାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

ସନ ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ବେଣ୍ଡାମସ୍ଟିନ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଇଂଲଣ୍ଡରେ ଏହାର ୧୦୦ମି:ଗ୍ରା: ଭାଏଲର ମୂଲ୍ୟ ପ୍ରାୟ ୨୭୫.୮୧ ପାଉଣ୍ଡ ।[୩] ଏହା ପ୍ରଥମେ ନାଇଟ୍ରୋଜେନ ମସ୍ଟାର୍ଡରୁ (nitrogen mustard) ପ୍ରସ୍ତୁତ ହେଉଥିଲା ।[୨]

ଆଧାର[ସମ୍ପାଦନା]

  1. Dubbelman AC, Rosing H, Darwish M, D'Andrea D, Bond M, Hellriegel E, Robertson P, Beijnen JH, Schellens JH (March 2013). "Pharmacokinetics and excretion of 14C-bendamustine in patients with relapsed or refractory malignancy". Drugs R D. 13: 17–28. doi:10.1007/s40268-012-0001-5. PMC 3627029. PMID 23322528.
  2. ୨.୦ ୨.୧ ୨.୨ ୨.୩ ୨.୪ "Bendamustine Hydrochloride". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 579. ISBN 9780857111562.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.