ହରିବଂଶ ରାୟ ବଚ୍ଚନ

ଉଇକିପିଡ଼ିଆ‌ରୁ
ହରିବଂଶ ରାୟ ବଚ୍ଚନ
father of sri AMITABH BACCHAN
ଜନ୍ମ ଓ ଜନ୍ମସ୍ଥାନହରିବଂଶ ରାୟ ବଚ୍ଚନ ଶ୍ରୀବାସ୍ତବ
(1907-11-27)୨୭ ନଭେମ୍ବର ୧୯୦୭
ଆଲାହାବାଦ,ଉତ୍ତର ପ୍ରଦେଶ
ମୃତ୍ୟୁ୧୮ ଜାନୁଆରୀ ୨୦୦୩(2003-01-18) (ବୟସ ୯୫)
ମୁମ୍ବାଇ, ଭାରତ
ବୃତ୍ତିଲେଖକ, ସାହିତ୍ୟିକ
ଶିକ୍ଷାନୁଷ୍ଠାନSt Catharine's College, Cambridge
ଜୀବନସାଥୀShyama (1926–1936)
Teji Bachchan (1941–2007)
ସନ୍ତାନଅମିତାଭ ବଚ୍ଚନ, ଅଜିତାଭ ବଚ୍ଚନ

ଦସ୍ତଖତ

ହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭-୧୮ ଜାନୁଆରୀ ୨୦୦୩) ଜଣେ ଜଣାଶୁଣା ଭାରତୀୟ କବି ଥିଲେ । ତାହାଙ୍କ ରଚନାବଳୀ ୨୦ଶ ଶତକର ଆରମ୍ଭରେ ଭାରତୀୟ ହିନ୍ଦୀ କବିତାର ଛାୟାବାଦ କାଳର । ସେ କବି ସମ୍ମିଳନୀରେ ଜଣେ ଜଣାଶୁଣା କବି ମଧ୍ୟ ଥିଲେ । ସେ ମଧୁଶାଳା କବିତାଗ୍ରନ୍ଥ ନିମନ୍ତେ ଜଣାଶୁଣା ।[୧] ସେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ପିତା ଅଟନ୍ତି ।

ପ୍ରାଥମିକ ଜୀବନ[ସମ୍ପାଦନା]

ପରିବାର[ସମ୍ପାଦନା]

ସାହିତ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Harivanshrai Bachchan, 1907-2003 Archived 2010-08-22 at the Wayback Machine. Obituary, Frontline, (The Hindu), February 01 - 14, 2003.