ଦିଲ୍ଲୀ ଫରିଦାବାଦ ଆକାଶପଥ

ଉଇକିପିଡ଼ିଆ‌ରୁ
Delhi Faridabad Skyway
Route information
Maintained by National Highways Authority of India
Length:4.4 km (୨.୭ mi)
Existed:November 29, 2010 – present
Major junctions
North end:Delhi
South end:Faridabad
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଦିଲ୍ଲୀ ଫରିଦାବାଦ ଆକାଶପଥ (ଡିସ୍କ ୱେ) , ଏକ ଛ ଲେନ ବିଶିଷ୍ଟ ଉତ୍ଥିତ ରାଜପଥ , ଯାହା ଦିଲ୍ଲୀ ଓ ଫରିଡା ବଡକୁ ସଂଯୋଗ କରେ । ଏହାର ଦୈର୍ଘ୍ୟ 4.4 କିଲୋମିଟର । [୧][୨] ଏହି ପ୍ରକଳ୍ପ ହିନ୍ଦୁସ୍ଥାନ କଂଷ୍ଟ୍ରକସନ କମ୍ପାନୀର ସହଯୋଗୀ କମ୍ପାନୀ ବଦରପୂର ଫରିଦାବାଦ ଟୋଲୱେ ଲିମିଟେଡଦ୍ୱାରା ନିର୍ମିତ ହୋଇଥିଲା । ସ୍କାଇ - ୱେ[୩]କୁହା ଯାଉଥିବା ଏହି ରାସ୍ତା ଦିଲ୍ଲୀର ବାଦରପୂରଠାରୁ ଆରମ୍ଭ ହେଇ ଫରିଦାବାଦର ସେକଟର-37ରେ ସମାପ୍ତ ହୁଏ । 

References[ସମ୍ପାଦନା]

  1. "Delhi Faridabad Expressway". Archived from the original on 2016-01-01. Retrieved 2016-12-22.
  2. "Badarpur flyover to open today". The Times of India. Oct 5, 2010. Archived from the original on 2012-07-10. Retrieved 2016-12-22.
  3. "HCC bags Rs.340 crore BOT project of NHAI for Badarpur elevated highway". Financial Express. Jul 1, 2008.

External links[ସମ୍ପାଦନା]