ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ ।[୧] ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।
ଅଂଶଗ୍ରହଣ କରୁଥିବା ୧୬ ଜଣ ଦଳକୁ ଚାରୋଟି ବିଭାଗରେ ବଣ୍ଟନ କରାଯାଇଅଛି । ପ୍ରତ୍ୟେକ ଦଳ ନିଜ ବିଭାଗରେ ଥିବା ଅନ୍ୟ ଦଳଗୁଡ଼ିକ ସହ ଥରେ ଥରେ ଖେଳିବେ । ପ୍ରତି ବିଭାଗରେ ପ୍ରଥମ ସ୍ଥାନ ଦାଖଲ କରିଥିବା ଦଳ କ୍ୱାର୍ଟର ଫାଇନାଲକୁ ଯିବେ । ଅନ୍ୟପକ୍ଷରେ ପ୍ରତି ବିଭାଗରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ କ୍ରସ ଓଭର ଖେଳିବେ । ସେଠାରେ ଏକ ସିଙ୍ଗଲ ଏଲିମିନେସନ ପ୍ରତିଯୋଗିତା ହେବ । ଯେଉଁଠାରେ ହାରିଲାମାତ୍ରକେ ବିଶ୍ୱକପ ଦୌଡରୁ ଦଳଟି ବାଦ ପଡ଼ିଯିବ । ବିଶ୍ୱ ହକିର ୧୬ଟି ରାଷ୍ଟ୍ରକୁ ନେଇ ୧୯ ଦିନ ଧରି ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ମୋଟ ୩୬ଟି ମ୍ୟାଚ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍ ମ୍ୟାଚ ଖେଳାଯିବ। ଡିସେମ୍ବର ୧୦ ଓ ୧୧ରେ ୪ଟି କ୍ରସ ଓଭର ମ୍ୟାଚ ଖେଳାଯିବାବେଳେ ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ୧୫ରେ ୨ଟି ସେମିଫାଇନାଲ ଓ ୧୬ରେ ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ।[୩]
ମାର୍ଚ୍ଚ ୨୦୧୩ ମସିହାରେ ଏହି ୨୦୧୮ ପୁରୁଷ ବିଶ୍ୱକପ ନିମିତ୍ତ ଅଷ୍ଟ୍ରେଲିଆ, ବେଲଜିୟମ, ଭାରତ, ମାଲେସିଆ ଏବଂ ନିଉଜିଲାଣ୍ଡ ନିଲାମୀ ଧରିଥିଲେ ।[୪][୫] ବିଭିନ୍ନ କାରଣବଶତଃ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଏହି ନିଲାମୀ ଦୌଡରୁ ବାହାରିଯାଇଥିଲେ ।[୬][୭] ୭ ନଭେମ୍ବର ୨୦୧୩ ମସିହାରେ ଏକ ଭବ୍ୟ ସମାରୋହରେ ଭାରତରେ ଏହି ପ୍ରତିଯୋଗିତା ହେବ ବୋଲି ଘୋଷଣା କରାଯାଇଥିଲା ।
ନିମ୍ନରେ କେଉଁ ଦଳ କିଭଳି ଯୋଗ୍ୟତା ଅର୍ଜନ କଲେ ତାହା ଦର୍ଶାଯାଇଛି ।[୮]
- ^1 – ଭାରତ ଉଭୟ ଅୟୋଜନକାରୀ ଦେଶ ଏବଂ ମହାଦେଶୀୟ ବିଜୟୀ ଦଳ ଭାବରେ ଯୋଗ୍ୟତା ଅର୍ଜନ କରିଥିଲା । ତେଣୁ ସେହି କୋଟାରେ ଚୀନକୁ ଯୋଗ୍ୟତା ମିଳିଥିଲା । ଚୀନ ପ୍ରଥମ ଥର ପାଇଁ ଏହି ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି ।[୯]
କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସର ଗ୍ୟାଲେରି ସଂପ୍ରସାରଣ କରାଯାଇ ଦର୍ଶକଙ୍କ ସଂଖ୍ୟା ୨୦ ହଜାରକୁ ବୃଦ୍ଧି କରା ଯାଇଥିବା ବେଳେ ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର ଟିକଟ ବିକ୍ରି କରାଯିବ ।
ଲିଗ୍, କ୍ରସ୍ ଓଭର ଓ କ୍ୱାର୍ଟରଫାଇନାଲ ମ୍ୟାଚ ଟିକଟ ମୂଲ୍ୟ
[ସମ୍ପାଦନା]
ପୂର୍ବ ଷ୍ଟାଣ୍ଡ- ୨୦୦ ଟଙ୍କା
ଉତ୍ତର ଷ୍ଟାଣ୍ଡ -୧୦୦ ଟଙ୍କା
ଦକ୍ଷିଣ ଷ୍ଟାଣ୍ଡ- ୧୦୦ ଟଙ୍କା[୩]
ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ର ଟିକଟ ମୂଲ୍ୟ
[ସମ୍ପାଦନା]
ପୂର୍ବ ଷ୍ଟାଣ୍ଡ- ୨୫୦ ଟଙ୍କା
ଉତ୍ତର ଷ୍ଟାଣ୍ଡ -୧୫୦ ଟଙ୍କା
ଦକ୍ଷିଣ ଷ୍ଟାଣ୍ଡ-୧୫୦ ଟଙ୍କା[୩]
ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ‘ମାଇ ହାର୍ଟ ବିଟ୍ସ ଫର୍ ହକି’ କାର୍ଯ୍ୟକ୍ରମ ଏବଂ ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’- ଏହି ସ୍ଲୋଗାନ୍ ନେଇ ଭାରତର ବଡ଼ ବଡ଼ ସହରଗୁଡିକ ସହ, ସିଡ୍ନୀ, ମ୍ୟୁନିକ୍, ଲଣ୍ଡନ ସହରଗୁଡ଼ିକରେ ପ୍ରଚାର ଓ ପ୍ରସାର ଚାଲୁଅଛି । [୧୦] ବିଶ୍ୱକପ୍ର ମାସ୍କଟ୍ ‘ଓଲି’କୁ ପୁରୀ ବେଳାଭୂମିରେ ଉନ୍ମୋଚନ କରାଯାଇଥିଲା ।[୧୧]
ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶ୍ୱକପ୍ ଟ୍ରଫି ପ୍ରତିକୃତି ୧୬ ଅକ୍ଟୋବରରେ ଉନ୍ମୋଚିତ ହୋଇଥିଲା । [୧୨]
ପ୍ରତି ଦଳକୁ ପିଏସ୍ଓ ଓ ପେଟ୍ରୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। କ୍ଲୋଜ ସର୍କିଟ କ୍ୟାମେରା, ଡ୍ରୋନ୍ କ୍ୟାମେରା ଉପଯୋଗ ହେବାସହ କ୍ୟୁଏଟି ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ ।[୧୩][୧୪] ପଶ୍ଚିମ ଓଡ଼ିଶା କାରିଗରୀମାନଙ୍କଦ୍ୱାରା ଇକତ ହସ୍ତଶିଳ୍ପ ଓ ଡ୍ରୋକ୍ରା, କଟକ କାରିଗରୀମାନଙ୍କଦ୍ୱାରା ତାରକସୀ କାରୁକାର୍ଯ୍ୟ ଓ ନବରଙ୍ଗପୁର କାରିଗରୀମାନଙ୍କଦ୍ୱାରା ଲାଖ କାର୍ଯ୍ୟ ପ୍ରସ୍ତୁତ କରାଯିବ। ଉକ୍ତ ହସ୍ତଶିଳ୍ପକୁ ଉପହାର ଖେଳାଳି, ଅଫିସିଆଲ ଓ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ ।[୧୫] ପାନ୍ଥନିବାସଠାରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ ଜାତୀୟ ସ୍ତରୀୟ ଚିତ୍ରକଳା ଶିବିର, ଏଥିରେ ସ୍ଥାନ ପାଇଥିବା ଚିତ୍ରକଳାଗୁଡିକୁ ବିଶ୍ୱକପ ସମୟରେ ପ୍ରଦର୍ଶିତ କରାଯିବ ।[୧୬] ବିଶ୍ୱକପ ସମୟରେ ବଡ଼ ଏଲଇଡି ମାଧ୍ୟମରେ ଦର୍ଶକ ଫ୍ୟାନ ପାର୍କରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ସହିତ ପୁରସ୍କାର ମଧ୍ୟ ହାସଲ କରିବାର ସୁଯୋଗ ରହିଛି । [୧୭]
ବିଶ୍ୱକପ୍ ଉଦଘାଟନୀ ସମାରୋହରେ ହିନ୍ଦୀ ଚଳଚ୍ଚିତ୍ର ନାୟକ ଶାହରୁଖ ଖାନ୍ ଯୋଗ ଦେବେ । ବିଶ୍ୱକପର ମୁଖ୍ୟ ସଙ୍ଗୀତ ଏଆର୍ ରହମାନ୍ ପ୍ରସ୍ତୁତ କରିଛନ୍ତି ।[୧୮]
୨୭ ନଭେମ୍ବରରେ ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା । ଏହି ସମାରୋହରେ ବହୁ ମାନ୍ୟଗଣ ବ୍ୟକ୍ତି ଯଥା ବଲିଉଡ କଳାକାର, ପୁରାତନ ୧୯୭୫ ବିଶ୍ୱକପ ବିଜେତା ଇତ୍ୟାଦି ଯୋଗ ଦେବା ସହ, ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।[୧୯][୨୦][୨୧]
-
ହକି ବିଶ୍ୱକପର ପ୍ରତିକୃତି
-
ଭାଗନେଇଥିବା ଦଳଗୁଡ଼ିକର ଅଧିନାୟକମାନଙ୍କର ସହିତ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନ
-
ଏକ ନୃତ୍ୟ ପରିବେଷଣ କରୁଥିବାବେଳେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ
-
ଏକ ଗୀତ ଗାଇବା ଅବସରରେ ଏ. ଆର. ରହମାନ
-
ଉଦଘାଟନ ଉତ୍ସବର ମଜାନେଉଥିବା ଦର୍ଶକଗଣ
-
ଆତସବାଜୀର ଏକ ଦୃଶ୍ୟ
-
ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ନବୀନ ପଟ୍ଟନାୟକ
-
ଉଦଘାଟନ ସମାରୋହରେ ଏକ ଆଦିବାସୀମାନଙ୍କଦ୍ୱାରା ଏକ ପାରମ୍ପରିକ ନୃତ୍ୟ
-
ମଞ୍ଚ ସଜ୍ଜା
୨୭ ଫେବୃୟାରୀରେ କାର୍ଯ୍ୟକ୍ରମ ସାରଣୀ ପ୍ରକାଶ ପାଇଥିଲା ।[୨୨]
Pos
|
Team
|
Pld
|
W
|
D
|
L
|
GF
|
GA
|
GD
|
Pts
|
Qualification
|
୧
|
ଆର୍ଜେଣ୍ଟିନା
|
୩
|
୨
|
୦
|
୧
|
୧୦
|
୮
|
+୨
|
୬
|
କ୍ୱାଟର ଫାଇନାଲ
|
୨
|
ଫ୍ରାନ୍ସ
|
୩
|
୧
|
୧
|
୧
|
୭
|
୬
|
+୧
|
୪
|
କ୍ରସ ଓଭର
|
୩
|
ନିଉଜିଲାଣ୍ଡ
|
୩
|
୧
|
୧
|
୧
|
୪
|
୬
|
-୨
|
୪
|
୪
|
ସ୍ପେନ
|
୩
|
୦
|
୨
|
୧
|
୬
|
୭
|
-୧
|
୪
|
ବାହାରିଗଲେ
|
ଆଧାର ମୁଖ୍ୟ ୱେବସାଇଟ
Umpires: Marcin Grochal (POL) Javed Shaikh (IND)
|
|
Umpires: Martin Madden (SCO) Peter Wright (RSA)
|
|
Umpires: Eric Koh (MAS) Dan Barstow (ENG)
|
|
Umpires: Ben Göntgen (GER) Lim Hong Zhen (SGP)
|
|
Umpires: Peter Wright (RSA) Raghu Prasad (IND)
|
|
Umpires: Eric Koh (MAS) Jonas van't Hek (NED)
|
|
Pos
|
Team
|
Pld
|
W
|
D
|
L
|
GF
|
GA
|
GD
|
Pts
|
Qualification
|
1
|
ଅଷ୍ଟ୍ରେଲିଆ
|
୩
|
୩
|
୦
|
୦
|
୧୬
|
୧
|
+୧୫
|
୯
|
କ୍ୱାଟର ଫାଇନାଲ
|
2
|
ଇଂଲଣ୍ଡ
|
୩
|
୧
|
୧
|
୧
|
୬
|
୭
|
-୧
|
୪
|
କ୍ରସ ଓଭର
|
3
|
ଚୀନ
|
୩
|
୦
|
୨
|
୧
|
୩
|
୧୪
|
-୧୧
|
୨
|
4
|
ଆୟରଲ୍ୟାଣ୍ଡ
|
୩
|
୦
|
୧
|
୨
|
୪
|
୭
|
-୩
|
୧
|
ବାହାରିଗଲେ
|
Umpires: Jonas van't Hek (NED) Francisco Vásquez (ESP)
|
|
Umpires: Eric Koh (MAS) Gregory Uyttenhove (BEL)
|
|
Umpires: Raghu Prasad (IND) David Tomlinson (NZL)
|
|
Umpires: Simon Taylor (NZL) Javed Shaikh (IND)
|
|
Umpires: Diego Barbas (ARG) Lim Hong Zhen (SGP)
|
|
Umpires: Marcin Grochal (POL) Ben Göntgen (GER)
|
|
Pos
|
Team
|
Pld
|
W
|
D
|
L
|
GF
|
GA
|
GD
|
Pts
|
Qualification
|
୧
|
ଭାରତ (ଆୟୋଜକ)
|
୨
|
୧
|
୧
|
୦
|
୭
|
୨
|
+୫
|
୪
|
କ୍ୱାଟର ଫାଇନାଲ
|
୨
|
ବେଲଜିଅମ
|
୨
|
୧
|
୧
|
୦
|
୪
|
୩
|
+୧
|
୪
|
କ୍ରସ ଓଭର
|
୩
|
କାନାଡା
|
୨
|
୦
|
୧
|
୧
|
୨
|
୩
|
-୧
|
୧
|
୪
|
ଦକ୍ଷିଣ ଆଫ୍ରିକା
|
୨
|
୦
|
୧
|
୧
|
୧
|
୬
|
-୫
|
୧
|
ବାହାରିଗଲେ
|
Umpires: ଆଦାମ କର୍ଣ୍ଷ (ଅଷ୍ଟ୍ରେଲିଆ) ଲିମ ହଙ୍ଗ ଜେନ (SGP)
|
|
Umpires: Martin Madden (SCO) Jonas van't Hek (NED)
|
|
Umpires: Marcin Grochal (POL) Francisco Vásquez (ESP)
|
|
Umpires: Eric Kim Lai Koh (MAS) David Tomlinson (NZL)
|
|
Umpires: Dan Barstow (ENG) Simon Taylor (NZL)
|
|
Pos
|
Team
|
Pld
|
W
|
D
|
L
|
GF
|
GA
|
GD
|
Pts
|
Qualification
|
1
|
ଜର୍ମାନୀ
|
୨
|
୨
|
୦
|
୦
|
୫
|
୧
|
+୪
|
୬
|
କ୍ୱାଟର ଫାଇନାଲ
|
2
|
ନେଦରଲ୍ୟାଣ୍ଡ
|
୨
|
୧
|
୦
|
୧
|
୮
|
୪
|
+୪
|
୩
|
କ୍ରସ ଓଭର
|
3
|
ପାକିସ୍ତାନ
|
୨
|
୦
|
୧
|
୧
|
୧
|
୨
|
-୧
|
୧
|
4
|
ମାଲେସିଆ
|
୨
|
୦
|
୧
|
୧
|
୧
|
୮
|
-୭
|
୧
|
ବାହାରିଗଲେ
|
Umpires: Raghu Prasad (IND) Simon Taylor (NZL)
|
|
Umpires: Dan Barstow (ENG) David Tomlinson (NZL)
|
|
Umpires: Peter Wright (RSA) Adam Kearns (AUS)
|
|
Umpires: Gregory Uttenhove (BEL) Diego Barbas (ARG)
|
|
Umpires: Javed Shaikh (IND) Gregory Uyttenhove (BEL)
|
|
Umpires: Martin Madden (SCO) Francisco Vásquez (ESP)
|
|
Umpires: Adam Kearns (AUS) Raghu Prasad (IND)
|
|
Umpires: Martin Madden (SCO) Jonas van't Hek (NED)
|
|
Umpires: Marcin Grochal (POL) Dan Barstow (ENG)
|
|
Umpires: Peter Wright (RSA) Diego Barbas (ARG)
|
|
Umpires: Javed Shaikh (IND) Ben Göntgen (GER)
|
|
Umpires: Lim Hong Zhen (SGP) Gregory Uttenhove (BEL)
|
|
Umpires: Simon Taylor (NZL) Francisco Vázquez (ESP)
|
|
Umpires: David Tomlinson (NZL) Adam Kearns (AUS)
|
|
Umpires: David Tomlinson (NZL) Ben Göntgen (GER)
|
|
Umpires: Martin Madden (SCO) Dan Barstow (ENG)
|
|
Umpires: Javed Shaikh (IND) David Tomlinson (NZL)
|
|
Pos
|
Team
|
Pld
|
W
|
D
|
L
|
GF
|
GA
|
GD
|
Pts
|
Final result
|
1
|
Belgium
|
7
|
5
|
2
|
0
|
22
|
5
|
+17
|
17
|
Gold medal
|
2
|
Netherlands
|
7
|
4
|
2
|
1
|
22
|
8
|
+14
|
14
|
Silver medal
|
3
|
Australia
|
6
|
5
|
1
|
0
|
29
|
4
|
+25
|
16
|
Bronze medal
|
4
|
England
|
7
|
3
|
1
|
3
|
12
|
23
|
−11
|
10
|
Fourth place
|
|
|
|
|
|
|
|
|
|
|
|
5
|
Germany
|
4
|
3
|
0
|
1
|
11
|
6
|
+5
|
9
|
Eliminated in quarterfinals
|
6
|
India (H)
|
4
|
2
|
1
|
1
|
13
|
5
|
+8
|
7
|
7
|
Argentina
|
4
|
2
|
0
|
2
|
12
|
11
|
+1
|
6
|
8
|
France
|
5
|
2
|
1
|
2
|
8
|
9
|
−1
|
7
|
|
|
|
|
|
|
|
|
|
|
|
9
|
New Zealand
|
4
|
1
|
1
|
2
|
4
|
8
|
−4
|
4
|
Eliminated in crossover matches
|
10
|
ଚୀନ
|
4
|
0
|
2
|
2
|
3
|
15
|
−12
|
2
|
11
|
Canada
|
4
|
0
|
1
|
3
|
3
|
13
|
−10
|
1
|
12
|
Pakistan
|
4
|
0
|
1
|
3
|
2
|
12
|
−10
|
1
|
|
|
|
|
|
|
|
|
|
|
|
13
|
Spain
|
3
|
0
|
2
|
1
|
6
|
7
|
−1
|
2
|
Eliminated in group stage
|
14
|
Ireland
|
3
|
0
|
1
|
2
|
4
|
7
|
−3
|
1
|
15
|
Malaysia
|
3
|
0
|
1
|
2
|
4
|
13
|
−9
|
1
|
16
|
South Africa
|
3
|
0
|
1
|
2
|
2
|
11
|
−9
|
1
|
Source:
FIHRules for classification: 1) round; 2) position in pools; 3) points in pools; 4) matches won; 5) goal difference; 6) goals for.
(H) Host.
ନିମ୍ନଲିଖିତ ପୁରସ୍କାରଗୁଡ଼ିକ ପ୍ରତିଯୋଗିତାର ଶେଷରେ ଦିଆଯାଇଥିଲା :
There were 157 goals scored in 36 matches, for an average of 4.36 goals per match.
7 goals
6 goals
4 goals
3 goals
2 goals
1 goal
Source: FIH