ଦିଲ୍ଲୀ ଫରିଦାବାଦ ଆକାଶପଥ

ଉଇକିପିଡ଼ିଆ ରୁ
Jump to navigation Jump to search
Delhi Faridabad Skyway
Route information
Maintained by National Highways Authority of India
Length:4.4 km (୨.୭ mi)
Existed:November 29, 2010 – present
Major junctions
North end:Delhi
South end:Faridabad
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଦିଲ୍ଲୀ ଫରିଦାବାଦ ଆକାଶପଥ (ଡିସ୍କ ୱେ) , ଏକ ଛ ଲେନ ବିଶିଷ୍ଟ ଉତ୍ଥିତ ରାଜପଥ , ଯାହା ଦିଲ୍ଲୀ ଓ ଫରିଡା ବଡକୁ ସଂଯୋଗ କରେ । ଏହାର ଦୈର୍ଘ୍ୟ 4.4 କିଲୋମିଟର । [୧][୨] ଏହି ପ୍ରକଳ୍ପ ହିନ୍ଦୁସ୍ଥାନ କଂଷ୍ଟ୍ରକସନ କମ୍ପାନୀର ସହଯୋଗୀ କମ୍ପାନୀ ବଦରପୂର ଫରିଦାବାଦ ଟୋଲୱେ ଲିମିଟେଡଦ୍ୱାରା ନିର୍ମିତ ହେଇଥିଲା । ସ୍କାଇ - ୱେ[୩]କୁହା ଯାଉଥିବା ଏହି ରାସ୍ତା ଦିଲ୍ଲୀର ବାଦରପୂର ଠାରୁ ଆରମ୍ଭ ହେଇ ଫରିଦାବାଦର ସେକଟର-37ରେ ସମାପ୍ତ ହୁଏ । 

References[ସମ୍ପାଦନା]

  1. "Delhi Faridabad Expressway".
  2. "Badarpur flyover to open today". The Times of India. Oct 5, 2010.
  3. "HCC bags Rs.340 crore BOT project of NHAI for Badarpur elevated highway". Financial Express. Jul 1, 2008.

External links[ସମ୍ପାଦନା]