ଉଦୟପୁର, ତ୍ରିପୁରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Udaipur
উদয়পুর
UDP
city
Country India
StateTripura
DistrictGomati district
Elevation
22 m (72 ft)
Population
 (2015)[୧]
 • Total୩୭,୭୮୧
 • Rank3rd (in Tripura)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTR-03
Websitetripura.gov.in

ଉଦୟପୁର (Pron:/uːˈdaɪpʊə or ˈuːdaɪˌpʊə/) (ବଙ୍ଗଳା: উদয়পুর) ଭାରତୀୟ ରାଜ୍ୟ ତ୍ରିପୁରାର ଏକ ସହର ଓ ମୁନିସିପାଲିଟି । ଏହି ସହରରେ ବିଖ୍ୟାତ ତ୍ରିପୁରା ସୁନ୍ଦରୀ ମନ୍ଦିର ରହିଛି । ଏହା ଗୋମତୀ ଜିଲାର ମୁଖ୍ୟ ଦପ୍ତର । ରାଜଧାନୀ ଅଗରତାଲାଠାରୁ ଏହାର ଦୂରତା 55 କିଲୋମିଟର । ଏଠାରେ ଅନେକ ନିର୍ମିତ ହ୍ରଦ ରହିଛି । ଧନୀ ସାହାରା , ବିଜଯ ସାଗର , ଜଗନ୍ନାଥ ଦିଘୀ ଇତ୍ୟାଦି ସେଥିରୁ ଅନନ୍ୟତମ । ଉଦୟପୁର ତ୍ରିପୁରାର ତୃତୀୟ ବୃହତ୍ତମ ସହର । 

Geography[ସମ୍ପାଦନା]

State of Tripura having 4 districts, roadways & small railway network.

ଉଦୟପୁରର ଭୌଗୋଳିକ ଅବସ୍ଥିତି  23°32′N 91°29′E / 23.53°N 91.48°E / 23.53; 91.48.[୨] ଏହା ସମୁଦ୍ରପତ୍ତାନଠାରୁ 72 ଫୁଟ ଉପରେ ରହିଛି । ଏହା ନିକଟ ଦେଇ ଗୋମତୀ ନଦୀ ପ୍ରବାହିତ । ରାଜ୍ୟ ରାଜଧାନୀଠାରୁ 48 କିଲୋମିଟର ଦୂର ଏହି ସହର ଅଞ୍ଚଳକୁ ଗୋମତୀ ନଦୀରୁ ପାନୀଯ ତଥା ଚାଷ ପାଇଁ  ଜଳ ମିଳିଥାଏ । 

Demographics[ସମ୍ପାଦନା]

2001 ଜନଗଣନା  ଅନୁସାରେ ଏଠାକାର ଜନସଂଖ୍ୟା 21, 751 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା52% ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତ ହାର 84 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 9 % ଥିଲା । 

ପର୍ଯ୍ୟଟକ ଆକର୍ଷଣ [ସମ୍ପାଦନା]

 ଭାରତର ପ୍ରସିଦ୍ଧ 51 ଶକ୍ତି ପିଠା ମଧ୍ୟରୁ ଏଠାରେ ଥିବା ତ୍ରିପୁରା  ସୁନ୍ଦରୀ ମନ୍ଦିର ଅନ୍ୟତମ । 1501 ମସିହାରେ ଏହି ମନ୍ଦିର ମହାରାଜା ଧନ୍ୟ ମାଣିକ୍ୟ ଦେବବର୍ମା  ଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ନିକଟରେ କଲ୍ୟାଣ ସାଗର ନାମକ ଏକ ହ୍ରଦ ରହିଛି । ଉଦୟପୁରରେ ଭୁବନେଶ୍ୱରୀ ମନ୍ଦିର ନାମକ ଅନନ୍ୟ ଏକ ମନ୍ଦିର ମଧ୍ୟ ରହିଛି । ରାଜସ୍ଥାନର ସେହି ନାମରେ ଥିବା ସହର ପରି ଏହି ଉଦୟପୁରକୁ ମଧ୍ୟ ହ୍ରଦର ସହର ବୋଲି କୁହାଯାଇଥାଏ । ଏଠାରେ " ନଜରୁଲ ଗ୍ରନ୍ଥଘର " ବାମକ ଏକ ଜାତୀୟ ଲାଇବ୍ରେରୀ ରହିଛି । 

ମନ୍ଦିର ସମୂହ [ସମ୍ପାଦନା]

  • ତ୍ରିପୁରା s

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of cities and towns in Tripura

ଆଧାର [ସମ୍ପାଦନା]

  1. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  2. Falling Rain Genomics, Inc - Udaipur

ବାହାର ଲିଙ୍କ [ସମ୍ପାଦନା]