Jump to content

"ଦେବୀ କନ୍ୟା କୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
(କିଛି ବଦଳିନାହିଁ)

୧୧:୩୪, ୨୯ ଫେବୃଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଦେବୀ କନ୍ୟା କୁମାରୀ
Bhagavthy Amman temple, Kanyakumari.
ଭଗବତୀ ଆମ୍ମା ମନ୍ଦିର, କନ୍ୟା କୁମାରୀ
ପ୍ରାୟଶ୍ଚିତ ଠାକୁରାଣୀ
Affiliationଦୁର୍ଗା, ପାର୍ବତୀ
ଲୋକଦକ୍ଷିଣ ଭାରତର ଅଗ୍ରଭାଗ
Mantrakātyayanāya vidmahe kanyakumāri dhīmahi tanno durgiḥ pracodayāt
Weaponଜପମାଳା
ସ୍ୱାମୀ/ସ୍ତ୍ରୀଶିବ
MountDawon (tiger or lion)
ଉର୍ଦ୍ଧ୍ୱରୁ ସମୁଦ୍ରର ଦୃଶ୍ୟ

ଦେବୀ କନ୍ୟା କୁମାରୀ (ଇଂରାଜୀ ଭାଷାରେ Devi Kanya Kumari) ମନ୍ଦିରରେ ପାର୍ବତୀ ଏକ କୁମାରୀ କନ୍ୟା ଆକାରରେ ଦର୍ଶନ ଦିଅନ୍ତି । ତାଙ୍କୁ ଶ୍ରୀ ବାଲା ଭଦ୍ର ବା ଶ୍ରୀ ବାଲା ନାମରେ ମଧ୍ୟ ଲୋକମାନେ ଜାଣନ୍ତି । ତାଙ୍କର ଲୋକପ୍ରିୟ ନାମ ଶକ୍ତି (ଦୁର୍ଗା ବା ପାର୍ବତୀ) ଦେବୀ । ଭଗବତୀ ମନ୍ଦିର ତାମିଲନାଡ଼ୁର କନ୍ୟା କୁମାରୀ ଅନ୍ତରୀପଠାରେ ଅଛି ଯେଉଁଠାରେ ବଙ୍ଗୋପ ସାଗର, ଆରବ ସାଗର ଓ ଭାରତ ମହାସାଗର ମିଳିତ ହୋଇଛନ୍ତି । ତାଙ୍କର ଅନ୍ୟାନ୍ୟ ନାମ ମଧ୍ୟ ଅଛି ଯଥା:- କନ୍ୟା ଦେବୀ ଓ ଦେବୀ କୁମାରୀ । ଭକ୍ତମାନେ ତାଙ୍କୁ ଭଦ୍ରକାଳୀ ଭାବରେ ମଧ୍ୟ ପୂଜା କରନ୍ତି । ଋଷି ପର୍ଶୁରାମ ଏହି ମଧିରର ଅଭିଷେକ କରିଥିବା କୁହାଯାଏ । ଆମ ମନର କଠୋରତାକୁ ଦେବୀ ବିଦାୟ କରିଦିଅନ୍ତି ବୋଲି ବିଶ୍ୱାସ କରାଯାଏ; ଗଭୀର ଭକ୍ତି ଓ ଧ୍ୟାନମଗ୍ନ ଭକ୍ତମାନେ ଚକ୍ଷୁ ଓ ମନରେ ଲୋତକ ପ୍ଲାବନ ହେବା ଅନୁଭବ କରନ୍ତି ।[]

ଆଧାର

  1. "Legends of Kanya Kumari". Amritapuri. 8 February 2000. Retrieved 2013-07-24.