Jump to content

"ବାଜିରାଓ ୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୧ କ ଧାଡ଼ି: ୬୧ କ ଧାଡ଼ି:
===ଜୀବନର ସମାପ୍ତି===
===ଜୀବନର ସମାପ୍ତି===
[[File:Bajirao samadhi raverkhed.jpg|thumb|ବାଜିରାଓଙ୍କ ସ୍ମୃତିପୀଠ, ରବେରଖେଡି]]
[[File:Bajirao samadhi raverkhed.jpg|thumb|ବାଜିରାଓଙ୍କ ସ୍ମୃତିପୀଠ, ରବେରଖେଡି]]
ବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟିମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହଉଚି ନୀଳକଣ୍ଠେଶ୍ଵର ମହାଦେବ ([[ଶିବ]])ଏବଂ ରାମେଶ୍ୱର ([[ରାମ]]).<ref>{{cite web |url=http://www.asibhopal.nic.in/monument/khargone_raverkhedi_brindab.html |title=Brindaban dedicated to the memory of Shrimant Baji Rao Peshwa |publisher=ASI Bhopal |accessdate=23 December 2015 }}</ref>


{{Gallery
{{Gallery

୧୯:୦୩, ୧୯ ଫେବୃଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ


ବାଜିରାଓ I

श्रीमंत बाजीराव बल्लाळ बाळाजी भट
Peshwa of Maratha Empire
କାର୍ଯ୍ୟକାଳ
1720–1740
Monarchଛତ୍ରପତି ସାହୁଜୀ
ପୂର୍ବ ଅଧିକାରୀବାଲାଜୀ ବିଶ୍ୱନାଥ
ପର ଅଧିକାରୀବାଲାଜୀ ବାଜିରାଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1700-08-18)ଅଗଷ୍ଟ ୧୮, ୧୭୦୦
ମୃତ୍ୟୁ୨୮ ଅପ୍ରେଲ ୧୭୪୦(1740-04-28) (ବୟସ ୩୯)
ରବେରଖେଡି
ଜୀବନ ସାଥୀକାଶିବାଈ, ମସ୍ତାନୀ
ସମ୍ପର୍କଚିମ୍ନାଜୀ ଆପ୍ପା (ଭାଇ)
ସନ୍ତାନନାନାସାହେବ (ବାଲାଜୀ ବାଜିରାଓ), ରଘୁନାଥ ରାଓ ଏବଂ ସମସେର ବାହାଦୂର I (କ୍ରିଷ୍ଣା ରାଓ )
ବାପା/ବୋଉବାଲାଜୀ ବିଶ୍ୱନାଥ ଏବଂ ରାଧାବାଇ


ବାଜିରାଓ I (୧୮ଅଗଷ୍ଟ ୧୭୦୦ –୨୮ ଏପ୍ରିଲ୧୭୪୦ )ଭାରତର ମରାଠା ସାମ୍ରାଜ୍ୟ ପ୍ରଭାବଶାଳୀ ରାଜା ।ସେ ପେଶୱାର (ପ୍ରଧାନମନ୍ତ୍ରୀ ) ପରିଚାଳକ ରୂପେ ଥିଲେ ,ଯେତେବେଳେ ମରାଠାର ଚତୁର୍ଥ ରାଜା ଛତ୍ରପତି (ରାଜା) ସାହୁଶାସନ କରୁଥିଲେ, ୧୭୨୦ ଠାରୁ ବାଜିରାଓ ଙ୍କ ମୃତ୍ୟୁ ପଯ୍ୟନ୍ତ।ସେ ମଧ୍ୟ ବାଜିରାଓ ବଲ୍ଲାର ଓ ତୋରାଲେ ରୂପେ ଜଣାଥିଲେ ମରାଠୀ ବାଜିରାଓ.[]

ବାଜିରାଓ ଙ୍କ ବହାଦୂରୀ ବ୍ୟୟ କେବଳମରାଠା ସାମ୍ରାଜ୍ୟସହିତ,ପ୍ରଧାନତଃ ଉତ୍ତରରେ,ସେ ନିଜ ପୁଅ ମାନଙ୍କ ପାଇଁ ଶାସନକାଳରେ ନିଜର ମୃତର୨୦ ବର୍ଷ ପରେ ବି ଯୋଗଦାନ କରିବା ପରି କାର୍ଯ୍ୟ କରିଥିଲେ।ବାଜିରାଓ ସାଧରଣତଃ ସବୁଠୁ ପେଶୱାର ଭଟ୍ଟ ପରିବାରର ପ୍ରଭାବଶୀଳ ରାଜା ଭାବେ ଜଣାଥିଲେ।[ଆଧାର ଲୋଡ଼ା]

ବାଲ୍ୟ ଜିବନୀ

ବାଜିରାଓ ଭଟ୍ଟ ପରିବାରରେ ଚିତ ପାବନ ବ୍ରହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ।[] ତାଙ୍କ ପିତା ବାଲାଜୀ ବିଶ୍ୱନାଥ was ପ୍ରଥମପେଶୱା ଛତ୍ରପତି ସାହୁ;ତାଙ୍କ ମା ରାଧବାଇ।ବାଜିରାଓ ଙ୍କ ଗୋଟେ ସାନ ଭାଇ ଥିଲେ ଚିମ୍ନାଜୀ ରାଓ.[] ବାଜିରାଓ ତାଙ୍କ ପିତା ଙ୍କ ସହ ସାମରିକ ଅଭ୍ୟାସ ପାଇଁ ଯାଉଥିଲେ।[] ଯେବେ ବିଶ୍ୱନାଥ ୧୭୨୦ରେ ମୃତ୍ୟୁ ବରଣ କରିଥିଲେ,ସାହୁଜୀ ବାଜିରାଓ ଙ୍କୁ ପେଶୱାର ମୁଖ୍ୟ ଭାବେ ନିଯୁକ୍ତିମାତ୍ର ୨୦ ବର୍ଷରେ କରିଥିଲେ।[] ସେ କହୁଥିଲେ, ହିନ୍ଦୁ ପେଡ ପାଦଶାହି (ହିନ୍ଦୁ ସାମ୍ରାଜ୍ୟ ) ର ଆଦର୍ଶ ର ପ୍ରଚାର କରାଯାଇଛି,[] କିନ୍ତୁ ଏ ସବୁ ତାଙ୍କ ଉତ୍ତରଅଧିକାରୀଙ୍କ "ଆନ୍ତରିକତା" ଉପରେ ନିର୍ଭର କରେ ।[]

ପେଶୱାରେ ବାଲ୍ୟକାଳ

ମୋଗଲଙ୍କ ପତନ ଭାଗ୍ୟର କାରଣ, ସେ ବିବୃତି ଦେଲେକି "ଆଘାତ ପରେ ଆଘାତ" ଦେଲେ ବୋଲି ନିଜ ପତନର କାରଣ ନିଜେ।[][୧୦][୧୧] ଯେମିତିକି, ନୂଆ ପେଶୱା ବିପଦ ର ସମ୍ମୁଖିନ କରେ, ସେ ମଧ୍ୟ ସମୁଖୀନ କରିଥିଲେ:,[]

ନିଜ଼ାମଙ୍କ ବିରୋଧରେ ଯୁଦ୍ଧଯାତ୍ରା

ରାଜଧାନୀ ପୁନେ

ପେଶୱା ବାଜିରାଓ ୧ଅଶ୍ୱରୋହଣ ପ୍ରତିମୂର୍ତ୍ତି ଶନିୱାର ୱାଡା (ଶନିୱାର )ପୁନେ

ମାଲୱା ଅଭିଯାନ

ବୁନ୍ଦେଲଖଣ୍ଡ ଅଭିଯାନ

ଗୁଜୁରାଟ ଅଭିଯାନ

ସିଦ୍ଧି ବିରୋଧରେ ଯୁଦ୍ଧଯାତ୍ରା

ଦିଲ୍ଲୀ କୁ ଅଭିଯାନ

ପତ୍ତୃଗ୍ରିଜ୍ ଙ୍କୁ ବିରୋଧ

ବ୍ୟକ୍ତିଗତ ଜୀବନ

ମସ୍ତାନୀ

ପେଶୱା ବାଜିରାଓଙ୍କ ପ୍ରଥମ ପତ୍ନୀ କାଶିବାଇ ଥିଲେ; ତାଙ୍କର ତିନୋଟି ପୁଅ ଥିଲେ: ବାଲାଜୀ ବାଜିରାଓ (ନାନା ସାହେବ), ରଘୁନାଥ ରାଓ ଏବଂ ଜନାର୍ଦନ ରାଓ (ତାଙ୍କରଛୋଟବେଳ ମୃତ୍ୟୁୁ ହୋଇଯାଇଥିଲା)।[୧୨]ନାନା ସାହେବ ପେଶୱାରେ ସଫଳତା ପାଇଥିଲେ ୧୭୪୦,ସେତେବେଳେ ତାଙ୍କ ନାମ ବାଲାଜୀ ବାଜିରାଓ ଥିଲେ। ବାଜିରାଓଙ୍କ ଦ୍ଵତୀୟ ପତ୍ନୀ ମସ୍ତାନୀ ଛତ୍ରଶାଲଙ୍କ ଝିଅ। ବାଜିରାଓ ମସ୍ତାନୀଙ୍କୁ ବହୁତ ଭଲପାଇ ବସିଥିଲେ,ସେ ତାଙ୍କ ମସ୍ତାନୀ ପାଇଁ ମହଲ ତିଆରି କରିଥିଲେ ପୁନେଠାରେ,ତା ନାମମସ୍ତାନୀ ମହଲ.

ଜୀବନର ସମାପ୍ତି

ବାଜିରାଓଙ୍କ ସ୍ମୃତିପୀଠ, ରବେରଖେଡି

ବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟିମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହଉଚି ନୀଳକଣ୍ଠେଶ୍ଵର ମହାଦେବ (ଶିବ)ଏବଂ ରାମେଶ୍ୱର (ରାମ).[୧୩]

Expansion of the Maratha territories during Bajirao I's reign
ଫାଇଲ:Historical map of India AD 1720.jpg
Maratha and non-Maratha territories in present-day India, in 1720
Maratha and non-Maratha territories in present-day India, in 1720 
ଫାଇଲ:Historical map of India AD 1740.jpg
Maratha and non-Maratha territories in present-day India, in 1740
Maratha and non-Maratha territories in present-day India, in 1740 

ରଣ କୌଶଳ

An information plaque just below the statue of Bajirao Peshwa describes him as RannMard or 'Man of the battlefield'

ଆଧାର

  1. Arvind Javlekar (2005). Lokmata Ahilyabai. Ocean Books (P)Ltd.
  2. James Heitzman (2008). The City in South Asia. Routledge.
  3. Sandhya Gokhale (2008). The Chitpavans: social ascendancy of a creative minority in Maharashtra, 1818-1918. Shubhi. p. 82. ISBN 978-81-8290-132-2.
  4. Valentine, Sir Chirol (7 ଫେବୃଆରୀ 2012). Indian Unrest. tredition. p. 72. ISBN 978-3-8472-0599-9.
  5. ୫.୦ ୫.୧ ୫.୨ G.S.Chhabra (1 ଜାନୁଆରୀ 2005). Advance Study in the History of Modern India (Volume-1: 1707-1803). Lotus Press. pp. 19–28. ISBN 978-81-89093-06-8.
  6. Shripad Rama Sharma (1951). The Making of Modern India: From A. D. 1526 to the Present Day. Orient Longmans. p. 239.
  7. B.N. Puri; M.N. Das (1 ଡିସେମ୍ବର 2003). A Comprehensive History of India: Comprehensive history of medieval India. Sterling Publishers Pvt. Ltd. p. 212. ISBN 978-81-207-2508-9.
  8. Shamsul Islam (2006). Religious Dimensions of Indian Nationalism: A Study of RSS. Media House. p. 80. ISBN 978-81-7495-236-3.
  9. S. N. Sen (1 ଜାନୁଆରୀ 2006). History Modern India. New Age International. p. 11. ISBN 978-81-224-1774-6.
  10. Ashvini Agrawal (1 ଜାନୁଆରୀ 1983). Studies in Mughal History. Motilal Banarsidass Publ. p. 204. ISBN 978-81-208-2326-6.
  11. G.S.Chhabra (1 ଜାନୁଆରୀ 2005). Advance Study in the History of Modern India (Volume-1: 1707-1803). Lotus Press. p. 20. ISBN 978-81-89093-06-8.
  12. B. P. Saha (1997). Begams, concubines, and memsahibs. Vikas. p. 88.
  13. "Brindaban dedicated to the memory of Shrimant Baji Rao Peshwa". ASI Bhopal. Retrieved 23 ଡିସେମ୍ବର 2015.