Jump to content

"ହ୍ୟୁମାନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ବିଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନିମିତ୍ତ ପୃଷ୍ଠା ତିଆରି ହେଲା :)
(କିଛି ବଦଳିନାହିଁ)

୨୩:୦୦, ୯ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ ଓଲିଉଡର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି ।[] ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ "ଭଏସ ଅଫ ଓଡିଶା ସିଜନ-୨" ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସେ ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।[]

ଜୀବନୀ

ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ର ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । []ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।[] ହ୍ୟୁମାନ ତାଙ୍କ ବାନ୍ଧବୀଙ୍କ ସହ ବିବାହ କରିଥିଲେ ।[]

ସଂଗୀତ ଜୀବନ

ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା ।[] ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ ।[] ସେ ଏକ ହିନ୍ଦୀ ଆଲବମ "ମେରା ୟେ ଜହାଁ "ରେ ମଧ୍ୟ କଣ୍ଠଦାନ କରିଛନ୍ତି ।[]

ଆଧାର

  1. https://www.quora.com/Is-Humane-Sagar-very-popular-in-Orissa#
  2. ୨.୦ ୨.୧ https://m.dailyhunt.in/news/india/oriya/sambad-epaper-samba/daktari+patha+chadi+gayaka+hoichanti+ehi+oliuda+selibriti-newsid-70254302
  3. ୩.୦ ୩.୧ ୩.୨ https://enewsodia.com/human-sagar-playback-singer-ollywood-industry/
  4. http://odishasuntimes.com/list-of-winners-at-choklate-music-awards-2017/
  5. http://www.orissapost.com/making-a-mark-talented-director-and-actor-on-song/