"ଧନୁ (ରାଶି)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ପୃଷ୍ଠାଟିକୁ ଖାଲି କରିଦେଲେ |
Hpsatapathy (ଆଲୋଚନା | ଅବଦାନ) ଟିକେ ପୃଷ୍ଠା ତିଆରି |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
ସୌରଜଗତରେ [[ଗ୍ରହ]] ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ଧନୁ ହେଉଛି ତନ୍ମଧ୍ୟରୁ ନବମ ରାଶି ।<ref name=Astrojyoti>{{cite web|title=Zodiac|url=http://www.astrojyoti.com/lesson1.htm|accessdate=30 September 2015}}</ref> |
|||
== ଜ୍ୟୋତିଷୀୟ ପୃଷ୍ଠଭୂମି == |
|||
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], [[ମିଥୁନ (ରାଶି)|ମିଥୁନ]], [[କର୍କଟ (ରାଶି)|କର୍କଟ]], [[ସିଂହ (ରାଶି)|ସିଂହ]], [[କନ୍ୟା (ରାଶି)|କନ୍ୟା]], [[ତୁଳା (ରାଶି)|ତୁଳା]], [[ବିଛା (ରାଶି)|ବିଛା]], ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।<ref name=Astroved>{{cite web|title=Sun Sign and Moon Sign|url=http://www.astroved.com/articles/sun-sign-and-moon-sign|accessdate=1 October 2015}}</ref> |
|||
* ରାଶିଚକ୍ରରେ ଧନୁ ରାଶିର ଅବସ୍ଥାନ ୨୪୧ ଡିଗ୍ରୀରୁ ୨୭୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୃହସ୍ପତି ଏହାର ଅଧିପତି ଗ୍ରହ ।<ref name=Astrojyoti></ref> |
|||
* ହିନ୍ଦୁ ଜ୍ୟୋତିଷରେ ଧନୁ ରାଶିର ଆକୃତି/ସଂକେତ ଏକ ଏକ ମନୁଷ୍ୟ ଧନୁ ଧରିଥିବା ପରି । |
|||
* ବୈଦିକ ଜ୍ୟୋତିଷମତେ ଧନୁ ରାଶି କ୍ଷତ୍ରୀୟ ଜାତି, ସତ୍ତ୍ଵଗୁଣୀ, ଅଗ୍ନିତତ୍ତ୍ଵ ବିଶିଷ୍ଟ ଏକ ଚର ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref> |
|||
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ଧନୁ ରାଶିରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷି, ଜ୍ଞାନୀ ତଥା ଆଶାବାଦୀ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref> |
|||
== ଅଧିକ ତଥ୍ୟ == |
|||
* [https://en.wikipedia.org/wiki/Indian_national_calendar "Indian national calendar"] |
|||
== ଆଧାର == |
|||
{{ଆଧାର}} |
|||
[[ଶ୍ରେଣୀ:ଜ୍ୟୋତିଷୀ]] |
|||
[[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]] |
|||
{{ଅଧାଗଢା}} |
୧୯:୧୮, ୩ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ସୌରଜଗତରେ ଗ୍ରହ ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ଧନୁ ହେଉଛି ତନ୍ମଧ୍ୟରୁ ନବମ ରାଶି ।[୧]
ଜ୍ୟୋତିଷୀୟ ପୃଷ୍ଠଭୂମି
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୨] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[୪]
- ରାଶିଚକ୍ରରେ ଧନୁ ରାଶିର ଅବସ୍ଥାନ ୨୪୧ ଡିଗ୍ରୀରୁ ୨୭୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୃହସ୍ପତି ଏହାର ଅଧିପତି ଗ୍ରହ ।[୧]
- ହିନ୍ଦୁ ଜ୍ୟୋତିଷରେ ଧନୁ ରାଶିର ଆକୃତି/ସଂକେତ ଏକ ଏକ ମନୁଷ୍ୟ ଧନୁ ଧରିଥିବା ପରି ।
- ବୈଦିକ ଜ୍ୟୋତିଷମତେ ଧନୁ ରାଶି କ୍ଷତ୍ରୀୟ ଜାତି, ସତ୍ତ୍ଵଗୁଣୀ, ଅଗ୍ନିତତ୍ତ୍ଵ ବିଶିଷ୍ଟ ଏକ ଚର ରାଶି ।[୫]
- ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ଧନୁ ରାଶିରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷି, ଜ୍ଞାନୀ ତଥା ଆଶାବାଦୀ ହୋଇଥାନ୍ତି ।[୬]
ଅଧିକ ତଥ୍ୟ
ଆଧାର
- ↑ ୧.୦ ୧.୧ "Zodiac". Retrieved 30 September 2015.
- ↑ "Indian Clendars" (PDF). Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Sun Sign and Moon Sign". Retrieved 1 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
- ↑ "Misha(Aries)". Retrieved 30 September 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |