ଉଇକିପିଡ଼ିଆ:ଉଇକିଶିଖା/ଅକ୍ଟୋବର ୨୦୧୬/କାର୍ଯ୍ୟକ୍ରମ ଓ ଫଳାଫଳ
ସ୍ଵାଗତ | ସମ୍ପାଦକୀୟ | ବିଶେଷ ପୃଷ୍ଠା | ବିଶିଷ୍ଟ ବ୍ୟକ୍ତିତ୍ୱ | ଓଡ଼ିଆ ଉଇକିପିଡ଼ିଆର ଇତିହାସ | କାର୍ଯ୍ୟକ୍ରମ ଓ ଫଳାଫଳ | ବଛା କାର୍ଯ୍ୟ | ପ୍ରଶଂସନୀୟ ଅବଦାନ | ଫଟୋ ଫିଚର | ପାଠକୀୟ ମତାମତ |
ଜୁଲାଇ
[ସମ୍ପାଦନା]ଜୁଲାଇ ୧ ରୁ ଅଗଷ୍ଟ ୬
[ସମ୍ପାଦନା]କାର୍ଯ୍ୟକ୍ରମ
[ସମ୍ପାଦନା]ଚଣ୍ଡୀଗଡଠାରେ ଅନୁଷ୍ଠିତ ଉଇକି କନଫରେନ୍ସ ଇଣ୍ଡିଆ, ୨୦୧୬ ଉପଲକ୍ଷେ ପଞ୍ଜାବ ଗଣ-ସମ୍ପାଦନା ଅନୁଷ୍ଠିତ ହୋଇଥିଲା ।
ଏଥିରେ ପାଞ୍ଚ ଜଣ ଉଇକିଆଳି ସମ୍ପାଦନା କରିଥଲେ ।
ଫଳାଫଳ
[ସମ୍ପାଦନା]ସର୍ବମୋଟ ୩୬ଟି ପ୍ରସଙ୍ଗ ସମ୍ପାଦନା ହୋଇଥିଲା ଓ ୩.୫ mbର ଡାଟା ଏଥିରେ ଯୋଗ କରାଯାଇଥିଲା ।
ଉଇକିଆଳି 'ଆଭା ପ୍ରଧାନ ସର୍ବାଧିକ ୨୫ଟି ପ୍ରସଙ୍ଗ ସମ୍ପାଦନା କରି ଗୋଲ୍ଡ ବାର୍ଣ୍ଣଷ୍ଟାର ପାଇଥିଲେ ।
ଅଧିକ ଦେଖନ୍ତୁ: ପଞ୍ଜାବ ଗଣସମ୍ପାଦନା
ଜୁଲାଇ ୬ ରୁ ଅଗଷ୍ଟ ୪
[ସମ୍ପାଦନା]କାର୍ଯ୍ୟକ୍ରମ
[ସମ୍ପାଦନା]ରଥଯାତ୍ରା, ୨୦୧୬ ଅବସରରେ ରଥଯାତ୍ରା ଗଣସମ୍ପାଦନା ଅନୁଷ୍ଠିତ ହୋଇଥିଲା ।
ଏଥିରେ ୯ ଜଣ ଉଇକିଆଳି ସମ୍ପାଦନା କରିଥିଲେ ।
ଫଳାଫଳ
[ସମ୍ପାଦନା]ସର୍ବମୋଟ ୪୭ଟି ପ୍ରସଙ୍ଗ ସମ୍ପାଦନା ହୋଇଥିଲା ।
ଉଇକିଆଳି ---- --ଟି ପ୍ରସଙ୍ଗ ସମ୍ପାଦନା କରିଥିଲେ ।
ଅଧିକ ଦେଖନ୍ତୁ: ରଥଯାତ୍ରା ଗଣସମ୍ପାଦନା
୧୯ ରୁ ୨୧
[ସମ୍ପାଦନା]କାର୍ଯ୍ୟକ୍ରମ
[ସମ୍ପାଦନା]ପବିତ୍ର ରଥଯାତ୍ରା ଅନସରରେ ଉଇକିଆଳି ଦିନେଶ ଦାସ ଓ ଜଗନ୍ନାଥ ଦୋରା ଏକ ଫଟୋୱାକ୍ କାର୍ଯ୍ୟକ୍ରମ କରିଥିଲେ ।
ଏଥିରେ ଏହି ଇତିହାସ ପ୍ରସିଦ୍ଧ ଯାତ୍ରାର ସମସ୍ତ ନିର୍ମାଣ କାର୍ଯ୍ୟକୁ ସେମାନେ ଛବି ମାଧ୍ୟମରେ ସାଇତି ରଖିଥିଲେ ।
ଫଳାଫଳ
[ସମ୍ପାଦନା]ସର୍ବମୋଟ ୪୦୦ଟି ଛବି ଉତ୍ତୋଳନ ହୋଇଥିଲା ଓ ୨୦ଟି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା ।
ଅଧିକ ଜାଣନ୍ତୁ: commons:Category:Wiki Loves Ratha Jatra
ଅଗଷ୍ଟ
[ସମ୍ପାଦନା]୪ ରୁ ୬
[ସମ୍ପାଦନା]କାର୍ଯ୍ୟକ୍ରମ
[ସମ୍ପାଦନା]ଚଣ୍ଡୀଗଡ, ପଞ୍ଜାବଠାରେ ଉଇକିକନଫରେନ୍ସ ଇଣ୍ଡିଆ, ୨୦୧୬ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଓଡ଼ିଆ ଉଇକିପିଡ଼ିଆକୁ ୧୨ ଜଣ ଉଇକିଆଳି ପ୍ରତିନିଧିତ୍ୱ କରିଥିଲେ ।
ପରିଚାଳକ ସୁଭାସିସ ପାଣିଗ୍ରାହୀ --- ପ୍ରକଳ୍ପ ଏବଂ ଉଇକିଆଳି ଜ୍ଞାନରଞନ ସାହୁ How we built Odia-script encoding converters and expand wikimedia projects ପ୍ରକଳ୍ପ ଉପସ୍ଥାପନ କରିଥିଲେ ।
ଜ୍ଞାନରଞନ ସାହୁ: https://docs.google.com/presentation/d/14o7WwCofOAddFg-p68fnVCFAd3N-HMHpwDhS9Fq__qs/edit?usp=sharing
ଫଳାଫଳ
[ସମ୍ପାଦନା]ଉଇକିମିଡ଼ିଆ ଫାଉଣ୍ଡେସନର ଏକ୍ଜିକ୍ୟୁଟିଭ ଡିରେକ୍ଟର କ୍ୟାଥେରିନ୍ ମାହେର୍ ଓଡ଼ିଆ ଉଇକିପିଡ଼ିଆର ୧୪ତମ ଜନ୍ମବାର୍ଷିକୀର ଶୁଭେଚ୍ଛା ଜଣାଇଥିଲେ ।
ଉଇକିଆଳି ଆଶୁତୋଷ ଷଡ଼ଙ୍ଗୀ ସର୍ବକନିଷ୍ଠ ଉଇକିଆଳି ଭାବେ ସମ୍ମାନିତ ହୋଇଥିଲେ ।
ସେପ୍ଟେମ୍ବର
[ସମ୍ପାଦନା]୧୭ ଓ ୧୮
[ସମ୍ପାଦନା]କାର୍ଯ୍ୟକ୍ରମ
[ସମ୍ପାଦନା]ପୁରୀ ଉଇକିଆଳିଙ୍କ ସହଯୋଗରେ ମିନି ଟିଟିଟି ଓ ଏମ୍ଡବ୍ଲ୍ୟୁଟି ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆଇଏସ୍ ତରଫରୁ ରହିମାମୁଦ୍ଦିନ ଶେଖ ଯୋଗଦେଇ ପରାମର୍ଶ ଦେଇଥିଲେ ।
ଫଳାଫଳ
[ସମ୍ପାଦନା]ଉଇକିଆଳିମାନେ କିପରି କର୍ମଶାଳା ଅନୁଷ୍ଠାନ ହେବ ଓ ବିଭିନ୍ନ ମିଡ଼ିଆଉଇକି ଟୁଲ୍ସ ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ଭବିଷ୍ୟତର କାର୍ଯ୍ୟକ୍ରମ
ଅକ୍ଟୋବର
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପର ସହଯୋଗୀ ପ୍ରକଳ୍ପ ଉଇକିପାଠାଗାରର ଦ୍ୱିତୀୟ ଜନ୍ମବାର୍ଷିକୀ ଚିଲିକାଠାରେ ଅନୁଷ୍ଠିତ ହେବ ।