ଭରତ ମୁନି ସମ୍ମାନ

ଉଇକିପିଡ଼ିଆ‌ରୁ

ନାଟ୍ୟଶାସ୍ତ୍ର ଭରତ ମୁନି ସମ୍ମାନ ଭୁବନେଶ୍ୱରସ୍ଥିତ କଳିଙ୍ଗାୟନ ତୌର୍ଯ୍ୟାତ୍ରିକମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ସମ୍ମାନ ଅଟେ । ପ୍ରତି ବର୍ଷ କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି ସମ୍ମାନ ପ୍ରଦାନ ପ୍ରଥା ମସିହା ୨୦୦୮ରୁ ଆରମ୍ଭ ହୋଇଥିଲା । ସମତାଳରେ ନାଳନ୍ଦା ଭରତ ମୁନି ସମ୍ମାନ ବିହାରରେ ଅବସ୍ଥିତ ଏକ ଶିକ୍ଷା ଅନୁଷ୍ଠାନରୁ ପ୍ରଦାନ କରାଯାଉଛି । ନାଟ୍ୟଶାସ୍ତ୍ରୀ ଭରତ ମୁନିଙ୍କ ସ୍ମରଣାର୍ଥେ ଏହି ସମ୍ମାନ ଉତ୍ସର୍ଗୀକୃତ ।[୧] ପୁରସ୍କାରରେ ନଗଦ ରାଶି ୨୫୦୦୦ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥାଏ ।[୨]

ଏହି ସମ୍ମାନ ପ୍ରଦାନ ଉତ୍ସବ ପ୍ରାୟତଃ ଡିସେମ୍ବର ମାସରେ ତିନି ଦିନ ଧରି ଆୟୋଜିତ ହୁଏ । ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ, ସଙ୍ଗୀତଜ୍ଞ ଏବଂ କଳାକାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି ।

ସମ୍ମାନିତ ବ୍ୟକ୍ତିବିଶେଷ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://m.timesofindia.com/entertainment/hindi/bollywood/news/Hema-Malini-selected-for-Bharat-Muni-Samman/articleshow/17583657.cms
  2. http://m.jagranjosh.com/current-affairs/%E0%A4%AD%E0%A4%B0%E0%A4%A4%E0%A4%AE%E0%A5%81%E0%A4%A8%E0%A4%BF-%E0%A4%B8%E0%A4%AE%E0%A5%8D%E0%A4%AE%E0%A4%BE%E0%A4%A8-2010-1292224322-2
  3. http://www.telegraphindia.com/1141219/jsp/odisha/story_4136.jsp#.V7N02yK3TqA
  4. http://orissadiary.com/CurrentNews.asp?id=46268[permanent dead link]
  5. http://m.jagranjosh.com/current-affairs/bollywood-actress-hema-malini-selected-for-bharat-muni-samman-1355395951-1
  6. "ଆର୍କାଇଭ୍ କପି". Archived from the original on 2016-08-01. Retrieved 2016-08-16. {{cite web}}: Cite has empty unknown parameter: |1= (help)