ବିଜୟା ମେହେଟା

ଉଇକିପିଡ଼ିଆ‌ରୁ
ବିଜୟା ମେହେଟା
Mehta in 2012
ଜନ୍ମ
Vijaya Jaywant

(1934-11-04) ୪ ନଭେମ୍ବର ୧୯୩୪ (ବୟସ ୮୯)
ସନ୍ତାନAnahita Uberoi
ପୁରସ୍କାର1975 Sangeet Natak Akademi Award

1985 Asia Pacific Film Festival, Best Actress: Party
1986 National Film Award for Best Supporting Actress: Rao Saheb

ବିଜୟା ମେହେଟା ଜନ୍ମ ୪ ନଭେମ୍ବର , ୧୯୩୪ [୧])ଜଣେ ଚର୍ଚିତ ଭାରତୀୟ ମହିଳା ଫିଲ୍ମ ଓ ରଙ୍ଗମଞ୍ଚ ନାଟକର ନିର୍ଦ୍ଦେଶିକା । ସେ ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ସେ ମୁମ୍ବାଇ ସହରରେ ଥିବା ଥିଏଟର ଗ୍ରୁପ " ରଙ୍ଗାୟନ "ର ଜଣେ ପ୍ରତିଷ୍ଠାତ ସଦସ୍ୟା । ରଙ୍ଗାୟନ ଥିଏଟରରେ ଡାଃ ଶ୍ରୀରାମ ଲାଗୁ , ବିଜଯ ତେନ୍ଦୁଲକର , ଅରବିନ୍ଦ ଦେଶପାଣ୍ଡେଙ୍କ ପରେ ଜଣାଶୁଣା କଳାକାର ସମ୍ପୃକ୍ତ ରହିଥିଲେ । ଫିଲ୍ମ " ପାର୍ଟି "ରେ ବିଜୟାଙ୍କ ଅଭିନୟ ପ୍ରଶଂଷିତ ହେଇଥିଲା ଓ ତାଙ୍କୁ ମରାଠୀ ରଙ୍ଗମଞ୍ଚର ଜଣେ ବିଶିଷ୍ଟ ମହିଳା ଭାବରେ ସମ୍ମାନ ଦିଅ ଯାଇଥାଏ ।[୨]

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା [ସମ୍ପାଦନା]

ବିଜୟାଙ୍କ ଜନ୍ମ ୧୯୩୪ ମସିହାରେ ଗୁଜରାଟର ବରୋଦାଠାରେ ହେଇଥିଲା । ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟ  ରେ ସ୍ନାତକ ଶିକ୍ଷା ଲାଭ କରିଥିଲେ । ଆଦି ମାର୍ଜାବାନ , ଇବ୍ରାହିମ ଅଳକାଜିଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ତାଙ୍କର ସହପାଠୀ ଥିଲେ । 

କାର୍ଯ୍ୟ ଜୀବନୀ [ସମ୍ପାଦନା]

୧୯୬୦ ଦଶକରେ ସେ ପରିକ୍ଷ୍ୟାମୂଳକ ମରାଠୀ ନାଟକର ଏକ ମୁଖ୍ୟ ଅଂଶ ରହିଥିଲେ । ସେ ଇଣ୍ଡୋ- ଜର୍ମାନ ଥିଏଟର ପ୍ରକଳ୍ପ ମଧ୍ୟ ଆରଭ କରିଥିଲେ । ୧୦୭୫ ମସିହାରେ ତାଙ୍କୁ ଭାରତୀୟ ସଙ୍ଗୀତ ନାଟକ ଏକାଡେମି ତରଫରୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ  ସେ ଫିଲ୍ମ ଅଭିନୟ ପାଇଁ ଅନେକ ପୁରସ୍କାର ପାଇଥିଲେ । [୩]

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ସେ ପ୍ରଥମେ ଅଭିନେତ୍ରୀ ଦୂର୍ଗା ଖୋଟେଙ୍କ ପୁତ୍ର ହରିନ ଖୋତେଙ୍କୁ ବିବାହ କରିଥିଲେ । ତାଙ୍କର ଅଳ୍ପ ବୟସରେ ପରଲୋକ ହେଇଥିଲା । ତାଙ୍କର ଦୁଇଟି ପୁତ୍ର ଥିଲେ । ପରେ ବିଜୟା ଫାରୋଖ ମେହେଟାଙ୍କୁ ବିବାହ କରିଥିଲେ । .[୪]

ଫିଲ୍ମୋଗ୍ରାଫି [ସମ୍ପାଦନା]

  • Kalyug (1981) - Actor
  • Smriti Chitre (1982, TV film) - Director, Actor
  • Shakuntalam (1986, TV film) - Director
  • Party (1984) - Actor
  • Rao Saheb (1985) - Director, Screenwriter, Actor
  • Haveli Bulund Thi (1987, TV film) - Director
  • Hamidabai Ki Kothi (1987, TV film) - Director
  • Pestonjee (1988) - Director, Screenwriter
  • Lifeline (1991, TV Series) - Director
  • Riding the bus with my sister (2005) - Actor
  • Quest (2006) - Actor

ପୁରସ୍କାର ସମୂହ [ସମ୍ପାଦନା]

  • 1975 Sangeet Natak Akademi Award
  • 1985 Asia Pacific Film Festival: Best Actress: Party [୫]
  • 1986 National Film Award for Best Supporting Actress: Rao Saheb[୬]
  • 2009 Tanveer Sanmaan [୭]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Theatre in India

ପୁନଶ୍ଚ ପଠନ [ସମ୍ପାଦନା]

  • Abode of Colour, an autobiographical account by Vijaya Mehta[୮]
  • Vijaya Mehta on theatre and Guru Mani Madhava Cakyar [୨]

ଆଧାର [ସମ୍ପାଦନା]

  1. Abhijit Varde: Daughters of Maharashtra: Portraits of Women who are Building Maharastra : Interviews and Photographs, 1997, p. 87
  2. "The return of Desdemona". Mumbai Mirror. 25 January 2014. Retrieved 2014-06-22.
  3. "Shantata! Awishkar Chalu Aahe". Mumbai Theatre Guide. August 2008.
  4. Shanta Gokhale (26 November 2012). "Life at play". Pune Mirror. {{cite news}}: More than one of |author= and |last= specified (help); More than one of |authorlink= and |author-link= specified (help)
  5. Awards imdb.
  6. "33rd National Film Awards". International Film Festival of India. pp. 28, 36. Archived from the original on 2014-05-05. Retrieved 2014-06-22.
  7. [୧]
  8. Gulati, Leela (editor); Bagchi, Jasodhara (Editor); Mehta, Vijaya (Author) (2005). A space of her own : personal narratives of twelve women. London: SAGE. p. 181. ISBN 9780761933151. {{cite book}}: |first= has generic name (help)

ବାହାର ଲିଙ୍କ [ସମ୍ପାଦନା]