ବାଜିରାଓ ୧

ଉଇକିପିଡ଼ିଆ ରୁ
Jump to navigation Jump to search
ପେଶୱାଶ୍ରୀମନ୍ତ ପେଶୱା [୧]
ବାଜିରାଓ I
ବଲ୍ଲାର[୨]
श्रीमंत बाजीराव बल्लाळ बाळाजी भट
Peshwa Baji Rao I riding horse.jpg
Flag of the Maratha Empire.svg Peshwa of Maratha Empire
In office
୧୭୨୦ – ୧୭୪୦
Monarchଛତ୍ରପତି ସାହୁଜୀ
ପୂର୍ବ ଅଧିକାରୀବାଲାଜୀ ବିଶ୍ୱନାଥ
ପର ଅଧିକାରୀବାଲାଜୀ ବାଜିରାଓ
ବ୍ୟକ୍ତିଗତ ସବିଶେଷ
ଜନ୍ମଅଗଷ୍ଟ ୧୮, ୧୭୦୦(1700-08-18)
ମୃତ୍ୟୁ୨୮ ଅପ୍ରେଲ ୧୭୪୦ (୩୯ ବର୍ଷ)
ରବେରଖେଡି
ଜୀବନ ସାଥୀକାଶିବାଈ, ମସ୍ତାନୀ
ସମ୍ପର୍କଚିମ୍ନାଜୀ ଆପ୍ପା (ଭାଇ)
ସନ୍ତାନନାନାସାହେବ (ବାଲାଜୀ ବାଜିରାଓ), ରଘୁନାଥ ରାଓ ଏବଂ ସମସେର ବାହାଦୂର I (କ୍ରିଷ୍ଣା ରାଓ )
ବାପା/ମା'ବାଲାଜୀ ବିଶ୍ୱନାଥ ଏବଂ ରାଧାବାଇ
ଧର୍ମହିନ୍ଦୁ


ବାଜିରାଓ ୧ (୧୮ଅଗଷ୍ଟ ୧୭୦୦ –୨୮ ଏପ୍ରିଲ୧୭୪୦ ) ଭାରତର ମରାଠା ସାମ୍ରାଜ୍ୟ ପ୍ରଭାବଶାଳୀ ରାଜା। ସେ ପେଶୱାର (ପ୍ରଧାନମନ୍ତ୍ରୀ ) ପରିଚାଳକ ରୂପେ ଥିଲେ ,ଯେତେବେଳେ ମରାଠାର ଚତୁର୍ଥ ରାଜା ଛତ୍ରପତି (ରାଜା) ସାହୁଶାସନ କରୁଥିଲେ, ୧୭୨୦ ଠାରୁ ବାଜିରାଓଙ୍କ ମୃତ୍ୟୁ ପଯ୍ୟନ୍ତ। ସେ ମଧ୍ୟ ବାଜିରାଓ ବଲ୍ଲାର ଓ ତୋରେଲ ରୂପେ ଜଣାଥିଲେ ମରାଠୀ ବାଜିରାଓ.[୩]

ବାଜିରାଓଙ୍କ ବାହାଦୂରୀ ବ୍ୟୟ କେବଳମରାଠା ସାମ୍ରାଜ୍ୟସହିତ,ପ୍ରଧାନତଃ ଉତ୍ତରରେ,ସେ ନିଜ ପୁଅ ମାନଙ୍କ ପାଇଁ ଶାସନକାଳରେ ନିଜର ମୃତର୨୦ ବର୍ଷ ପରେ ବି ଯୋଗଦାନ କରିବା ପରି କାର୍ଯ୍ୟ କରିଥିଲେ।ବାଜିରାଓ ସାଧରଣତଃ ସବୁଠୁ ପେଶୱାର ଭଟ୍ଟ ପରିବାରର ପ୍ରଭାବଶୀଳ ରାଜା ଭାବେ ଜଣାଥିଲେ।[ଆଧାର ଲୋଡ଼ା]

ବାଲ୍ୟ ଜିବନୀ[ସମ୍ପାଦନା]

ବାଜିରାଓ ଭଟ୍ଟ ପରିବାରରେ ଚିତ ପାବନ ବ୍ରହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ।[୪] ତାଙ୍କ ପିତା ବାଲାଜୀ ବିଶ୍ୱନାଥ was ପ୍ରଥମପେଶୱା ଛତ୍ରପତି ସାହୁ;ତାଙ୍କ ମା ରାଧବାଇ।ବାଜିରାଓଙ୍କ ଗୋଟେ ସାନ ଭାଇ ଥିଲେ ଚିମ୍ନାଜୀ ରାଓ.[୫] ବାଜିରାଓ ତାଙ୍କ ପିତାଙ୍କ ସହ ସାମରିକ ଅଭ୍ୟାସ ପାଇଁ ଯାଉଥିଲେ।[୫] ଯେବେ ବିଶ୍ୱନାଥ ୧୭୨୦ରେ ମୃତ୍ୟୁ ବରଣ କରିଥିଲେ,ସାହୁଜୀ ବାଜିରାଓଙ୍କୁ ପେଶୱାର ମୁଖ୍ୟ ଭାବେ ନିଯୁକ୍ତିମାତ୍ର ୨୦ ବର୍ଷରେ କରିଥିଲେ।[୬] ସେ କହୁଥିଲେ, ହିନ୍ଦୁ ପେଡ ପାଦଶାହି (ହିନ୍ଦୁ ସାମ୍ରାଜ୍ୟ )ର ଆଦର୍ଶର ପ୍ରଚାର କରାଯାଇଛି,[୭] କିନ୍ତୁ ଏ ସବୁ ତାଙ୍କ ଉତ୍ତରଅଧିକାରୀଙ୍କ "ଆନ୍ତରିକତା" ଉପରେ ନିର୍ଭର କରେ ।[୮]

ପେଶୱାରେ ବାଲ୍ୟକାଳ[ସମ୍ପାଦନା]

ମୋଗଲଙ୍କ ପତନ ଭାଗ୍ୟର କାରଣ, ସେ ବିବୃତି ଦେଲେକି "ଆଘାତ ପରେ ଆଘାତ" ଦେଲେ ବୋଲି ନିଜ ପତନର କାରଣ ନିଜେ।[୯][୧୦][୧୧] ଯେମିତିକି, ନୂଆ ପେଶୱା ବିପଦର ସମ୍ମୁଖିନ କରେ, ସେ ମଧ୍ୟ ସମୁଖୀନ କରିଥିଲେ:,[୫]

ନିଜ଼ାମଙ୍କ ବିରୋଧରେ ଯୁଦ୍ଧଯାତ୍ରା[ସମ୍ପାଦନା]

୦୪ ଜାନୁଆରୀ ୧୭୨୧,ବାଜିରାଓ ନିଜାମ-ଉଲ-ମୂଳକ ଆସଫ ଯାହ୧ ଚିଖଲସ୍ଥାନଠାରେ ତାଙ୍କର ଗୋଟେ ଚୁକ୍ତି ସ୍ଥିର କରାଯାଇଥିଲା। ନିଜାମ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଦେଲେ,ଚୁକ୍ତି ଅନୁସାରେ ମରାଠା ନିଜ ଟିକସ/କର Deccan ପ୍ରଦେଶରୁ ଗ୍ରହଣ କରିଥାନ୍ତା।[୫] ନିଜାମ ୱାଜିରଠାରେ ମୋଗଲ ସାମ୍ରାଜ୍ୟ୧୭୨୨ରେ ଗଢିଥିଲେ, ଧୀରେଧୀରେ ତାଙ୍କ ସାମ୍ରାଜ୍ୟ ଶକ୍ତିଶାଳୀ ହୋଇଯାଇଥିଲା, ରାଜା ମହମ୍ମଦ ଶାହା Deccan ଠାରୁ ୱାଧା ୧୭୨୩କୁ ଆକ୍ରମଣ କରି ନିଜ ଅଧୀନକୁ ଆଣିଥିଲେ।

ରାଜଧାନୀ ପୁନେ[ସମ୍ପାଦନା]

ପେଶୱା ବାଜିରାଓ ୧ଅଶ୍ୱରୋହଣ ପ୍ରତିମୂର୍ତ୍ତି ଶନିୱାର ୱାଡା (ଶନିୱାର )ପୁନେ

ମାଲୱା ଅଭିଯାନ[ସମ୍ପାଦନା]

ବୁନ୍ଦେଲଖଣ୍ଡ ଅଭିଯାନ[ସମ୍ପାଦନା]

ଗୁଜରାଟ ଅଭିଯାନ[ସମ୍ପାଦନା]

ସିଦ୍ଧି ବିରୋଧରେ ଯୁଦ୍ଧଯାତ୍ରା[ସମ୍ପାଦନା]

ଦିଲ୍ଲୀକୁ ଅଭିଯାନ[ସମ୍ପାଦନା]

ପର୍ତ୍ତୁଗୀଜଙ୍କୁ ବିରୋଧ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମସ୍ତାନୀ

ପେଶୱା ବାଜିରାଓଙ୍କ ପ୍ରଥମ ପତ୍ନୀ କାଶିବାଇ ଥିଲେ; ତାଙ୍କର ତିନୋଟି ପୁଅ ଥିଲେ: ବାଲାଜୀ ବାଜିରାଓ (ନାନା ସାହେବ), ରଘୁନାଥ ରାଓ ଏବଂ ଜନାର୍ଦନ ରାଓ (ତାଙ୍କରଛୋଟବେଳ ମୃତ୍ୟୁୁ ହୋଇଯାଇଥିଲା)।[୧୨]ନାନା ସାହେବ ପେଶୱାରେ ସଫଳତା ପାଇଥିଲେ ୧୭୪୦,ସେତେବେଳେ ତାଙ୍କ ନାମ ବାଲାଜୀ ବାଜିରାଓ ଥିଲେ। ବାଜିରାଓଙ୍କ ଦ୍ୱତୀୟ ପତ୍ନୀ ମସ୍ତାନୀ ରାଜା ଛତ୍ରଶାଲଙ୍କ ଝିଅ ଥିଲେ। ବାଜିରାଓ ମସ୍ତାନୀଙ୍କୁ ବହୁତ ଭଲପାଇ ବସିଥିଲେ,ସେ ତାଙ୍କ ମସ୍ତାନୀ ପାଇଁ ପୁନେଠାରେ ମହଲ ତିଆରି କରିଥିଲେ ,ତା ନାମମସ୍ତାନୀ ମହଲ ରଖିଥିଲେ।

ଜୀବନର ସମାପ୍ତି[ସମ୍ପାଦନା]

ବାଜିରାଓଙ୍କ ସ୍ମୃତିପୀଠ, ରବେରଖେଡି

ବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟି ମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହେଉଚି ନୀଳକଣ୍ଠେଶ୍ୱର ମହାଦେବ (ଶିବ)ଏବଂ ରାମେଶ୍ୱର (ରାମ).[୧୩]

Expansion of the Maratha territories during Bajirao I's reign

ରଣ କୌଶଳ[ସମ୍ପାଦନା]

An information plaque just below the statue of Bajirao Peshwa describes him as RannMard or 'Man of the battlefield'

ଆଧାର[ସମ୍ପାଦନା]

  1. Arvind Javlekar (2005). Lokmata Ahilyabai. Ocean Books (P)Ltd.
  2. James Heitzman (2008). The City in South Asia. Routledge.
  3. Sandhya Gokhale (2008). The Chitpavans: social ascendancy of a creative minority in Maharashtra, 1818-1918. Shubhi. p. 82. ISBN 978-81-8290-132-2.
  4. Valentine, Sir Chirol (7 February 2012). Indian Unrest. tredition. p. 72. ISBN 978-3-8472-0599-9.
  5. ୫.୦ ୫.୧ ୫.୨ ୫.୩ G.S.Chhabra (1 January 2005). Advance Study in the History of Modern India (Volume-1: 1707-1803). Lotus Press. pp. 19–28. ISBN 978-81-89093-06-8.
  6. Shripad Rama Sharma (1951). The Making of Modern India: From A. D. 1526 to the Present Day. Orient Longmans. p. 239.
  7. B.N. Puri; M.N. Das (1 December 2003). A Comprehensive History of India: Comprehensive history of medieval India. Sterling Publishers Pvt. Ltd. p. 212. ISBN 978-81-207-2508-9.
  8. Shamsul Islam (2006). Religious Dimensions of Indian Nationalism: A Study of RSS. Media House. p. 80. ISBN 978-81-7495-236-3.
  9. S. N. Sen (1 January 2006). History Modern India. New Age International. p. 11. ISBN 978-81-224-1774-6.
  10. Ashvini Agrawal (1 January 1983). Studies in Mughal History. Motilal Banarsidass Publ. p. 204. ISBN 978-81-208-2326-6.
  11. G.S.Chhabra (1 January 2005). Advance Study in the History of Modern India (Volume-1: 1707-1803). Lotus Press. p. 20. ISBN 978-81-89093-06-8.
  12. B. P. Saha (1997). Begams, concubines, and memsahibs. Vikas. p. 88.
  13. "Brindaban dedicated to the memory of Shrimant Baji Rao Peshwa". ASI Bhopal. Retrieved 23 December 2015.

ବାହାର ତଥ୍ୟ[ସମ୍ପାଦନା]