Jump to content

"ବାବା ହରଭଜନ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ପୂର୍ବତମ ଭାରତୀୟ ସୈନିକ ବାବା ହରଭଜ ସିଂହ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୨୨:୨୯, ୧୫ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବାବା ହରଭଜନ ସିଂହ ମନ୍ଦିର ଭିତରର ଦୃଶ୍ୟ ।
ବାବା ହରଭଜନ ସିଂହ ମନ୍ଦିରର ବାହାର ପାଖର ଦୃଶ୍ୟ

କ୍ୟାପ୍ଟେନ "ବାବା" ହରଭଜନ ସିଂହ (୩୦ ଅଗଷ୍ଟ ୧୯୪୬ - ୪ ଅକ୍ଟୋବର ୧୯୬୮)[] ଜଣେ ପୂର୍ବତନ ଭାରତୀୟ ସୈନିକ । ଭାରତୀୟ ସୈନିକମାନଙ୍କ ଦ୍ୱାରା ତାଙ୍କୁ "ନାଥୁଲାର ନାୟକ" (Hero of Nathula) ସମ୍ମାନରେ ସମ୍ମାନିତ କରାଯାଇଛି ଏବଂ ତାଙ୍କ ସ୍ମରଣରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ହରଭଜନ ସିଂହଙ୍କୁ ସୈନିକମାନେ ବାବା ଭାବରେ ସମ୍ବୋଧନ କରନ୍ତି । ପୂର୍ବ ହିମାଳୟର ଉଚ୍ଚ ଇଲାକାମାନଙ୍କରେ ସୁରକ୍ଷା ଦାୟିତ୍ୱରେ ଥିବା ସୈନିକମାନଙ୍କର ରକ୍ଷା ବାବା ହରଭଜନ ସିଂହଙ୍କର ଆତ୍ମା କରିଥାଏ ବୋଲି ବିଶ୍ୱାସ ରହିଛି । ତାଙ୍କର ଅନେକ ବିଶ୍ୱସ୍ତ ଅନୁଗତ ଭାରତୀୟ ସୈନ୍ୟବାହିନୀରେ ବିଭିନ୍ନ ସୀମାରେ ଦାୟିତ୍ୱରେ ଅଛନ୍ତି । ଅନେକ ସାଧୁମାନଙ୍କ ମତରେ ଯେଉଁମାନେ ବାବା ହରଭଜନ ସିଂହଙ୍କ ଆରଧନା କରନ୍ତି, ସେ ତାଙ୍କ ଉପରେ ସଦା କୃପା ରଖିଥାନ୍ତି ।

ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ

ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ୱଦନ୍ତି

ଆଧାର

  1. "Baba harbhjan temple Sikkim History In Hindi : बाबा हरभजन सिंह मंदिर - सिक्किम - इस मृत सैनिक की आत्मा आज भी करती है देश की रक्षा". ajabgjab.com. 2 June 2014. Retrieved 15 January 2017.