ସାହାରୁଖ ଖାଁ

ଉଇକିପିଡ଼ିଆ ରୁ
ସାହାରୁଖ ଖାଁ

ସାହାରୁଖ ଖାଁ ଭାରତର ସିନେଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ "କିଙ୍ଗ ଖାନ", "ଏସ.ଆର.କେ", "କିଙ୍ଗ ଅଫ୍ ବଲିଉଡ଼" ତଥା "ବଲିଉଡ଼ ବାଦଶାହ" ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ "ଦିବାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଖାଁ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ସାହାରୁଖ ୧୪ଟି ଫିଲ୍ମ ମଲମଯାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତିନ, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ୍ଡ଼ ଦିଲ୍ଲିଲପ କୁମାରଙ୍କ ସହିତ । ଖାଁ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ ଡର୍, ବାଜିଗର୍, ଅନମ,ମଜୁ ବନ୍ନୟା ଜେନ୍ଟନ-ମାନ୍ନ କରନ-ଅର୍ଜୁନ, କୋଇଲା, ପରଦେଶ୍, ଦିଲ ତୋ ପାଲ ହୈ, ବାଦଶାହ, ହେ ରାମ, ମଲଲେ ଦୁଲହନିଆଁ ଲେ ଜାଏଙ୍ଗେ, କୁଛ କୁଛ ହୋତା ହେ, ଦେବଦାସ, ମହୋବ୍ବତେ, ଅଶୋକା, କଲ୍ଲ ନା ହୋ, ମୈ ହୁଁ ନା, ବୀର୍-ଜାରା, ସ୍ବଦେଶ୍, ପହେଲି, କଭି ଅଲ୍ଭିଲ ନା କହ ନା, ଡନ, ଚକ୍ ଦେ ଇନଆ, ଓଁ ଶାନ୍ତିନ ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁଲ ମାଇ ନେମ ଇମ ଖାଁ, ରା.୧ ଓ ଡନ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଖାଁ ଭାରତର ତଥା ବିଶ୍ଵର ଜଣେ ଅପ୍ରତିଦ୍ବନ୍ଦୀନ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ବୀକାର କରିଛନ୍ତିସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତିଛନ୍ତିନ । ତାଙ୍କୁ ଫ୍ରନ, ମାଲୟସିଆ, ଦକ୍ଷିଣ କୋରିଆ ତଥା ବିଶ୍ଵର ବିଭିନ୍ନନଦେମସମ୍ମାମମଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ବଳ କରିଛଛନ୍ତିନ । ଲଣ୍ଡନର ପ୍ରସିଦ୍ଧ ମାମ ଟୁଡ଼ଡ୍ ତଥା ବିଶ୍ଵର ବିଭିନ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି। ବିଶ୍ଵ ଚଳଚ୍ଚିତ୍ର ଜଗତରେ ତାଙ୍କ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନିଉଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି। ସେହିପରି ଆମେରିକାର ଜର୍ଜ୍-ଟାଉନ୍ନଉନିଭର୍ସିଟି ତାଙ୍କୁ ବିଶ୍ଵର ୫୦୦ ପ୍ରଭାବଶାଳୀ ମୁମମ ମାମଙ୍କ ତାଲିକାରେ ସାମିଲ କରିଥିଲା। ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାଁ। ତାଙ୍କର ଆର୍ଯନ୍ନ ଓ ସୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତିଛନ୍ତିନ। ସାହାରୁଖ ଖାଁ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ (ତାଙ୍କ ଦଳର ନାମ ହେଲା କୋଲକାତା ନାଇଟ ରାଇଡର୍ସ୍) ଭାବରେ ଜନମାନସରେ ଆନଳନ ସୃଷ୍ଟି କରିଛଛନ୍ତିନ । ଭାରତ ତଥା ସମଗ୍ର ବିଶ୍ଵର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ସାହାରୁଖ ଖାଁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ବରେ ସାମିଲ ହୋଇଛନ୍ତିବର୍ତ୍ତମାନ ସେ କେବଳ ଜଣେ ଅଭିନେତା ହିସାବରେ ନୁହେ, ସମଗ୍ତ ବିଶ୍ଵରେ ଭାରତର ଜଣେ ପ୍ରତିମୁଖ ଭାବରେ ଅନ୍ନେନକ ସ୍ଥାନରେ ଗୃହିତ ହେଉଛନ୍ତି[୧] [୨]

[ଏହାକୁ ବଦଳାନ୍ତୁ] ଆଧାର

  1. Kumar, Anuj (11 November 2004). "Bollywood bonanza". Chennai, India: The Hindu. http://www.hindu.com/mp/2004/11/11/stories/2004111101010300.htm. Retrieved 2009-08-16. 
  2. Kamath, Sudhish (7 December 2007). "Being SRK". Chennai, India: The Hindu. http://www.hindu.com/cp/2007/12/07/stories/2007120750010100.htm. Retrieved 16 August 2009. 
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା