ସୋରିଷ

ଉଇକିପିଡ଼ିଆ ରୁ
ସୋରିଷ ଫୁଲ

ସୋରିଷ ଏକ ତୈଳବୀଜ ଅଟେ ।[୧] ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ଵେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ । ରାଇ ସୋରିଷ ଅନ୍ୟ ଜାତୀଯ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ଵେତ ସର୍ଷପ ରୁଚିକର, ଗତ୍ଵଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ ।

ଆଧାର[ସମ୍ପାଦନା]

  1. ଗୋପାଳ ଚନ୍ଦ୍ର, ପ୍ରହରାଜ. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. http://dsal.uchicago.edu/cgi-bin/philologic/getobject.pl?c.40:14279.praharaj. Retrieved 7 April 2013. "ତୈଳବୀଜବିଶେଷ" 

ବାହାର ତଥ୍ୟ[ସମ୍ପାଦନା]