ରାଜେନ୍ଦ୍ର କୁମାରୀ ବାଜପାୟୀ
ରାଜେନ୍ଦ୍ର କୁମାରୀ ବାଜପାୟୀ | |
---|---|
Lieutenant Governor of Pondicherry | |
କାର୍ଯ୍ୟକାଳ 2 May 1995 – 22 April 1998 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Laluchak, Bhagalpur district, Bihar. | ୮ ଫେବୃଆରୀ ୧୯୨୫
ମୃତ୍ୟୁ | ୧୭ ଜୁନ ୧୯୯୯ Allahabad, Uttar Pradesh | (ବୟସ ୭୪)
ରାଜନୀତିକ ଦଳ | Indian National Congress |
ରାଜେନ୍ଦ୍ର କୁମାରୀ ବାଜପାୟୀ (୮ ଫେବୃଆରୀ ୧୯୯୫ରୁ ୨୨ ଏପ୍ରିଲ, ୧୯୯୯ ) ଭାରତୀୟ କଂଗ୍ରେସ ଦଳର ଜଣେ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଥିଲେ । ସେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ ।
ବ୍ୟକ୍ତିଗତ ଜୀବନୀ
[ସମ୍ପାଦନା]ତାଙ୍କର ଜନ୍ମ ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ହେଇଥିଲା । ତାଙ୍କ ପିତା ପଣ୍ଡିତ ଏସ . କେ . ମିଶ୍ର ତଥା ପିତାମହ ରବିଶଙ୍କର ଶୁକ୍ଲା ଥିଲେ । ଶ୍ୟାମା ଚରଣ ଶୁକ୍ଲା [୧] ତାଙ୍କର ମାମୁ ଥିଲେ । ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ତଥା Ph. D. ଡିଗ୍ରୀ ପାଇଥିଲେ ।[୨]
ସେ ୧୯୪୭ ମସିହାରେ ଡି . ଏନ ବାଜପାୟୀଙ୍କୁ ବିବାହ କରିଥିଲେ । ସେ ଦୁଇଜଣ ୧୯୪୨ ମସିହାରେ ହେଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇଥିଲେ । ତାଙ୍କର ଜଣେ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । .
କାର୍ଯ୍ୟ କାଳ
[ସମ୍ପାଦନା]ସେ ୧୯୬୨ ମସିହାରୁ ୧୯୭୭ ମସିହା ଯାଏ ଉତ୍ତର ପ୍ରଦେଶ ବିଧାନ ସଭାର ସଦସ୍ୟ ରହିଥିଲେ ।ଏହା ସହ ସେ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ମଧ୍ୟ ରହିଥିଲେ । ସେ ଇନ୍ଦିରା ଗାନ୍ଧୀଙ୍କ ସହ ଘନିଷ୍ଠ ଥିଲେ । [୩] ୧୯୭୦ ମସିହାରୁ ୧୯୭୭ ମସିହା ଯାଏ ସେ ଉତ୍ତର ପ୍ରଦେଶର ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । . ଏହା ପରେ ସେ କ୍ରମାଗତ 3 ଥର ଲୋକ ସଭାକୁ ନିର୍ବାଚିତ ହେଇ ସମାଜ ମଙ୍ଗଳ ବିଭାଗ ଓ ଅନ୍ୟ ବିଭାଗର ମିନିଷ୍ଟର ଅଫ ଷ୍ଟେଟ ହେଇଥିଲେ । ତାଙ୍କୁ ୧୯୯୫ ମସିହାରେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା । [୪] ୧୭ ଜୁଲାଇ ୧୯୯୯ରେ ତାଙ୍କର ନିଧନ ହେଇଥିଲା । ତାଙ୍କ ପୁତ୍ର ଅଶୋକ ସେହି ସମୟରେ ଉତ୍ତର ପ୍ରଦେଶ କଂଗ୍ରେସ ଦଳର ମୁଖ୍ୟ ଥିଲେ । [୫]
ଆଧାର
[ସମ୍ପାଦନା]- ↑ "Rajendra Kumari Bajpai". S9 Biography. Archived from the original on 5 November 2013. Retrieved 22 December 2012.
- ↑ "9th Lok Sabha: Members Bioprofile". Lok Sabha Official website.
- ↑ "It's family first for UP parties in poll battle". India Today. 14 January 2012.
- ↑ "Worldwide Guide to Women in Leadership". guide2womenleaders. Retrieved 22 December 2012.
- ↑ "Bajpai dead". 18 July 1999. Archived from the original on 22 December 2004. Retrieved 23 December 2012.