ରାନ୍ଧା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

konisi
Village
Country India
StateOdisha
DistrictGanjam
Time zoneUTC+5:30 (IST)
PIN
761008
Telephone code0680

ରାନ୍ଧା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର କାନିଶି ତହସିଲର ଏକ ବିଶିଷ୍ଟ ଗ୍ରାମ । ଏହା ଛାତ୍ରପୁରଠାରୁ 31.2 କିଲୋମିଟର ।ଏହାକୁ ବରହମପୁର ମହାନଗରର ସହରତଳି ଅଞ୍ଚଳ କୁହାଯାଇପାରେ ।  [୧] 

ଭୌଗୋଳିକ [ସମ୍ପାଦନା]

ରାନ୍ଧାର ଭୌଗୋଳିକାବସ୍ଥିତି 19°23'31"N 84°45'9"E (19.38164 84.76059).ଚିତ୍ରାଡ଼ା,ପଞ୍ଚମା ଗୋଲାନ୍ଥାର ଆଦି ଏହାର ନିକଟବରତି ଗ୍ରାମ । 

ବୃତ୍ତି [ସମ୍ପାଦନା]

ଏଠାରେ ବସବାସ କରୁଥିବା ଅନେକ ଲୋକ ବରହମପୁର ସହରରେ କାର୍ଯ୍ୟ କରନ୍ତି ।[୨] .[୩] ଏଠାରେ ଚାଷ ଲୋକଙ୍କମୁଖ୍ୟ ଜୀବିକା ଥିଲେ ମଧ୍ୟ ବ୍ୟବସାୟ ମଧ୍ୟ ବହୁ ପରିମାଣରେ ହେଇଥାଏ । 

ମନ୍ଦିର ଓ ଯାନୀ ଯାତ୍ରା [ସମ୍ପାଦନା]

ଏଠାକାର ଅଧିକାଂଶ ଅଧିବାସୀ ହିନ୍ଦୁ ସଂପ୍ରଦାଯର । ଏଠାରେ ବହୁ ସଂଖ୍ୟାରେ ମନ୍ଦିର ରହିଛି । ମୁକ୍ତେଶ୍ୱର ମନ୍ଦିର ସେ ।ମଧ୍ୟ  ରୁ ଅନ୍ୟତମ  । ସେଠାରେ ଦୀପାବଳି , ଦଶହରା , ଗଣେଶ ପୂଜା ଆଦି ପାଳିତ ହୁଏ  

ଠାକୁରାଣୀ ଯାତ୍ରା [ସମ୍ପାଦନା]

ଏହି ଗ୍ରାମର " ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା " ବିଖ୍ୟାତ । ଯାତ୍ରାକୁ ଅନେକ ଅଞ୍ଚଳର ଲୋକ ଆସି ମେଲୋଡି ସହ , ଅପେରା , ଓ ଅନନ୍ୟ କରଜ୍ୟକରମ ହେଇଥାଏ । 

ଦର୍ଶନୀୟ ସ୍ଥାନ [ସମ୍ପାଦନା]

 ନିକଟବରତି ଦର୍ଶନୀୟ ସ୍ଥାନ ସବୁ , 

  •  ଗୋପାଳପୁର -ଅନ - ସୀ 
  • ଶିଳ୍କ ସିଟି ବରହମପୁର 
  • ତରା ତାରିଣୀ ମନ୍ଦିର 
  • ପଞ୍ଚମା ଗମେଷ ମନ୍ଦିର IRE ବନ୍ଦର 
  • ସୋନା ପୁର ବେଳାଭୂମି 
  • ସିଦ୍ଧ ଭୈରବୀ ମନ୍ଦିର 

ଶିକ୍ଷା [ସମ୍ପାଦନା]

ରାନ୍ଧା ଥରେ କଲେଜ , ସଂକଲ୍ପ ସ୍କୁଲ ଓ ଅନନ୍ୟ ଶିକ୍ଷାନୁଷ୍ଠାନ ରହିଛି । ଏଠାରେ ବାଇସେୟିକ ଶିକ୍ଷା ପାଇଁ ଗାନ୍ଧୀ ଇନ୍ସଟିଟିଉଟକୁ ସାରା ରାଜ୍ୟର ଛତ୍ର ଛାତ୍ରୀମାନେ ଆସି ଶିକ୍ଷା ନିଅନ୍ତି । ଏହା ଏକ ପ୍ରତିଷ୍ଠିତ ଇଂଜିନିଯରିଂ କଲେଜ  । [୪]. ଏହା ସହ ଏଠାରେ ରୋଲ୍ଯାଣ୍ଡ ଇନ୍ସଟିଟୁଟ ଓ ଜାତୀୟ ପ୍ରତିଷ୍ଠାନ ରହିଛି । 


ବେଙ୍କ ସେବା [ସମ୍ପାଦନା]

ଏହି ଅଞ୍ଚଳରେ ଷ୍ଟେଟ ବେଙ୍କ ସହିତ ଅନନ୍ୟ ବେଙ୍କ ସୁବିଧା ଉପଲବ୍ଧ ।  .[୫]

ଆଧାର [ସମ୍ପାଦନା]

  1. B. Tripathi (1972). District Census Handbook : Series 16 : Orissa: Ganjam (3 v.). Orissa Government Press.
  2. "Women compelled to take dangerous journeys".
  3. "Women compelled to take dangerous journeys".
  4. "Tense situation prevails in Randha".
  5. "Rushikulya Gramya Bank to expand base".