Jump to content

"ସାରିକା ସବ୍ରିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨୩ କ ଧାଡ଼ି: ୨୩ କ ଧାଡ଼ି:


==ପ୍ରାରମ୍ଭିକ ଜୀବନ==
==ପ୍ରାରମ୍ଭିକ ଜୀବନ==
ସାରିକା ବଙ୍ଗଳାଦେଶର ଚିତ୍ତଗୋଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୩ ସେପ୍ଟେମ୍ବର ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶାହିଏର ରହମାନ ଜଣେ ବ୍ୟାଙ୍କ କର୍ମଚାରୀ । ସେ ଏକ ବ୍ୟାଙ୍କରେ କାର୍ଯ୍ୟକାରୀ ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ରୋଜି ରହମାନ ଜଣେ ଶିକ୍ଷିକା । ସେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧକ୍ଷା ଭାବରେ କାର୍ଯ୍ୟରତ । ସାରିକାଙ୍କର ଜଣେ ଭାଇ ଅଛନ୍ତି । ସେ ମେଡିକାଲ ପାଇଁ ପଢ଼ୁଥିଲେ । ଛୋଟବେଳେ ସାରିକା ଜଣେ ବିମାନ ଚାଳକ ହେବାର ସ୍ୱପ୍ନ ରଖିଥିଲେ, ମାତ୍ର ତାଙ୍କ ସାଙ୍ଗମାନେ ତାଙ୍କୁ ମଡେଲିଂକୁ ପେଷା ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । ସେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ରାମ୍ପରେ ଚାଲିଥିଲେ । ମାତ୍ର ଏହାକୁ ସେତେବେଳେ ତାଙ୍କ ପିତାମାତା ନାପନସଦ କରିଥିଲେ । ଏହାପରେ ସେ ପାଠ ପଢ଼ା ପାଇଁ ଢାକାକୁ ଚାଲିଯାଇଥିଲେ ।<ref>{{cite web|title=Sarika Sabrin|website=biographybd|url=http://www.biographybd.com/sarika-sabrin/|accessdate=18 October 2015}}</ref>


==ଅଭିନୟ ଜୀବନ==
==ଅଭିନୟ ଜୀବନ==

୨୩:୨୧, ୭ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସାରିକା ସବ୍ରିନ
সারিকা সাবরিন
ଜନ୍ମ
ସାରିକା ସବ୍ରିନ

(1992-09-23) ୨୩ ସେପ୍ଟେମ୍ବର ୧୯୯୨ (ବୟସ ୩୧)
ଚିତ୍ତଗଙ୍ଗ, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୮- ଏବେଯାଏଁ
ଉଚ୍ଚତା5 ft 5 in (165 cm)
ବୈବାହିକ-ସାଥୀମହିମ କରିମ (୨୦୧୪–୨୦୧୬) [୧]
ପିତାମାତା(s)ଶଫିଏର ରହମାନ (ବାପା)
ରୋଜି ରହମାନ (ମାଆ)
ପୁରସ୍କାରବଚସାସ ପୁରସ୍କାର

ସାରିକା ସବ୍ରିନ (ଜନ୍ମ: ୨୩ ସେପ୍ଟେମ୍ବର ୧୯୯୨) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୨] ସାରିକା ୨୦୦୮ରେ ବଙ୍ଗଳା କଥାଚିତ୍ର ଚମେଲିଆ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ୨୦୧୨ରେ ସେ ଅମର ଅମି ନାମକ ଏକ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସାରିକା ବଙ୍ଗଳାଦେଶର ଚିତ୍ତଗୋଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୩ ସେପ୍ଟେମ୍ବର ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶାହିଏର ରହମାନ ଜଣେ ବ୍ୟାଙ୍କ କର୍ମଚାରୀ । ସେ ଏକ ବ୍ୟାଙ୍କରେ କାର୍ଯ୍ୟକାରୀ ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ରୋଜି ରହମାନ ଜଣେ ଶିକ୍ଷିକା । ସେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧକ୍ଷା ଭାବରେ କାର୍ଯ୍ୟରତ । ସାରିକାଙ୍କର ଜଣେ ଭାଇ ଅଛନ୍ତି । ସେ ମେଡିକାଲ ପାଇଁ ପଢ଼ୁଥିଲେ । ଛୋଟବେଳେ ସାରିକା ଜଣେ ବିମାନ ଚାଳକ ହେବାର ସ୍ୱପ୍ନ ରଖିଥିଲେ, ମାତ୍ର ତାଙ୍କ ସାଙ୍ଗମାନେ ତାଙ୍କୁ ମଡେଲିଂକୁ ପେଷା ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । ସେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ରାମ୍ପରେ ଚାଲିଥିଲେ । ମାତ୍ର ଏହାକୁ ସେତେବେଳେ ତାଙ୍କ ପିତାମାତା ନାପନସଦ କରିଥିଲେ । ଏହାପରେ ସେ ପାଠ ପଢ଼ା ପାଇଁ ଢାକାକୁ ଚାଲିଯାଇଥିଲେ ।[୩]

ଅଭିନୟ ଜୀବନ

ପାରିବାରିକ ଜୀବନ

ଅଭିନୀତ କଥାଚିତ୍ର

ଆଧାର

  1. http://www.weeklybd.com/sarika-sabrin-divorce/
  2. "Youth will change the nation, hope Nirab, Sarika". Retrieved 23 July 2013.
  3. "Sarika Sabrin". biographybd. Retrieved 18 October 2015.