ଦରଚାୱି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Darchawi
village
Country India
StateTripura
Languages
 • OfficialDarlong, Kokborok, Bengali, English
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTR
Websitetripura.gov.in

ଦରଚାୱି (Darlong for "Darchawi khua")ଭାରତୀୟ ରାଜ୍ୟ ତ୍ରିପୁରାର କୁମାର ଘାଟ ସବ ଡିଭିଜନର ଏକ ଗ୍ରାମ । ଏଠାରେ ମୁଖ୍ଯତଃ ଦରଲଙ୍ଗ ଜାତିର ଲୋକ ଦାସ ଦାସ କରନ୍ତି ଓ ଏଠାରେ କାଇଲାଶଶହର ବାପତିଷ୍ଟ ଚର୍ଚ ଆସୋସିଆସନର ମୁଖ୍ୟାଳୟ ରହିଛି । (KBCA).[୧] ଗ୍ରାମରେ 5ଟି ଚର୍ଚ ରହିଛି । [୧] ଦରଚାୱି ଖ୍ରୀଷ୍ଟିୟାନ ସ୍କୁଲ ନାମକ ଏକ ଇଂରାଜୀ ମିଡିଆମ ସ୍କୁଲ ସହ ବଙ୍ଗାଳୀ ମିଡିଆମ ସ୍କୁଲ ମଧ୍ୟ ଏଠାରେ ରହିଛି ।  [୨] ଏଠାକାର ଅଧିବାସୀମାନଙ୍କ ମୁଖ୍ୟ ଜୀବିକା କୃଷି ହେଇଥିଲେ ମଧ୍ୟ  ରବର ., ଲିଚୁ ଆମ୍ବ ଆଦିର ବହୁଳ ଚାଷ ହେଇଥାଏ ।[୩] Rubber, litchus and mango are also grown.[୪]

References[ସମ୍ପାଦନା]

  1. ୧.୦ ୧.୧ "Kailashahar Baptist Christian Association Office". plus.google.com. Retrieved 2015-10-12.
  2. "DARCHAWI CHRISTAN HIGH SCHOOL., KUMARGHAT". schoolsworld.in. Retrieved 2015-10-12.
  3. Agriculture & Industry Survey. Vadamalai Media. 1997.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; gloriousindia ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।